Anupambharat News Bureau : News


ତୀର୍ଥଯାତ୍ରା ହେଲା ଶେଷଯାତ୍ରା, ଦୁର୍ଘଟଣାରେ ୫ ମୃତ

Anupambharat News Bureau | ଓଡ଼ିଶା | | 982 | Read...

ତୀର୍ଥଯାତ୍ରା ହେଲା ଶେଷଯାତ୍ରା, ଦୁର୍ଘଟଣାରେ ୫ ମୃତ

ବ୍ରହ୍ମପୁର,୪ା୧(ଅନୁପମ ମିଡ଼ିଆ): ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ମଞ୍ଜୁସା ଥାନା ଅନ୍ତର୍ଗତ କୋତାପଲ୍ଲି ଗ୍ରାମ ନିକଟସ୍ଥ ମହେନ୍ଦ୍ରତନୟା ପୋଲରୁ ଏକ କାର ଖସି ଗଞ୍ଜାମ ଜିଲ୍ଲାର ୫ ଜଣ ତୀର୍ଥ ଯାତ୍ରୀଙ୍କ ମୃତୁ୍ୟ ଘଟିଥିବ



ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍‌ ସଞ୍ଜୁ ପଣ୍ଡା

Anupambharat News Bureau | ଓଡ଼ିଶା | | 981 | Read...

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍‌ ସଞ୍ଜୁ ପଣ୍ଡା

ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କୁ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି । ସେ ଆସନ୍ତାକାଲି ଦାୟିତ୍ୱ ଗ୍ରହଣ କରିବେ । ଜଷ୍ଟିସ ପଣ୍ଡା ଓଡ଼ିଶା ହାଇକୋର୍ଟର ପ୍ରଥମ ମହିଳା ମୁଖ



ପୁଣି ଇରାନ ଉପରେଏୟାର ଷ୍ଟ୍ରାଇକ୍‌, ଛ’ ମୃତ

Anupambharat News Bureau | ବିଦେଶ | | 980 | Read...

ପୁଣି ଇରାନ ଉପରେଏୟାର ଷ୍ଟ୍ରାଇକ୍‌, ଛ’ ମୃତ

ବାଗଦାଦ, ୪ା୧: ୨୪ ଘଣ୍ଟା ମଧ୍ୟରେ ଆମେରିକା ଦ୍ୱିତୀୟ ଥର ପାଇଁ ଆକାଶ ମାର୍ଗରୁ ଇରାନ ସମର୍ଥକଙ୍କ ଉପରେ ଏୟାର ଷ୍ଟ୍ରାଇକ୍‌ କରିଛି । ଏଥିରେ ୬ ଜଣ ଲୋକଙ୍କ ମୃତୁ୍ୟ ଘଟିଛି । ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଓ ଆହତମାନେ ପପୁଲ



ସାରା ରାଜ୍ୟରେ କୋହଲା ପାଗ ସହ ଜାରି ରହିଛି ବର୍ଷା

Anupambharat News Bureau | ଓଡ଼ିଶା | | 979 | Read...

ସାରା ରାଜ୍ୟରେ କୋହଲା ପାଗ ସହ ଜାରି ରହିଛି ବର୍ଷା

ଭୁବନେଶ୍ୱର,୪ ।୧ (ଅନୁପମ ମିଡିଆ): ଶୁକ୍ରବାର ଦିନ ଠାରୁ ଓଡ଼ିଶାର ଆକାଶ କାଆଁଳିଆ ରହିବା ସହ ଅଧିକାଂଶ ଜିଲ୍ଲାରେ ମଝିରେ ମଝିରେ ଝିପି ଝିପି ବର୍ଷା ଲାଗି ରହିଥିବା କାରଣରୁ ପାଗ କୋହଲା ରହିଛି । ଆହୁରି ୨୪ଘଣ୍ଟା ବର୍ଷା ସହ କୋହଲା ପ



୬ ବର୍ଷ ପରେ ‘ବିଧବା’ ହେଲେ ସଧବା

Anupambharat News Bureau | ଦେଶ | | 978 | Read...

