Anupambharat News Bureau : News


ଦିନକରେ ଛ’ ମୁଣ୍ଡ ନେଲା

Anupambharat News Bureau | ଓଡ଼ିଶା | | 1288 | Read...

ଦିନକରେ ଛ’ ମୁଣ୍ଡ ନେଲା

ଭୁବନେଶ୍ୱର, ୮ା୭(ଅନୁପମ ମିଡ଼ିଆ): ରାଜ୍ୟରେ କରୋନାର କରାଳ ରୂପ ଜାରି ରହିଛି । ଦିନକୁ ଦିନ କରୋନା ଉଗ୍ରରୂପ ନେଇ ମୁଣ୍ଡ ପରେ ମୁଣ୍ଡ ନେବା ଘଟଣା ରାଜ୍ୟବାସୀଙ୍କୁ ଭୟଭୀତ କରିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ଛ



ଗଞ୍ଜାମ ଜିଲ୍ଲାକୁ ଟ୍ରେନ ସେବା ବାତିଲ, ଆଜିଠୁ ପାଞ୍ଚ ଦିନିଆ ସଟ୍‌ଡାଉନ

Anupambharat News Bureau | ଓଡ଼ିଶା | | 1287 | Read...

ଗଞ୍ଜାମ ଜିଲ୍ଲାକୁ ଟ୍ରେନ ସେବା ବାତିଲ, ଆଜିଠୁ ପାଞ୍ଚ ଦିନିଆ ସଟ୍‌ଡାଉନ

ଭୁବନେଶ୍ୱର, ୮ା୭(ଅନୁପମ ମିଡ଼ିଆ): କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲ୍ଲାରେ ସମସ୍ତ ଷ୍ଟେସନ ସହ ବାଲୁଗାଁ ଷ୍ଟେସନ ଠାରେ ଯାତ୍ରୀବାହୀ ଟ୍ରେନ ଗୁଡିକର ରହଣି ବନ୍ଦ ଓ ଟ୍ରେନ ସେବା ବାତିଲ କରାଯାଇଛି । ଅନ୍ୟପକ୍ଷେ ଆସ



ଶନିବାର ଯାଏଁ ବର୍ଷା ସମ୍ଭାବନା

Anupambharat News Bureau | ଓଡ଼ିଶା | | 1286 | Read...

ଶନିବାର ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୮ା୭(ଅନୁପମ ମିଡ଼ିଆ): ଆସନ୍ତା ଶନିବାର ଅପରାହ୍ନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ ଜାରୀ କରାଯାଇଛି



ସେଲ୍‌ଫି ନେବା ବେଳେ ନଦୀକୁ ଖସିପଡିଲେ ମା’ଝିଅ

Anupambharat News Bureau | ଓଡ଼ିଶା | | 1285 | Read...

ସେଲ୍‌ଫି ନେବା ବେଳେ ନଦୀକୁ ଖସିପଡିଲେ ମା’ଝିଅ

କଟକ, ୮ା୭ ସେଲଫି ନେବା ଏକ ମାନିଆରେ ପରିଣତ ହୋଇଥିବା ବେଳେ ନେତାଜୀ ସେତୁ ଉପରେ ସେଲଫି ନେଇ କାଠଯୋଡି ନଦୀକୁ ଖସିପଡିଲେ ମା’ ଓ ଝିଅ । ତେବେ ସୌଭାଗ୍ୟବଶତଃ ଅଗ୍ନିଶମ ବିଭାଗର ସମୟୋଚିତ ପଦକ୍ଷେପ ଫଳରେ ଅଳ୍ପକେ ରକ୍ଷା ପାଇଯାଇଛନ



କେବଳ ନୂଆ ପଦବୀ ସୃଷ୍ଟି ଉପରେ କଟକଣା

Anupambharat News Bureau | ଓଡ଼ିଶା | | 1283 | Read...

କେବଳ ନୂଆ ପଦବୀ ସୃଷ୍ଟି ଉପରେ କଟକଣା

ଭୁବନେଶ୍ୱର, ୮ା୭(ଅନୁପମ ମିଡ଼ିଆ): କୋଭିଡ଼୍‌-୧୯ ସଂକ୍ରମଣ ହେତୁ ଓଡ଼ିଶାର ଅର୍ଥନୀତି ପ୍ରଭାବିତ ହୋଇଥିବା କାରଣରୁ ଅନ୍ୟାନ୍ୟ କଟକଣା ସହିତ ଆସନ୍ତା ଦୁଇ ବର୍ଷ ପାଇଁ ସରକାରୀସ୍ତରରେ ସ୍ୱାସ୍ଥ୍ୟ ବିଭାଗର ନିଯୁକ୍ତିକୁ ଛାଡ଼ିଦେଲେ



ତ୍ୟାଗ, ସଂଯମ ଓ ଶୃଙ୍ଖଳା ମାର୍ଗକୁ ଆପଣାଅ: ନବୀନ

Anupambharat News Bureau | ଓଡ଼ିଶା | | 1282 | Read...

