Anupambharat News Bureau : News


୧୬ରେ ଅବପାତର ରୂପ ନେବ

Anupambharat News Bureau | ଦେଶ | | 1177 | Read...

୧୬ରେ ଅବପାତର ରୂପ ନେବ

ଭୁବନେଶ୍ୱର ,୧୪ା୫(ଅନୁପମ ମିଡ଼ିଆ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପବଳୟ ବର୍ତ୍ତମାନ ଘନୀଭୂତ ହୋଇ େୱଲ ମାର୍କଡ୍‌ ଲୋ ପ୍ରେସରର ରୂପ ନେଇଛି । ଏ



ଶ୍ରମିକଙ୍କ ଉପରେ ମାଡ଼ିଗଲା ବସ୍‌ , ଛ’ମୃତ

Anupambharat News Bureau | ଦେଶ | | 1176 | Read...

ଶ୍ରମିକଙ୍କ ଉପରେ ମାଡ଼ିଗଲା ବସ୍‌ , ଛ’ମୃତ

ମୁଜାଫରନଗର,୧୪ା୫: କରୋନା ରୋଗର ବ୍ୟାପକତା ଯୋଗୁଁ ସମଗ୍ର ଦେଶରେ ଲକ୍‌ଡ଼ାଉନ୍‌ ସ୍ଥିତି ଜାରି ରହିଛି । ଏଭଳି ଅବସ୍ଥାରେ ସମସ୍ତ କର୍ମକ୍ଷେତ୍ର ବନ୍ଦ ହୋଇପଡିବା ଯୋଗୁଁ ପ୍ରତ୍ୟେକ ଅଞ୍ଚଳରେ ଫସି ରହିଥିବା ଶ୍ରମିକ ଓ କର୍ମଚାର



ପ୍ରବାସୀଙ୍କ ପାଇଁ ୧୧୦୦୨ କୋଟିର ପାଣ୍ଠି

Anupambharat News Bureau | ଦେଶ | | 1175 | Read...

ପ୍ରବାସୀଙ୍କ ପାଇଁ ୧୧୦୦୨ କୋଟିର ପାଣ୍ଠି

ନୂଆଦିଲ୍ଲୀ,୧୪ା୫: କରୋନା ସଂକ୍ରମଣ ରୋକିବାକୁ ଦେଶରେ ଲକ୍‌ଡାଉନ ଜାରି ରହିଛି । ତେବେ ଲକ୍‌ଡାଉନ ଯୋଗୁ ଆର୍ଥିକ ସ୍ଥିତି ଏକ ପ୍ରକାର ଦୋହଲିଯାଇଛି । ତେବେ ଦେଶର ଆର୍ଥିକ ମେରୁଦଣ୍ଡକୁ ସଜାଡ଼ିବା ଲାଗି କେନ୍ଦ୍ର ସରକାର ୨୦ ଲକ୍



ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛ’ ଶହ ଟପିଲା

Anupambharat News Bureau | ଓଡ଼ିଶା | | 1174 | Read...

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛ’ ଶହ ଟପିଲା

ଭୁବନେଶ୍ୱର, ୧୪ା୫(ଅନୁପମମିଡ଼ିଆ): ରାଜ୍ୟରେ ଦିନକୁ ଦିନ କରୋନା ବେକାବୁ ହେବାରେ ଲାଗିଛି । ଆଜି ଆଉ ୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୬୨୪ରେ ପହଞ୍ଚିଛି । ରା



କୋଭିଡ୍‌ କେୟାରରେ ବଢିବ ଶଯ୍ୟା

Anupambharat News Bureau | ଓଡ଼ିଶା | | 1173 | Read...

କୋଭିଡ୍‌ କେୟାରରେ ବଢିବ ଶଯ୍ୟା

ଭୁବନେଶ୍ୱର, ୧୨ା୫(ଅନୁପମମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର କୋଭିଡ୍‌ ନିୟନ୍ତ୍ରଣ ଓ ଅର୍ଥନୈତିକ ପୁନରୁଦ୍ଧାର କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଓ ବରି



୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା

Anupambharat News Bureau | ଦେଶ | | 1172 | Read...

୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ,୧୨ା୫: ସମଗ୍ର ଦେଶରେ କରୋନା ରୋଗର ବ୍ୟାପକତା ଯୋଗୁଁ ତୃତୀୟ ପର୍ଯ୍ୟାୟ ଲକ୍‌ଡ଼ାଉନ୍‌ କଡ଼ାକଡ଼ି ଭାବେ ପାଳନ କରାଯାଉଛି । କେତେକ ଅଣପ୍ରଭାବିତ ରାଜ୍ୟ ଓ ଜିଲ୍ଲାମାନଙ୍କୁ ଛାଡି ଦେଲେ ପ୍ରଭାବିତ ରାଜ୍ୟମାନଙ୍କରେ ଜୀ



ହାଇକୋର୍ଟରେ ରଥଯାତ୍ରା ପ୍ରସଙ୍ଗ, ଜୁନ୍‌ ୨୨ ସୁଦ୍ଧା ରଥ କାମ ସାରିବାକୁ ନିର୍ଦ୍ଦେଶ

Anupambharat News Bureau | ଓଡ଼ିଶା | | 1171 | Read...

