Anupambharat News Bureau : News


ବ୍ରିଟେନ୍‌ରେ ନିର୍ମାଣ ହେବ ଜଗନ୍ନାଥ ମନ୍ଦିର

Anupambharat News Bureau | ବିଦେଶ | | 1348 | Read...

ବ୍ରିଟେନ୍‌ରେ ନିର୍ମାଣ ହେବ ଜଗନ୍ନାଥ ମନ୍ଦିର

ନୂଆଦିଲ୍ଲୀ: ବ୍ରିଟେନ (ସଂଯୁକ୍ତ ରାଷ୍ଟ୍ର)ରେ ଲକ୍ଷାଧିକ ଜଗନ୍ନାଥ ଭକ୍ତ ରହିଛନ୍ତି । ଯେଉଁମାନେ କେବଳ ପ୍ରତିଦିନ ଜଗନ୍ନାଥଙ୍କ ଆରାଧନ କରନ୍ତି, ତାହା ନୁହେଁ , ସନାତନ ଧର୍ମର ପ୍ରଚାର ଓ ପ୍ରସାର ମଧ୍ୟ କରିଥାନ୍ତି । ଏମିତିକି ଜଗ



କରୋନା ସଂକ୍ରମଣର ମୁଖ୍ୟ କାରଣ, ମନୁଷ୍ୟ ଦେହରେ ଭିଟାମିନ୍‌ ଅଭାବ

Anupambharat News Bureau | ଦେଶ | | 1347 | Read...

କରୋନା ସଂକ୍ରମଣର ମୁଖ୍ୟ କାରଣ, ମନୁଷ୍ୟ ଦେହରେ ଭିଟାମିନ୍‌ ଅଭାବ

ନୂଆଦିଲ୍ଲୀ: କିଛି ଦେଶରେ କରୋନା ରୋଗୀ ଏବଂ ମୃତକଙ୍କ ସଂଖ୍ୟା ଅତ୍ୟନ୍ତ କମ୍‌ । କିଛି ଦେଶ ତ ଏପରି ରହିଛି ଯେଉଁଠାରେ ଭିଟାମିନ୍‌-ଡି ଯୋଗୁଁ କରୋନା ସଂକ୍ରମଣ ଦୁର୍ବଳ ହୋଇଯାଇଥିଲା । ଯେଉଁ ଦେଶରେ ଭିଟାମିନ୍‌-ଡି ର ଅଭାବ ଥିଲ



ଗଞ୍ଜାମ ଜିଲ୍ଲାରେ ପୁଣି ୫୪୦ ପଜିଟିଭ୍‌

Anupambharat News Bureau | ଓଡ଼ିଶା | | 1346 | Read...

ଗଞ୍ଜାମ ଜିଲ୍ଲାରେ ପୁଣି ୫୪୦ ପଜିଟିଭ୍‌

ବ୍ରହ୍ମପୁର, ୨୩ା୭ (ଅନୁପମ ମିଡିଆ): ଗଞ୍ଜାମ ଜିଲ୍ଲାରେ ଆଜି ରାଜ୍ୟର ସର୍ବାଧିକ ୫୪୦ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍‌ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍‌ ହସ୍ପିଟାଲରେ ଭର୍ଭି କରାଯାଇଛ



ରାଜସ୍ଥାନ ବାଚସ୍ପତିଙ୍କୁ ଝଟ୍‌କା : ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ମନାକଲେ ସୁପ୍ରିମକୋର୍ଟ

Anupambharat News Bureau | ଦେଶ | | 1345 | Read...

ରାଜସ୍ଥାନ ବାଚସ୍ପତିଙ୍କୁ ଝଟ୍‌କା : ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୩ା୭ : ରାଜସ୍ଥାନରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଗୁରୁବାର ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଦେବାକୁ ମନା କରିଦେଇଛନ୍ତି । ଫଳରେ ବାଚସ୍ପତିଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି



ଦୁଇ ମାଓବାଦୀ ମୃତ

Anupambharat News Bureau | ଓଡ଼ିଶା | | 1344 | Read...

ଦୁଇ ମାଓବାଦୀ ମୃତ

ଫୁଲବାଣୀ, ୨୩ା୭ (ଅନୁପମ ମିଡ଼ିଆ): କନ୍ଧମାଳରେ ଗୁରୁବାର ସନ୍ଧ୍ୟାରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେବା ଫଳରେ ଦୁଇ ଜଣ ମାଓବାଦୀଙ୍କ ମୃତୁ୍ୟ ଘଟିଥିବା ଜଣାପଡିଛି । ଏ ସମ୍ପର୍କରେ ସୂଚନା ଦେଇ ପୁଲିସ ଡିଜ



ଦେଶରେ ସଂକ୍ରମଣ ସ୍ଥିତି ଗମ୍ଭୀର

Anupambharat News Bureau | ଦେଶ | | 1343 | Read...

ଦେଶରେ ସଂକ୍ରମଣ ସ୍ଥିତି ଗମ୍ଭୀର

ନୂଆଦିଲ୍ଲୀ-ସମଗ୍ର ବିଶ୍ୱର ୨୧୩ ରାଷ୍ଟ୍ରରେ କୋଭିଡ-୧୯ କରୋନା ଭୁତାଣୁର ସଂକ୍ରମଣ ଅତ୍ୟନ୍ତ ଭୟଙ୍କର ଭାବରେ ବ୍ୟାପିଯାଇଛି । ମନୁଷ୍ୟ ଜୀବନ ପ୍ରତି ଏହି ଭାଇରସ ଏକ ଅନିଶ୍ଚିତତା ସୃଷ୍ଟି କରିଛି । ବିଶ୍ୱରେ ପ୍ରଭାବିତ ରାଷ୍ଟ୍ର



ଦିନକରେ ସର୍ବାଧିକ ୧୨୬୪ ପଜିଟିଭ

Anupambharat News Bureau | ଓଡ଼ିଶା | | 1342 | Read...