୬ ବର୍ଷ ପରେ ‘ବିଧବା’ ହେଲେ ସଧବା

ଡେରାଡୁନ: ନୂଆବର୍ଷରେ ସମସ୍ତେ କିଛି ନା କିଛି ନୂଆ କରିବା ପାଇଁ ଚେଷ୍ଟା କରନ୍ତି । ହେଲେ ଯଦି ଏମିତି କିଛି ଘଟଣା ଘଟିବ ଯାହା ଜଣେ ବ୍ୟକ୍ତି କେବେ ସ୍ୱପ୍ନରେ ସୁଦ୍ଧା ଚିନ୍ତା କରିନଥିବ । ଏଭଳି କିଛି ଘଟଣା ଖାଲି ନୂଆବର୍ଷ ନୁହେଁ



ବରଗଡ଼ ଧନୁଯାତ୍ରା : ରାକ୍ଷସୀ ପୁତନା ନିଧନରେ କଂସ ମର୍ମାହତ, ଗୋପରେ କୃଷ୍ଣଙ୍କ କାଳୀୟ ଦଳନ

Anupambharat News Bureau | ଓଡ଼ିଶା | | 977 | Read...

ବରଗଡ଼ ଧନୁଯାତ୍ରା : ରାକ୍ଷସୀ ପୁତନା ନିଧନରେ କଂସ ମର୍ମାହତ, ଗୋପରେ କୃଷ୍ଣଙ୍କ କାଳୀୟ ଦଳନ

ଗୋପ / ମଥୁରାନଗରୀ ୦୪/୦୧- ବିଶ୍ୱର ସର୍ବବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରଦର୍ଶିତ ଲୋକନାଟ୍ୟ ୭୧ ତମ ବରଗଡ଼ ଧନୁଯାତ୍ରା ମହୋସିବର ଶନିବାର ଥିଲା ପଞ୍ଚମ ଦିବସ । ଧନୁଯାତ୍ରାର ଏହି ପଞ୍ଚମ ଦିବସରେ ମହାରାଜ କଂସ ଦିଗ୍‌ବିଜୟର



ସ୍ତ୍ରୀର ଅନୈତିକ ସମ୍ପର୍କ ପାଇଁ ଜୀବନ ହାରିଲେ ସ୍ୱାମୀ

Anupambharat News Bureau | ଓଡ଼ିଶା | | 976 | Read...

ସ୍ତ୍ରୀର ଅନୈତିକ ସମ୍ପର୍କ ପାଇଁ ଜୀବନ ହାରିଲେ ସ୍ୱାମୀ

ଅନୁଗୁଳ, ୪ା୧ (ଅନୁପମ ମିଡିଆ): ନୂଆବର୍ଷର ପ୍ରଥମ ସପ୍ତାହକୁ ଅନେକ ଭୋଜିଭାତ କରି କଟାଉଥିବା ବେଳେ ମହୀଧରପୁର ଫାଣ୍ଡି ଅଞ୍ଚଳରେ ଏକ ଅଘଟଣ । ଗୋଟିଏ ପରିବାରକୁ ଦୁଃଖର ଅନ୍ଧାର ଭିତରକୁ ଠେଲିଦେଇଛି । ପର ପୁରୁଷ ସହିତ ପତ୍ନୀର ଅନୈତ



ମହିଳାଙ୍କୁ ଅପହରଣ କରି ବଳାତ୍କାର, ଅଭିଯୁକ୍ତ ଗିରଫ

Anupambharat News Bureau | ଓଡ଼ିଶା | | 975 | Read...

ମହିଳାଙ୍କୁ ଅପହରଣ କରି ବଳାତ୍କାର, ଅଭିଯୁକ୍ତ ଗିରଫ

ସାଲେପୁର, ୪ ।୧ (ଅନୁପମ ମିଡିଆ): ଜଣେ ମହିଳାଙ୍କୁ ଲିଫଫ ଦେବା ଆଳରେ ତାଙ୍କୁ ନିଶା ଖୁଆଇ ଭୁବନେଶ୍ୱରରେ ରଖି ୩ମାସ ଧରି ବଳାତ୍କାର କରିବା ଓ ମହିଳା ଜଣକ ସେଠାରୁ ଖସିଆସି ସାଲେପୁର ଥାନାରେ ଅଭିଯୋଗ କଲାପରେ ସାଲେପୁର ପୁଲିସ ଜନୈକ ବ



ଆଉ ୧୬ ଓଟିଏମ୍‌ ଶ୍ରମିକଙ୍କ ମୃତୁ୍ୟ

Anupambharat News Bureau | ଓଡ଼ିଶା | | 974 | Read...