ତ୍ୟାଗ, ସଂଯମ ଓ ଶୃଙ୍ଖଳା ମାର୍ଗକୁ ଆପଣାଅ: ନବୀନ

ଭୁବନେଶ୍ୱର, ୬ା୭(ଅନୁପମ ମିଡ଼ିଆ): ରାଜ୍ୟରେ କରୋନା ମହାମାରୀ ଉଗ୍ର ରୂପ ଧାରଣା କରିଚାଲିଛି । ଏହି ଯୁଦ୍ଧକୁ ଜିଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ରାତି ଆଠଟାରେ ତିନି ମନ୍ତ୍ର ପାଳନ କରିବାକୁ ଆହ୍ୱାନ ଜଣାଇଛନ



ବିଜେଡ଼ି ବିଧାୟକ ବିଷ୍ଣୁ ଦାସଙ୍କ ଦେହାନ୍ତ

Anupambharat News Bureau | ଓଡ଼ିଶା | | 1281 | Read...

ବିଜେଡ଼ି ବିଧାୟକ ବିଷ୍ଣୁ ଦାସଙ୍କ ଦେହାନ୍ତ

ଭୁବନେଶ୍ୱର, ୬ା୭(ଅନୁପମ ମିଡ଼ିଆ): ଜଗତସିଂହପୁର ଜିଲ୍ଲା ତିର୍ତୋଲ ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟକ ବିଷ୍ଣୁ ଚରଣ ଦାସଙ୍କର ଆଜି ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି । ସ୍ୱର୍ଗତ ଦାସ ଗତ ୩ ତାରିଖରେ ହସ୍ପିଟାଲରେ ଭର



ପଛକୁ ହଟିଲା ଚୀନ୍‌

Anupambharat News Bureau | ଦେଶ | | 1280 | Read...

ପଛକୁ ହଟିଲା ଚୀନ୍‌

ନୂଆଦିଲ୍ଲୀ, ୬ା୭: ସର୍ବଶେଷରେ, ଭାରତର ଚାପ କାମ କଲା ଏବଂ ଚୀନ୍‌ ଗଲୱାନ୍‌ ଉପତ୍ୟକାର ବିବାଦୀୟ ଅଞ୍ଚଳରୁ ଦୁଇ କିଲୋମିଟର ଦୂରକୁ ନିଜର ସୈନ୍ୟ ପ୍ରତ୍ୟାହାର କରିଛି । ଏହା ପ୍ରଥମ ପର୍ଯ୍ୟାୟ ସେନା ପ୍ରତ୍ୟାହାର । ପରବର୍ତ୍ତୀ ସ



ଦିନକରେ ରେକର୍ଡ଼ ୪୫୬ ଆକ୍ରାନ୍ତ ଚିହ୍ନଟ

Anupambharat News Bureau | ଓଡ଼ିଶା | | 1279 | Read...

ଦିନକରେ ରେକର୍ଡ଼ ୪୫୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୬ ।୭(ଅନୁପମ ମିଡ଼ିଆ): ରାଜ୍ୟରେ ଆଜି ରେକର୍ଡ଼ ୪୫୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୯୫୨୬କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ୪୫୬ ଜଣଙ୍କ ମଧ୍ୟରୁ ୩୦୯ ଜଣ ସଙ୍ଗରୋଧ



ରାଜ୍ୟରେ କରୋନା ଆକ୍ରାନ୍ତ ନ’ହଜାର ଟପିଲା

Anupambharat News Bureau | ଓଡ଼ିଶା | | 1278 | Read...

ରାଜ୍ୟରେ କରୋନା ଆକ୍ରାନ୍ତ ନ’ହଜାର ଟପିଲା

ଭୁବନେଶ୍ୱର,୫ା୭(ଅନୁପମ ମିଡ଼ିଆ) ରାଜ୍ୟରେ ଆଜି ଆଉ ୪୬୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୯୦୭୦କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି



ମୌସୁମୀ ସକ୍ରିୟ, ପ୍ରବଳ ବର୍ଷିବ

Anupambharat News Bureau | ଦେଶ | | 1277 | Read...

ମୌସୁମୀ ସକ୍ରିୟ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୫ା୭(ଅନୁପମ ମିଡ଼ିଆ): ଚଳିତ ମାସରେ ଓଡ଼ିିଶାରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହି



ଗୁଳି ବିନିମୟ, ଚାରି ମାଓବାଦୀ ନିହତ

Anupambharat News Bureau | ଓଡ଼ିଶା | | 1276 | Read...

ଗୁଳି ବିନିମୟ, ଚାରି ମାଓବାଦୀ ନିହତ

ଫୁଲବାଣୀ, ୫ା୭(ଅନୁପମ ମିଡ଼ିଆ): କନ୍ଧମାଳ ପୋଲିସକୁ ରବିବାର ବଡ଼ ସଫଳତା ମିଳିଛି । ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ୍‌ ଅନ୍ତର୍ଗତ ସିର୍ଲା ଗ୍ରାମପଞ୍ଚାୟତର ଶିରିକୁଟି ଗ୍ରାମର ବଙ୍ଗେରି ପାହାଡ଼ରେ ଏସଓଜି, ଡ଼ିଭିଏଫ ଯବାନ ସହ ଗୁଳିବିନ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page