Anupambharat News Bureau : News


ଆଇଏଏସ୍‌ ଅଧିକାରୀଙ୍କୁ ମେଡ଼ିକାଲ ଦାୟିତ୍ୱ

Anupambharat News Bureau | ଓଡ଼ିଶା | | 826 | Read...

ଆଇଏଏସ୍‌ ଅଧିକାରୀଙ୍କୁ ମେଡ଼ିକାଲ ଦାୟିତ୍ୱ

ଭୁବନେଶ୍ୱର, ୩୦ ।୧୦(ଅନୁପମ ମିଡିଆ): ୧୦ ଜଣ ଅତି ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ୧୩ଟି ମେଡ଼ିକାଲ କଲେଜର ସଂଯୋଜକ ଦାୟିତ୍ୱରେ ରଖାଯାଇଛି । ଏ ସମ୍ପର୍କରେ ଏକ ଆଦେଶନାମା ବୁଧବାର ପ୍ରକାଶ ପାଇଛି । ସମ୍ପୃକ୍ତ ଅଧିକାରୀମାନେ ମେଡ଼ିକା



ଜନ୍ମ ନେଲା ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ

Anupambharat News Bureau | ଦେଶ | | 825 | Read...

 ଜନ୍ମ ନେଲା ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ

ନୂଆଦିଲ୍ଲୀ,୩୦ା୧୦ (ଅନୁପମ ମିଡିଆ) : ଦୀର୍ଘ ବର୍ଷର ପୁରାତନ ଭାରତୀୟ ମାନଚିତ୍ରରେ ଏକ ପ୍ରକାର ପରିବର୍ତ୍ତନ ଦେଖା ଦେଇଛି । ଆଜି ମଧ୍ୟରାତ୍ରରୁ ଭାରତର ଗୋଟିଏ ରାଜ୍ୟ ଯଦିଓ ହ୍ରାସ ପାଇବାକୁ ଯାଉଛି । ତେବେ ଏଥିରେ ଦୁଇଟି କେନ୍ଦ୍ର



ସଭାପତିଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଏଚ୍‌ଆର୍‌ପିସି ଏଡିଜିଙ୍କୁ ଭେଟିଲେ ପୀଡ଼ିତା

Anupambharat News Bureau | ଓଡ଼ିଶା | | 824 | Read...

ସଭାପତିଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ  ଏଚ୍‌ଆର୍‌ପିସି ଏଡିଜିଙ୍କୁ ଭେଟିଲେ ପୀଡ଼ିତା

କେନ୍ଦ୍ରାପଡା,୩୦ା୧୦(ଅନୁପମ ମିଡିଆ): କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟର ସଭାପତିଙ୍କ ନାଁରେ ସେହି ସୋସାଇଟିର ଜନୈକ ମହିଳା କର୍ମଚାରୀ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି । ଏନେଇ ଟାଉନ ଥାନାରେ ଅଭିଯୋଗ ପରେବି ପୋଲିସର ନ



ନଭେମ୍ବର ୧ରୁ ଖରିଫ୍‌ ଧାନ ସଂଗ୍ରହ ଚଳିତ ବର୍ଷ ୬୦ ଲକ୍ଷ ମାଟ୍ରିକ୍‌ ଟନ୍‌ ଧାନ କିଣିବା ଲକ୍ଷ୍ୟ

Anupambharat News Bureau | ଓଡ଼ିଶା | | 823 | Read...

ନଭେମ୍ବର ୧ରୁ ଖରିଫ୍‌ ଧାନ ସଂଗ୍ରହ   ଚଳିତ ବର୍ଷ ୬୦ ଲକ୍ଷ ମାଟ୍ରିକ୍‌ ଟନ୍‌ ଧାନ କିଣିବା ଲକ୍ଷ୍ୟ

ଭୁବନେଶ୍ୱର, ୩୦ ।୧୦ । (ଅନୁପମ ମିଡିଆ): ଆସନ୍ତା ନଭେମ୍ବର ୧ ତାରିଖ ଠାରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଖରିଫ ଧାନ ସଂଗ୍ରହ କରିବା ପାଇଁ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ୬୦ ଲକ୍ଷ ମାଟ୍ରିକ୍‌ ଟନ୍&zwn



ଖୋର୍ଦ୍ଧାରୋଡ଼୍‌ ରେଳ ଜଙ୍କସନ୍‌ ଜଟଣୀର ପୂର୍ବକଥା

Anupambharat News Bureau | ସମ୍ପାଦକୀୟ | | 822 | Read...

