Anupambharat News Bureau : News


ବନ୍ଦ ହେବ ଜନସନ ଏଣ୍ଡ ଜନସନ ବେବି ପାଉଡର

Anupambharat News Bureau | ଦେଶ | | 2746 | Read...

 ବନ୍ଦ ହେବ ଜନସନ ଏଣ୍ଡ ଜନସନ ବେବି ପାଉଡର

ନୂଆଦିଲ୍ଲୀ: ଆମେରିକାରେ ବିକ୍ରି ବନ୍ଦ ପରେ ଏବେ ବିଶ୍ୱରେ ବେବି ପାଉଡର ବିକ୍ରି ବନ୍ଦ କରିବ ଜନସନ ଏଣ୍ଡ ଜନସନ । ୨୦୨୩ ମସିହାରେ ସାରା ବିଶ୍ୱରେ ଜନସନଏଣ୍ଡ ଜନସନଙ୍କ ବେବି ପାଉଡର ବିକ୍ରି ବନ୍ଦ ହୋଇଯିବ ବୋଲି ଔଷଧ ପ୍ରସ୍ତୁତ କ



ଜୁଲାଇରେ ଖୁଚୁରା ମୁଦ୍ରାସ୍ପୀତି ୬.୭୧%

Anupambharat News Bureau | ଦେଶ | | 2745 | Read...

ଜୁଲାଇରେ ଖୁଚୁରା ମୁଦ୍ରାସ୍ପୀତି ୬.୭୧%

ନୂଆଦିଲ୍ଲୀ: ଦେଶରେ ଦରବୃଦ୍ଧିକୁ ନେଇ ଚାଲିଥିବା ବିତର୍କ ମଧ୍ୟରେ ଜୁଲାଇରେ ଦେଶରେ ଖୁଚୁରା ମୁଦ୍ରାସ୍ପୀତି ହାର ହ ୍ରାସ ପାଇଛି । ଗତ ମାସରେ ଖୁଚୁରା ମୁଦ୍ରାସ୍ପୀତି ହାର ହ ୍ରାସ ପାଇ ୬.୭୧ ପ୍ରତିଶତରେ ରହିଥିଲା । ଏହା ଗତ ପା



ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ :ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ

Anupambharat News Bureau | ଓଡ଼ିଶା | | 2744 | Read...

ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ :ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ

ଭୁବନେଶ୍ୱର, ୧୨ା୮(ଅନୁପମ ମିଡ଼ିଆ):ଦୀର୍ଘ ୨୯ ବର୍ଷ ପରେ ବିଜୁ ବାବୁଙ୍କ ସ୍ୱପ୍ନ ପୂରଣ ହୋଇଛି। ୨୯ ବର୍ଷ ପୂର୍ବେ ଚାଷୀଙ୍କ ପାଇଁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ସ୍ବପ୍ନ ଦେଖିଥିଲେ, ଆଜି ଏହାକୁ ନବୀନ ବାବୁ ପୂରଣ କରିଛନ୍ତି । ମ



ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ଲଘୁଚାପ

Anupambharat News Bureau | ଓଡ଼ିଶା | | 2743 | Read...

ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ଲଘୁଚାପ

ଭୁବନେଶ୍ୱର, ୧୨ା୮(ଅନୁପମ ମିଡ଼ିଆ): ପଶ୍ଚିମ ମିଆଁମାର ଏବଂ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗର ଏବଂ ତାର ପାର୍ଶ୍ୱବର୍ତ୍ତୀ



ରାଜ୍ୟ କ୍ୟାବିନେଟ୍‌ : ୧୬ ପ୍ରସ୍ତାବ ଉପରେ ମୋହର

Anupambharat News Bureau | ଓଡ଼ିଶା | | 2742 | Read...

 ରାଜ୍ୟ କ୍ୟାବିନେଟ୍‌ : ୧୬ ପ୍ରସ୍ତାବ ଉପରେ ମୋହର

ଭୁବନେଶ୍ୱର, ୧୨ା୮(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ୧୬ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । କୃ



ଲେଖକ ରସିଦଙ୍କୁ ଛୁରା ମାଡ଼

Anupambharat News Bureau | ବିଦେଶ | | 2741 | Read...

ଲେଖକ ରସିଦଙ୍କୁ ଛୁରା ମାଡ଼

ନୁ୍ୟୟର୍କ,୧୨ା୮:ବୁକର ପୁରସ୍କାର ଜିତିଥିବା ବିବାଦୀୟ ଲେଖକ ସଲମାନ୍‌ ରସିଦଙ୍କୁ ନୁ୍ୟୟର୍କରେ ଜଣେ ଦୁର୍ବୃତ୍ତ ଛୁରା ମାଡ଼ କରିିଛି । ନୁ୍ୟୟର୍କର ଏକ କାର୍ଯ୍ୟକ୍ରମରେ ରସିଦ ଲେକଚର ଦେଉଥିବା ବେଳେ ମଞ୍ଚ ଉପରେ ତାଙ୍କୁ ଛୁରାମ



ସ୍ୱରାଷ୍ଟ୍ର ମନ୍ତ୍ରୀ ପଦକ ପାଇବେ ଓଡ଼ିିଶାର ଚାରି ପୋଲିସ୍‌ ଅଧିକାରୀ

Anupambharat News Bureau | ଓଡ଼ିଶା | | 2740 | Read...