 ଆଉ ୧୬ ଓଟିଏମ୍‌ ଶ୍ରମିକଙ୍କ ମୃତୁ୍ୟ

ଚୌଦ୍ୱାର୪ା୧(ଅନୁପମ ମିଡ଼ିଆ): ଓଟିଏମ୍‌ରେ ଉଇଭିଂ ବିଭାଗରେ କାର୍ଯ୍ୟ କରୁଥିବା ଚାରବାଟିଆ ଲେବର ଟେନାମେଣ୍ଟର ରବୀନ୍ଦ୍ର କୁମାର ପାଲ(୭୫)ଙ୍କର ମୃତ୍ୟୁ ଘଟିଛି । ସେହିପରି ରଙ୍ଗ ବିଭାଗରେ କାର୍ଯ୍ୟକରୁଥିବା ମୁଗ ତିକିରୀ ଗ୍ରା



ବଦଳି ପାରନ୍ତି ପୋଲିସ କମିଶନର!

Anupambharat News Bureau | ଓଡ଼ିଶା | | 973 | Read...

ବଦଳି ପାରନ୍ତି ପୋଲିସ କମିଶନର!

କଟକ, ୪ା୧ (ଅନୁପମ ମିଡିଆ): ଭୁବନେଶ୍ୱର-କଟକ କମିଶନରେଟ୍‌ର ପୋଲିସ କମିଶନର୍‌ ଡ. ସୁଧାଂଶୁ ଷଡଙ୍ଗୀଙ୍କ ମୁଣ୍ଡ ଉପରେ ଝୁଲିଲାଣି ଡେମୋକ୍ଲିସ୍‌ ଖଣ୍ଡା । ଯେ କୈାଣସି ସମୟରେ ତାଙ୍କର ବଦଳି ହେବାର ସମ୍ଭାବନାକୁ ଅସ୍ୱୀକାର କରାଯ



ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

Anupambharat News Bureau | ଓଡ଼ିଶା | | 972 | Read...

ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ଧରାକୋଟ/ବ୍ରହ୍ମପୁର,୩ା୧(ଅନୁପମ ମିଡ଼ିଆ): ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତର ବଡ଼ଗଡ଼ ଥାନା ଅଧିନସ୍ଥ ଖାରିପଲ୍ଲୀ ଗ୍ରାମ୍ୟ କମିଟି ସଭ୍ୟ ଭରତ ବେହେରା (୬୭)ଙ୍କୁ ଶୁକ୍ରବାର ସକାଳ ୬ଘଣ୍ଟ ସମୟରେ ତେଲିଆ ଠାକୁରାଣୀ ନିକଟସ୍ଥ ରାସ୍ତ



ଭିଜାଇଲା ବର୍ଷା : ୫ରୁ ଲେଉଟିବ ଶୀତ କୋହଲା ପାଗ, ଜୀବନ ଯାତ୍ରା ପ୍ରଭାବିତ

Anupambharat News Bureau | ଓଡ଼ିଶା | | 971 | Read...

ଭିଜାଇଲା ବର୍ଷା : ୫ରୁ ଲେଉଟିବ ଶୀତ କୋହଲା ପାଗ, ଜୀବନ ଯାତ୍ରା ପ୍ରଭାବିତ

ଭୁବନେଶ୍ୱର, ୩ ।୧(ଅନୁପମ ମିଡିଆ): କୋହଲା ପାଗକୁ ଝିପ ଝିପ୍‌ ବର୍ଷା ଆଜି ଦିନ ତମାମ ଲାଗି ରହିଛି । ଏହାକୁ ନେଇ ସମଗ୍ର ରାଜ୍ୟରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଦକ୍ଷିଣ-ପଶ୍ଚିମ ରାଜସ୍ଥାନରୁ ଝାଡ଼ଖଣ୍ଡ ପର୍ଯ୍ୟନ୍ତ ସୃଷ୍ଟି ହ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page