Anupambharat News Bureau : News


ପାଟନାରେ ଭୂକମ୍ପ

Anupambharat News Bureau | ଦେଶ | | 1866 | Read...

ପାଟନାରେ ଭୂକମ୍ପ

ପାଟନା : ବିହାରର ପାଟନା ଅଂଚଳରେ ସୋମବାର ରାତି ୯ଟା ୨୩ରେ ଭୂକମ୍ପ ଅନୁଭୂତ ହୋଇଛି। ନାଳନ୍ଦା, ପାଟନା ଏବଂ ଏହାର ନିକଟବର୍ତ୍ତୀ ଅଂଚଳରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ୩.୫ ରହିଥିଲା। ନାଳନ୍ଦାଠାରୁ ୨୦ କିମି ଉତ୍ତର ପଶ୍ଚ�



ଗୁଜୁରାଟରେ ୨୮ ଯାଏଁ ରାତ୍ରୀ କର୍ଫୁ୍ୟ ବଢ଼ିଲା

Anupambharat News Bureau | ଦେଶ | | 1865 | Read...

ଗୁଜୁରାଟରେ ୨୮ ଯାଏଁ ରାତ୍ରୀ କର୍ଫୁ୍ୟ ବଢ଼ିଲା

ନୂଆଦିଲ୍ଲୀ,୧୫ା୨:କରୋନା ଭୂତାଣୁଜନିତ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଗୁଜୁରାଟରେ ରାତ୍ରୀକାଳିନ କଫୁ୍ୟ ଚଳିତ ମାସ ୨୮ ପର୍ଯ୍ୟନ୍ତ ରାଜ୍ୟ ସରକାର ବଢ଼ାଇ ଦେଇଛନ୍ତି । ରାଜ୍ୟର ଅହମ୍ମଦାବାଦ୍‌, ସୁରାଟ, ବାଦୋଦରା ଏବଂ ରା�



ସଡ଼କ ଦୁର୍ଘଟଣାରେ ୧୫ ମୃତ

Anupambharat News Bureau | ଦେଶ | | 1864 | Read...

ସଡ଼କ ଦୁର୍ଘଟଣାରେ ୧୫ ମୃତ

ମୁମ୍ବାଇ,୧୫ା୨: ମହାରାଷ୍ଟ୍ରରେ ଏକ ସଡ଼କ ଦୁର୍ଘଟଣାରେ ୧୫ ଜଣଙ୍କ ମୃତୁ୍ୟ ଘଟିଛି । ଏହି ଘଟଣା ସମଗ୍ର ରାଜ୍ୟରେ ଶୋକାକୁଳ ବାତାବରଣ ସୃଷ୍ଟି କରିଛି । ଗତ ମଧ୍ୟରାତ୍ରୀରେ ଜଲ୍‌ଗାଁଓ ସହର ଅନ୍ତର୍ଗତ ୟାଭାଲା ତାଲୁକା ଠାରେ ଏକ ଫଳ �



ଛ’ଘଣ୍ଟିିଆ ଓଡ଼ିଶା ବନ୍ଦ ଶାନ୍ତିପୂର୍ଣ୍ଣ, ଜନଜୀବନ ପ୍ରଭାବିତ, କାଁଭାଁ ଗଣ୍ଡଗୋଳ

Anupambharat News Bureau | ଓଡ଼ିଶା | | 1863 | Read...

ଛ’ଘଣ୍ଟିିଆ ଓଡ଼ିଶା ବନ୍ଦ ଶାନ୍ତିପୂର୍ଣ୍ଣ, ଜନଜୀବନ ପ୍ରଭାବିତ, କାଁଭାଁ ଗଣ୍ଡଗୋଳ

ଭୁବନେଶ୍ୱର , ୧୫ା୨(ଅନୁପମ ମିଡ଼ିଆ):­ ପେଟ୍ରୋଲ, ଡିଜେଲ ଓ ଜାଳେଣି ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି, ବେକାରୀ ସମସ୍ୟା, ନାରୀ ନିର୍ଯାତନା, ଶିଶୁ ନିଖୋଜ, ଚାଷୀ ସମସ୍ୟା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ରାଜନୈତିକ ହିଂସାକାଣ୍ଡ ବୃଦ୍ଧ



ରାହୁଲଙ୍କୁ ନିର୍ମଳାଙ୍କ କଡା ଜବାବ୍‌

Anupambharat News Bureau | ଦେଶ | | 1862 | Read...