  ହାଇକୋର୍ଟରେ ରଥଯାତ୍ରା ପ୍ରସଙ୍ଗ,  ଜୁନ୍‌ ୨୨ ସୁଦ୍ଧା ରଥ କାମ ସାରିବାକୁ ନିର୍ଦ୍ଦେଶ

କଟକ, ୧୨ା୫ (ଅନୁପମ ମିଡ଼ିଆ): କରୋନା ମହାମାରୀ ପାଇଁ ଦେଶରେ ଲକଡାଉନ ଥିବା ବେଳେ ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଜୁନ୍‌ ୨୨ ତାରିଖ ସୁଦ୍ଧା ଶେଷ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର



ରାଜ୍ୟରେ ସୁସ୍ଥ ସଂଖ୍ୟା ଶହେ ଟପିଲା, ୨୫ ନୂଆ କରୋନା ପଜିଟିଭ, ଆକ୍ରାନ୍ତ ସଂଖ୍ୟା ୪୩୯

Anupambharat News Bureau | ଓଡ଼ିଶା | | 1170 | Read...

ରାଜ୍ୟରେ ସୁସ୍ଥ ସଂଖ୍ୟା ଶହେ ଟପିଲା, ୨୫ ନୂଆ କରୋନା ପଜିଟିଭ, ଆକ୍ରାନ୍ତ ସଂଖ୍ୟା ୪୩୯

ଭୁବନେଶ୍ୱର,୧୨ା୫(ଅନୁପମମିଡ଼ିଆ):ରାଜ୍ୟ ପାଇଁ ଖୁସି ଖବର । ମଙ୍ଗଳବାର ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ୩୧ ଜଣ କରୋନା ପଜିଟିଭ୍‌ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ସୁସ୍ଥ ହୋଇଥିବା ସମସ୍ତ ବ୍ୟକ୍ତି ଯା



ଦିନକୁ ଦିନ ସାଂଘାତିକ ରୂପ ନେଉଛି

Anupambharat News Bureau | ଦେଶ | | 1169 | Read...

ଦିନକୁ ଦିନ ସାଂଘାତିକ ରୂପ ନେଉଛି

ନୂଆଦିଲ୍ଲୀ,୯ା୫: ସାଂଘାତିକ ରୂପ ଧାରଣ କରିଛି କରୋନା ଭାଇରସ ଜନିତ ମହାମାରୀ । ସମଗ୍ର ବିଶ୍ୱରେ ଏହି କରୋନା ମହାମାରୀର ଭୟାବହତା ଅତ୍ୟନ୍ତ ଭୟଙ୍କର ଭାବେ ମୃତୁ୍ୟ ସଂଖ୍ୟାକୁ ବୃଦ୍ଧି କରିବାରେ ଲାଗିଛି । ସମଗ୍ର ଭାରତବର୍ଷରେ ଆଜ



ମାଟ୍ରିକ ଖାତା ଦେଖା ୨୦ରୁ ­

Anupambharat News Bureau | ଓଡ଼ିଶା | | 1168 | Read...

ମାଟ୍ରିକ ଖାତା ଦେଖା ୨୦ରୁ ­

ଭୁବନେଶ୍ୱର, ୯ା୫(ଅନୁପମ ମିଡ଼ିଆ): ରାଜ୍ୟରେ ମାଟ୍ରିକ ପରୀକ୍ଷାର ଖାତା ଦେଖା ଆଗାମୀ ୨୦ ମଇରୁ ଆରମ୍ଭ ହେବ । ଆଗାମୀ ୧୯ ମଇରେ ଖାତା ଦେଖିବାକୁ ଶିକ୍ଷକ ମାନେ ଖାତା ଦେଖା କେନ୍ଦ୍ରରେ ପହଞ୍ଚିବେ । ଏକ ଉଚ୍ଚ ସ୍ତରୀୟ ବୈଠକ ପରେ ରାଜ୍ୟ



ରାଜ୍ୟବାସୀ ଭୟଭୀତ ହୁଅ;ୁ ନାହିଁ : ବାଗଚୀ

Anupambharat News Bureau | ଓଡ଼ିଶା | | 1167 | Read...

ରାଜ୍ୟବାସୀ ଭୟଭୀତ ହୁଅ;ୁ ନାହିଁ : ବାଗଚୀ

ଭୁବନେଶ୍ୱର, ୯ା୫(ଅନୁପମମିଡ଼ିଆ): ରାଜ୍ୟରେ କୋଭିଡ୍‌-୧୯ ପଜିଟିଭ୍‌ ସଂଖ୍ୟା ଗତ ଏକ ମାସରୁ ଊର୍ଦ୍ଧ୍ୱ ସମୟ ମଧ୍ୟରେ ବିଶେଷ ବୃଦ୍ଧି ପାଇନଥିବା ବେଳେ ଗତ ଅଳ୍ପ କେତେଦିନ ମଧ୍ୟରେ ଏହା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି । କି;ୁ



ଆଉ ପାଞ୍ଚ ସୁସ୍ଥ ହେଲେ

Anupambharat News Bureau | ଓଡ଼ିଶା | | 1166 | Read...

ଆଉ ପାଞ୍ଚ ସୁସ୍ଥ ହେଲେ

ଭୁବନେଶ୍ୱର, ୯ା୫(ଅନୁପମମିଡ଼ିଆ): ରାଜ୍ୟରେ ଆଉ ପାଞ୍ଚ ଜଣ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି । ସେମାନଙ୍କ କରୋନା ଯାଞ୍ଚ ରିପୋର୍ଟ ନେଗେଟିଭ୍‌ ଆସିଛି । ସେମାନଙ୍କ ମଧ୍ୟରୁ ଚାରିଜଣ ବାଲେଶ୍ୱରର ହୋଇଥିବା ବେଳେ ଜଣେ ଯାଜପୁରର । ଏଥି




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page