 ସ୍ୱରାଷ୍ଟ୍ର ମନ୍ତ୍ରୀ ପଦକ ପାଇବେ ଓଡ଼ିିଶାର ଚାରି ପୋଲିସ୍‌ ଅଧିକାରୀ

ନୂଆଦିଲ୍ଲୀ, ୧୨ା ଉତ୍କର୍ଷତା ପାଇଁ ସମ୍ମାନିତ ହେବେ ଓଡିଶାର ଚାରି ପୋଲିସ୍‌ ଅଧିକାରୀ । ମେଡାଲ୍‌ ପାଇବାକୁ ଥିବା ଓଡ଼ିଶାର ଚାରି ପୋଲିସ୍‌ ଅଧିକାରୀଙ୍କ ମଧ୍ୟରେ ଜଣେ ଡିଏସ୍‌ପି ଏବଂ ତିନି ଜଣ ଇନ୍ସପେକଫର ଅଛନ୍ତି । ସେମାନେ ହ



JEE ମେନ୍ ରେଜଲ୍ଟ ପ୍ରକାଶିତ, ୨୭ ନମ୍ବର ସ୍ଥାନରେ ଓଡିଶାର ସ୍ଥିତି

Anupambharat News Bureau | ଓଡ଼ିଶା | | 2739 | Read...

JEE ମେନ୍ ରେଜଲ୍ଟ ପ୍ରକାଶିତ, ୨୭ ନମ୍ବର ସ୍ଥାନରେ ଓଡିଶାର ସ୍ଥିତି

ଭୁବନେଶ୍ବର: ପ୍ରକାଶ ପାଇଲା JEE ମେନ୍ ରେଜଲ୍ଟ । ଜେଇଇ ଅଫିସିଆଲ ଓ୍ବେବସାଇଟରେ ଛାତ୍ରଛାତ୍ରୀଙ୍କ ସ୍କୋରକାର୍ଡ ଲିଙ୍କ ଆକ୍ଟିଭ ହୋଇଛି । ଚଳିତବର୍ଷ ୪୪୦ ସହରର ୬୨୨ ସେଣ୍ଟରରେ ପରୀକ୍ଷା ହୋଇଥିଲା । ୧୩ଟି ଭାଷାରେ ୫ ଲକ୍ଷ ୪୦



ଲଗାଣବର୍ଷାରେ ବ୍ରହ୍ମପୁର ବେହାଲ୍‌

Anupambharat News Bureau | ଓଡ଼ିଶା | | 2738 | Read...

ଲଗାଣବର୍ଷାରେ ବ୍ରହ୍ମପୁର ବେହାଲ୍‌

ବ୍ରହ୍ମପୁର,୮ା୮(ଅନୁପମ ମିଡ଼ିଆ): ଲଗାଣ ବର୍ଷା ଫଳରେ ବ୍ରହ୍ମପୁର ମହାନଗର ତଥା ଆଖପାଖ ଅଞ୍ଚଳ ବେହାଲ୍‌ ହୋଇ ପଡିଥିବା ଦେଖିବାକୁ ମିଳିଛି । ଗତକାଲି ଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବା ଏବଂ ବାରମ୍ବାର ବର୍ଷା ହୋଇ ମ



ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲେ ଶାହା

Anupambharat News Bureau | ଓଡ଼ିଶା | | 2737 | Read...

ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲେ ଶାହା

ଭୁବନେଶ୍ୱର,୮ା୮(ଅନୁପମ ମିଡ଼ିଆ): ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୋମବାର ଶ୍ରୀଲିଙ୍ଗରାଜ ମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି । ତାଙ୍କ ସହ କେନ୍ଦ୍ରମନ



ପାଞ୍ଚ ଦିନ ଜାରି ରହିବ ବର୍ଷା :ତିନି ଜିଲ୍ଲାକୁ ରେଡ୍‌ ଓ ଆଠ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

Anupambharat News Bureau | ଓଡ଼ିଶା | | 2736 | Read...

ପାଞ୍ଚ ଦିନ ଜାରି ରହିବ ବର୍ଷା :ତିନି ଜିଲ୍ଲାକୁ ରେଡ୍‌ ଓ ଆଠ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର, ୮ା୮(ଅନୁପମ ମିଡ଼ିଆ): ରାଜ୍ୟରେ ଆଗାମୀ ପାଞ୍ଚ ଦିନ ମଧ୍ୟରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ



ଗାଁ- ଗାଁରେ ବୁଲିବ ବୁଷ୍ଟର ଟୀକା ଭ୍ୟାନ

Anupambharat News Bureau | ଓଡ଼ିଶା | | 2735 | Read...

ଗାଁ- ଗାଁରେ ବୁଲିବ ବୁଷ୍ଟର ଟୀକା ଭ୍ୟାନ

ଭୁବନେଶ୍ୱର, ୮ା୮(ଅନୁପମ ମିଡ଼ିଆ): ରାଜ୍ୟରେ ଏବେ ଗାଁକୁ ଗାଁ ବୁଲିବ ବୁଷ୍ଟର ଟୀକା ଭ୍ୟାନ । ଟିକାକରଣ ଉପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁତ୍ୱାରୋପ କରା ଯାଉଛି । ଟିକାକରଣ ବଢ଼ାଇବାକୁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆ ଯାଇଛି




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page