ରାହୁଲଙ୍କୁ ନିର୍ମଳାଙ୍କ କଡା ଜବାବ୍‌

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ଜବାବ ଦେଇଛନ୍ତି । ଶନିବାର ଦିନ ନିର୍ମଳା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ



ଫ୍ୟାମିଲି ପେନସନ ସୀମା ୧.୨୫ ଲକ୍ଷକୁ ବୃଦ୍ଧି

Anupambharat News Bureau | ଦେଶ | | 1861 | Read...

ଫ୍ୟାମିଲି ପେନସନ ସୀମା ୧.୨୫ ଲକ୍ଷକୁ ବୃଦ୍ଧି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଫ୍ୟାମିଲି ପେନ୍‌ସନ୍‌ ସୀମାକୁ ୧.୨୫ ଲକ୍ଷକୁ ବଢାଇଛନ୍ତି । ଫ୍ୟାମିଲି ପେନ୍‌ସନ କ୍ଷେତ୍ରରେ ସଂସ୍କାର ପଦକ୍ଷେପ ଅନ୍ତର୍ଗତ ଏଭଳି ବ୍ୟବସ୍ଥା କରାଯାଇଛି । ଏହି ସୀମା ପୂର୍ବରୁ ୪୫ ହଜାର ଟଙ୍କ�



ଅନୁଭବ- ଅପରାଜିତାଙ୍କ ମଧ୍ୟରେ ଟ୍ୱିଟ୍‌ ଯୁଦ୍ଧ

Anupambharat News Bureau | ଓଡ଼ିଶା | | 1860 | Read...

ଅନୁଭବ- ଅପରାଜିତାଙ୍କ ମଧ୍ୟରେ ଟ୍ୱିଟ୍‌ ଯୁଦ୍ଧ

ଏକାମ୍ର କ୍ଷେତ୍ରର ଦୁଇଟି ମନ୍ଦିର ପାଇଁ ଏନଏମଏ ପକ୍ଷରୁ ଜାରୀ ଡ୍ରାଫଫ ବାଇ ଲ ପ୍ରତ୍ୟାହାର କରିବାକୁ ଦାବି କରି ବିଜେଡି ସାଂସଦ ମାନଙ୍କର ପ୍ରତିନିଧି ଦଳ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଜୋଶୀଙ୍କୁ ଭେଟିବା ପର�



ପ୍ରତାପ ଜେନାଙ୍କ ବାସଭବନ ଘେରାଉ ଉଦ୍ୟମ: ଛାତ୍ର କଂଗ୍ରେସ ଓ ପୋଲିସ୍‌ ଧସ୍ତାଧସ୍ତି

Anupambharat News Bureau | ଓଡ଼ିଶା | | 1859 | Read...

ପ୍ରତାପ ଜେନାଙ୍କ ବାସଭବନ ଘେରାଉ ଉଦ୍ୟମ:  ଛାତ୍ର କଂଗ୍ରେସ ଓ ପୋଲିସ୍‌ ଧସ୍ତାଧସ୍ତି

ଭୁବନେଶ୍ୱର ,୧୩ା୨(ଅନୁପମ ମିଡ଼ିଆ): ମାହାଙ୍ଗାରେ ରାଜନୈତିକ ହତ୍ୟାକାଣ୍ଡ ଅଭିଯୋଗ ପ୍ରସଙ୍ଗରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଅଭିଯୋଗ କରି ଛାତ୍ର କଂଗ୍ରେସ ପକ୍ଷରୁ ଶନିବାମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ କରାଯା�



‘ଯେକୌଣସି ସମୟରେ ଏବଂ ସ୍ଥାନରେ ଆନ୍ଦୋଳନ ଅଧିକାରନାହିଁ ’

Anupambharat News Bureau | ଦେଶ | | 1858 | Read...