ଦିନକରେ ସର୍ବାଧିକ ୧୨୬୪ ପଜିଟିଭ

ଭୁବନେଶ୍ୱର, ୨୩ା୭ (ଅନୁପମ ମିଡିଆ): ରାଜ୍ୟରେ ଆଜି ଆଉ ୧୦୭୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୨୧୦୯୯ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ



ବାପା, ମା’ ଓ ପୁଅକୁ ହତ୍ୟା

Anupambharat News Bureau | ଓଡ଼ିଶା | | 1341 | Read...

ବାପା, ମା’ ଓ ପୁଅକୁ ହତ୍ୟା

ସୋନପୁର, ୨୩ ।୭(ଅନୁପମ ମିଡ଼ିଆ): ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଥାନା ଅଧୀନରେ ଥିବା ସିଲାଟି ଗ୍ରାମରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗାଁର ଗୁଲୁ ଭୋଇ (୬୫), ସ୍ତ୍ରୀ ବୈଦେହୀ ଭୋଇ (୫୫) ଏବଂ ପ



ଦେଶରେ ବନ୍ୟା ବିଭୀଷିକା

Anupambharat News Bureau | ଦେଶ | | 1340 | Read...

ଦେଶରେ ବନ୍ୟା ବିଭୀଷିକା

ନୂଆଦିଲ୍ଲୀ: ଦେଶରେ ଗୋଟିଏ ପଟେ କରୋନା ମହାମାରୀ କାୟା ବିସ୍ତାର କରିଥିବା ବେଳେ ଅନ୍ୟ ପଟେ ବନ୍ୟା ବିଭୀଷିକା ସାଧାରଣ ଲୋକଙ୍କ ସମସ୍ୟା ବଢ଼ାଇଛି । ଆସାମ, ବିହାର ସମେତ ଦେଶର ଏକ ଡର୍ଜନରୁ ଅଧିକ ରାଜ୍ୟ ବନ୍ୟାଘେରରେ ରହିଛି । ଚୀନର



ନକଲି ଏନକାଉଣ୍ଟର୍‌ : ୧୧ ପୋଲିସଙ୍କୁ ଆଜୀବନ କାରାଦଣ୍ଡ

Anupambharat News Bureau | ଦେଶ | | 1339 | Read...

ନକଲି ଏନକାଉଣ୍ଟର୍‌ : ୧୧ ପୋଲିସଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ରାଜସ୍ଥାନ ଭରତପୁର ଜିଲ୍ଲା ରାଜା ମାନ ସିଂହଙ୍କ ନକଲି ଏନକାଉଣ୍ଟର ମାମଲାର ଆଜି ଶୁଣାଣି ହୋଇଛି । ମଧୁରା ଜିଲ୍ଲା ନ୍ୟାୟାଳୟ ମାମଲାର ଶୁଣାଣି କରିଛନ୍ତି । ଅଦାଲତ ସମସ୍ତ ୧୧ ପୋଲିସକର୍ମୀଙ୍କୁ ଆଜୀବନ କାରାଦଣ୍ଡ ଶ



ଆମେରିକା ମୋର କିଛି କରିପାରିବ ନାହିଁ: ଚୀନ୍‌

Anupambharat News Bureau | ବିଦେଶ | | 1338 | Read...

ଆମେରିକା ମୋର କିଛି କରିପାରିବ ନାହିଁ: ଚୀନ୍‌

ୱାଶିଂଟନ: ଆମେରିକା ଏକ ଅପ୍ରତ୍ୟାଶିତ ପଦକ୍ଷେପ ନେଇ ଚୀନକୁ ହ୍ୟୁଷ୍ଟନ ସ୍ଥିତ ନିଜର ବାଣିଜ୍ୟିକ ଦୂତାବାସକୁ ୭୨ ଘଣ୍ଟା ଭିତରେ ବନ୍ଦ କରିବାକୁ ଆଦେଶ ଦେଇଛି । ଆମେରିକାର ଏହି ଆଦେଶ ପରେ ଚୀନୀ ଦୂତାବାସର କର୍ମଚାରୀ ଗୋପନୀୟ ଦସ୍



ସୁନା ମୂଲ୍ୟରେ ରେକର୍ଡ ବୃଦ୍ଧି

Anupambharat News Bureau | ଦେଶ | | 1337 | Read...

ସୁନା ମୂଲ୍ୟରେ ରେକର୍ଡ ବୃଦ୍ଧି

ନୂଆଦିଲ୍ଲୀ:ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ଧାତବ ପଦାର୍ଥ ସୁନା ମୂଲ୍ୟରେ ରେ କର୍ଡ ବୃଦ୍ଧି ହୋଇଛି । ପ୍ରଥମଥର ପାଇଁ ସୁନା ୫୦ ହଜାର ହୋଇଛି । ପ୍ରାରମ୍ଭିକ ବାଣିଜ୍ୟ ନିବେଶକଙ୍କ ଚାହିଦା ରହିବାସହ ଗୁରୁତ୍ୱପୂର୍ଣ୍ଣ ମେଟାଲ୍‌ରେ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page