ଖୋର୍ଦ୍ଧାରୋଡ଼୍‌ ରେଳ ଜଙ୍କସନ୍‌ ଜଟଣୀର ପୂର୍ବକଥା

ଓଡ଼ିଶା ଏକ ପ୍ରାକୃତିକ ସମ୍ପଦଭରା ରାଜ୍ୟ । ଧର୍ମ, ସଂସ୍କୃତି, ବାଣିଜ୍ୟ, ମେଳା, ମହୋତ୍ସବରେ ଭରା ତା’ର କଳେବର । ଓଡ଼ିଶାରେ ରେଣୁଟିଏ, ପ୍ରସ୍ତରଟିଏ, ମାଟିମୁଠାଏ ବି କଳାରେ ଭରପୁର । ଏ ରାଜ୍ୟର କଳିଙ୍ଗ ସେନା ପ୍ରବଳ ପ୍ରତାପୀ ନିଷ



ଟଙ୍କା ମୂଲ୍ୟରେ ହ୍ରାସ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 821 | Read...

ଟଙ୍କା ମୂଲ୍ୟରେ ହ୍ରାସ

ମୁମ୍ବାଇ: ଭାରତୀୟ ଟଙ୍କା ଆମେରିକା ଡଲାର ତୁଳନାରେ ୬ ପଇସା ହ୍ରାସ ହୋଇ ୭୦.୯୦ ସହ କାରବାର କରିଥିଲା । ପ୍ରତିଯୋଗିତା ମୂଳକ ଭାବରେ ସତର୍କତା ସ୍ୱରୁପ ଫେଡେରାଲ୍‌ ରିଜଭ ମୁଦ୍ରାନୀତି ନିଷ୍ପତ୍ତି ହୋଇଛି । ଟଙ୍କା ମୂଲ୍ୟରେ ହ୍ର



ଭୋଡାଫୋନ୍‌ ଇଣ୍ଡିଆ ବନ୍ଦ ହେବ: ରିପୋର୍ଟ

Anupambharat News Bureau | ଦେଶ | | 820 | Read...

ଭୋଡାଫୋନ୍‌ ଇଣ୍ଡିଆ ବନ୍ଦ ହେବ: ରିପୋର୍ଟ

ନୂଆଦିଲ୍ଲୀ:ଭୋଡାଫୋନ୍‌ ଇଣ୍ଡିଆ ଅଧିକ କ୍ଷତି ଯୋଗୁଁ ବନ୍ଦ ହେବ ବୋଲି ଏକ ରିପୋର୍ଟରେ କୁହାଯାଇଛି । ଦେଶରେ ରିଲାଏନ୍ସ ଜିଓ ଟେଲିକମ୍‌ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଥିଲେ । ଫଳରେ ଅନ୍ୟ ଟେଲିକମ୍



ନୁଆପଡ଼ାରେ ସ୍କୁଲ ଗାଡ଼ି ଦୁର୍ଘଟଣା ବହୁ ଛାତ୍ରଛାତ୍ରୀ ଆହତ

Anupambharat News Bureau | ଓଡ଼ିଶା | | 819 | Read...

ନୁଆପଡ଼ାରେ ସ୍କୁଲ ଗାଡ଼ି ଦୁର୍ଘଟଣା  ବହୁ ଛାତ୍ରଛାତ୍ରୀ ଆହତ

ବ୍ରହ୍ମପୁର,୩୦ ।୧୦(ଅନୁପମ ମିଡ଼ିଆ): ଚିକିଟି ବ୍ଲକ୍‌ ଅନ୍ତର୍ଗତ ନୁଆପଡ଼ାର ମାର୍ଗଦର୍ଶୀ ଶିଶୁ ବିଦ୍ୟାମନ୍ଦିରର ଏକ ଟାଟା ମେଜିକ ୨୩ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ୍‌କୁ ଯାଉଥିବାବେଳେ ହଠାତ୍‌ ଗାଡ଼ିଟି ଭାରସାମ୍ୟ ହରାଇ



ଶିବସେନା ଛାଡ଼ିପାରିବ ନାହିଁ ବିଜେପି

Anupambharat News Bureau | ଦେଶ | | 818 | Read...