‘ଯେକୌଣସି ସମୟରେ ଏବଂ ସ୍ଥାନରେ ଆନ୍ଦୋଳନ ଅଧିକାରନାହିଁ ’

ନୂଆଦିଲ୍ଲୀ,୧୩ା୨:ଭାରତୀୟ ସମ୍ବିଧାନର ମୌଳିକ ଅଧିକାର ଅନୁଯାୟୀ ଜଣେ ନାଗରିକ ତାହାର ମତ ପ୍ରକାଶ କରିପାରିବ । ଏବଂ ଏହା ସ୍ୱାଧୀନ ଭାବେ ମଧ୍ୟ ନିଜର ମତାମତ ପ୍ରକାଶ କରିପାରିବ । ଏହା ବ୍ୟତୀତ ସମ୍ବିଧାନରେ ଉଲ୍ଲେଖ ମଧ୍ୟ ରହିଛି �



ଓଡ଼ିଶା ମାଟିରେ ଆନ୍ଧ୍ରର ନିର୍ବାଚନ ଶେଷ : ପ୍ରଶାସନର ସମସ୍ତ ଉଦ୍ୟମ ଫସର ଫାଟିଲା

Anupambharat News Bureau | ଓଡ଼ିଶା | | 1857 | Read...

ଓଡ଼ିଶା ମାଟିରେ ଆନ୍ଧ୍ରର ନିର୍ବାଚନ ଶେଷ : ପ୍ରଶାସନର ସମସ୍ତ ଉଦ୍ୟମ ଫସର ଫାଟିଲା

କୋରାପୁଟ,୧୩ା୨(ଅନୁପମ ମିଡ଼ିଆ): ଓଡିଶା ମାଟିରେ ପଡୋଶୀ ଆନ୍ଧ୍ର ଆଜି ପଞ୍ଚାୟତ ନିର୍ବାଚନ କରିଛି । ପଟ୍ଟାଙ୍ଗୀ ବ୍ଲକର ବିବାଦୀୟ କୋଟିଆ ପଞ୍ଚାୟତର ଫାଟୁସିନେରୀରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ନିମନ୍ତେ ଭୋଟ ଗ୍ରହଣ କରାଯାଇଥ�



ପୁଣି ଆସିଲା କାଳିଆ ଟଙ୍କା

Anupambharat News Bureau | ଓଡ଼ିଶା | | 1856 | Read...

ପୁଣି ଆସିଲା କାଳିଆ ଟଙ୍କା

ଭୁବନେଶ୍ୱର ,୧୨ା୨(ଅନୁପମ ମିଡ଼ିଆ): ରାଜ୍ୟର ଚାଷୀଙ୍କୁ ପୁଣି ମିଳିଛି କାଳିଆ ଟଙ୍କା । ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏଁ କାଳିଆ ସହା



ରଥକାଠ ପହଞ୍ଚିଲା

Anupambharat News Bureau | ଓଡ଼ିଶା | | 1854 | Read...

ରଥକାଠ ପହଞ୍ଚିଲା

ପୁରୀ,୧୨ା୨(ଅନୁପମ ମିଡ଼ିଆ): ଆରମ୍ଭ ହେଲା ଚଳିତବର୍ଷ ରଥଯାତ୍ରା ପ୍ରସ୍ତୁତିର ପ୍ରଥମ ପର୍ଯ୍ୟାୟ । ନୟାଗଡ ବନଖଣ୍ଡରୁ ଆଜି ପ୍ରଥମ ପର୍ଯ୍ୟାୟରେ ଦୁଇଟି ରଥକାଠ ବୋଝେଇ ଟ୍ରକ ପୁରୀରେ ଆସି ପହଞ୍ଚିଛି । ଦୁଇଟି ଟ୍ରକରେ ସମୁଦାୟ ୪୯ ଟି




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

46764
Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page