ଶିବସେନା ଛାଡ଼ିପାରିବ ନାହିଁ ବିଜେପି

ମୁମ୍ବାଇ: ଅକେcାବର ୨୧ରେ ଭୋଟ୍‌ ହୋଇ ୨୪ରେ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ବାହାରିଛି । ବିଜେପି-ଶିବସେନା ମେଣ୍ଟ ସରକାରକୁ ମରାଠୀବାସୀ ଭୋଟ୍‌ ଦେଇଥିଲେ ମଧ୍ୟ ସରକାରରେ ନେତୃତ୍ୱକୁ ନେଇ ଦୁଇ ଦଳ ମଧ୍ୟରେ ବିବାଦ ତେଜିଛି । ଏ



ନିଖୋଜ ଯୁବକର ଗଳିତ ଶବ ଉଦ୍ଧାର

Anupambharat News Bureau | ଓଡ଼ିଶା | | 817 | Read...

 ନିଖୋଜ ଯୁବକର ଗଳିତ ଶବ ଉଦ୍ଧାର

ଖଣ୍ଡପଡା ୩୦ା୧୦ (ଅମି) ଖଣ୍ଡପଡା ସହରାଞ୍ଚଳରେ ପ୍ରବାହିତ କୁସୁମୀ ନଦୀକୁ ଡ଼େଇଁ ନିଖୋଜ ଥିବା ଯୁବକର ଗଳିତ ଶବକୁ ଘଟଣାର ୪ଦିନ ପରେ ଅଗ୍ନିଶମ ବିଭାଗ ଦ୍ୱାରା ଉଦ୍ଧାର କରାଯାଇଥିବା ଜଣାଯାଇଛି । ଘଟଣା ଘଟିବା ଦିନ ଠାରୁ ଅଗ୍ନିଶମ ବ



ତାଳଚେର ୧୨ ଘଂଟିଆ ବନ୍ଦ ସଫଳ : ଯାନ ବାହାନ ଚଳାଚଳ ଠପ୍‌

Anupambharat News Bureau | ଓଡ଼ିଶା | | 816 | Read...

ତାଳଚେର ୧୨ ଘଂଟିଆ ବନ୍ଦ ସଫଳ : ଯାନ ବାହାନ ଚଳାଚଳ ଠପ୍‌

ତାଳଚେର,୩୦ା୧୦(ଅନୁପମ ମିଡିଆ): ଗତ କାଲିର ଘଟଣାକୁ କେନ୍ଦ୍ର କରି ଆଜି ବିଧାୟକ ଓ ଜମିହରା ପ୍ରଜାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଓ ଅବିଚାର ଯୋଗୁଁ ଆଜି ତାଳଚେର ୧୨ ଘଂଟିଆ ବନ୍ଦ ସଫଳ ହୋଇଛି । ଏହି ବନ୍ଦ ପାଳନ ବେଳେ ତାଳଚେର କୋଇଲା ଖ



ଭିମସାର ଏଚଆଇଭି ସଂକ୍ରମିତ ଉପକରଣରେ ଅନ୍ୟ ରୋଗୀଙ୍କ ଅସ୍ତ୍ରୋପଚାର ଅଭିଯୋଗର ତଦନ୍ତ ନିର୍ଦ୍ଦେଶ

Anupambharat News Bureau | ଓଡ଼ିଶା | | 815 | Read...

ଭିମସାର ଏଚଆଇଭି ସଂକ୍ରମିତ ଉପକରଣରେ  ଅନ୍ୟ ରୋଗୀଙ୍କ ଅସ୍ତ୍ରୋପଚାର ଅଭିଯୋଗର ତଦନ୍ତ ନିର୍ଦ୍ଦେଶ

ସମ୍ବଲପୁର,୩୦ା୧୦(ଅନୁପମ ମିଡିଆ): ବୁର୍ଲା ଭିମସାରରେ ଏଚଆଇଭି ସଂକ୍ରମିତ ଜଣେ ରୋଗୀଙ୍କ ଅସ୍ତ୍ରୋପଚାର ପରେ ଅନ୍ୟ ୩ ଜଣଙ୍କ ଅସ୍ତ୍ରୋପଚାର କରାଯିବା ସଂକ୍ରାନ୍ତ ବିବାଦ ବାବଦରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବଙ୍କ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page