ଦେଶ : Category News


୩ ଦିନରେ ୩ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା

Anupambharat News Bureau | ଦେଶ | | 2807 | Read...

୩ ଦିନରେ ୩ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା

ଭୋପାଲ: ମଧ୍ୟପ୍ରଦେଶରେ ସିରିଏଲ କିଲର ଆତଙ୍କ। ମଧ୍ୟପ୍ରଦେଶର ସାଗାରରେ ଗତ ୭୨ ଘଣ୍ଟା ମଧ୍ୟରେ ୩ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଗୋଟିଏ ଷ୍ଟାଇଲରେ ୩ ଜଣଙ୍କୁ ହତ୍ୟା କରାଯାଇଥିବାରୁ ସହରରେ ଆତ


ଟ୍ୱିଟର ବି ଦେବ ଏଡିଟ୍ ସୁବିଧା

Anupambharat News Bureau | ଦେଶ | | 2806 | Read...

ଟ୍ୱିଟର ବି ଦେବ ଏଡିଟ୍ ସୁବିଧା

ନୂଆଦିଲ୍ଲୀ: ଫେସ୍‌ବୁକ୍‌ ଓ ଇନ୍‌ଷ୍ଟଗ୍ରାମ ଭଳି ଟ୍ୱିଟର କିନ୍ତୁ ଏଡିଟ୍ ସୁବିଧା ନାହିଁ। ଥରେ ଯାହା ଟ୍ୱିଟ୍ କଲେ ତାହା ଆଉ ଏଡିଟ୍ କରିହୁଏନା। ପ୍ରଥମ ଟ୍ୱିଟ୍‌ରେ ଭୁଲ୍ ଥିଲେ ଏହାକୁ ଡିଲିଟ୍ କରି ପୁଣିଥରେ ନୂଆ ଟ୍ୱିଟ୍ କରି


୭୫ ବର୍ଷରେ ଦେଶରେ ଅପରାଧ ବଢ଼ିଛି ୧୦ ଗୁଣ

Anupambharat News Bureau | ଦେଶ | | 2800 | Read...

୭୫ ବର୍ଷରେ ଦେଶରେ ଅପରାଧ ବଢ଼ିଛି ୧୦ ଗୁଣ

ନୂଆଦିଲ୍ଲୀ: ଦେଶରେ ଅପରାଧୀକ ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ଦେଶ ସ୍ୱାଧୀନ ହେବାର ବର୍ଷକ ପରେ ଅର୍ଥାତ ୧୯୪୮ ମସିହାରେ ଦେଶର ବିଭିନ୍ନ ଥାନାରେ ପ୍ରାୟ ୬ ଲକ୍ଷ ମାମଲା ରୁଜୁ ହୋଇଥିଲା । କି;ୁ ସ୍ୱାଧୀନତାର ୭୫ ବର୍ଷ ପରେ ଅ


ଗ୍ରାହକଙ୍କ ପାଇଁ ଷ୍ଟେଟବ୍ୟାଙ୍କ ଆଣିଲା ନୂଆ ସୁବିଧା

Anupambharat News Bureau | ଦେଶ | | 2799 | Read...

ଗ୍ରାହକଙ୍କ ପାଇଁ ଷ୍ଟେଟବ୍ୟାଙ୍କ ଆଣିଲା ନୂଆ ସୁବିଧା

ନୂଆଦିଲ୍ଲୀ :ଷ୍ଟେଟବ୍ୟାଙ୍କ ଗ୍ରାହକ ଏବେ ଛୋଟ ମୋଟ ବ୍ୟାଙ୍କ କାମ ପାଇଁ ବ୍ୟାଙ୍କ ଯାଇ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବନି । ବ୍ୟାଙ୍କ ଏବେ ଗ୍ରାହକଙ୍କ ପାଇଁ ହ୍ୱାଟସଆପ୍‌ ବ୍ୟାଙ୍କିଙ୍ଗ୍‌ ସୁବିଧା ଆରମ୍ଭ କରିଛି । ଏହା ଦ୍ୱାରା ମ


ଗୌତମ ଅଦାନୀ ହେଲେ ବିଶ୍ୱର ତୃତୀୟ ଧନି ବ୍ୟକ୍ତି

Anupambharat News Bureau | ଦେଶ | | 2798 | Read...

ଗୌତମ ଅଦାନୀ ହେଲେ ବିଶ୍ୱର ତୃତୀୟ ଧନି ବ୍ୟକ୍ତି

ନୂଆଦିଲ୍ଲୀ:ଅଦାନୀ ଗ୍ରୁପର ମୁଖ୍ୟ ଗୈତମ ଅଦାନୀ ଭାରତ ସହ ଏସିଆର ମଧ୍ୟ ସବୁଠୁ ବଡ ଧନି । ଆଜକୁ କିଛି ମାସ ତଳେ ତାଙ୍କ ନାଁ ସେତେ ପରିଚିତ ନଥିଲେ । ଏବେ କି;ୁ ତାଙ୍କର ମୋଟ୍‌ ସମ୍ପତ୍ତି ଏକ ନୂଆ ରେକର୍ଡ ହାସଲ କରିଛି । ବ୍ଲୁମବର୍ଗ


ବିଜେପିକୁ ପୁଣି ନିଜର "ୟୁଜ ଆଣ୍ଡ ଥ୍ରୋ' ବୟାନରେ ବାଣ ମାରିଲେ ଗଡକରୀ

Anupambharat News Bureau | ଦେଶ | | 2797 | Read...

ବିଜେପିକୁ ପୁଣି ନିଜର

ନୂଆଦିଲ୍‌ê: କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ନୀତୀନ ଗଡ଼କରୀ ପୁଣି ଚର୍ଚ୍ଚାରେ। ନିଜର ତୁଣ୍ଡ ପାଇଁ କିଛି ମାସ ହେଲା ଚର୍ଚ୍ଚାରେ ରହୁଥିବା ଗଡ଼କରୀ ଏବେ ପୁଣି ଗୋଟିଏ ବଡ଼ ବୟାନ ଦେଇଛନ୍ତି। ଗଡ଼କରୀଙ୍କ ବୟାନ କ୍ଷମତା


ଜାତୀୟ ଦଳଗୁଡ଼ିକୁ ମିଳିଛି ୧୫ ହଜାର କୋଟିରୁ ଊର୍ଦ୍ଧ୍ୱ

Anupambharat News Bureau | ଦେଶ | | 2795 | Read...

ଜାତୀୟ ଦଳଗୁଡ଼ିକୁ ମିଳିଛି ୧୫ ହଜାର କୋଟିରୁ ଊର୍ଦ୍ଧ୍ୱ

ନୂଆଦିଲ୍ଲୀ,୨୬ା୮: ଭାରତରେ ସକ୍ରିୟ ଥିବା ଜାତୀୟ ରାଜନୈତିକ ଦଳମାନେ ବହୁ ଅଜଣାସୂତ୍ରରୁ କୋଟି କୋଟି ଟଙ୍କା ଆଦାୟ କରୁଥିବାର ଏକ ବାସ୍ତବ ଚିତ୍ର ପ୍ରକାଶ ପାଇଛି । ଗତ ୧୫ ବର୍ଷ ମଧ୍ୟରେ ଏଭଳି ରାଜନୈତିକ ଦଳମାନେ ୧୫,୦୭୮ କୋଟି ଟଙ


ଦିଲ୍ଲୀ ସରକାର ଭାଙ୍ଗିବାକୁ ୮୦୦ କୋଟିର ଡିଲ୍‌ , ୨୫ ଆପ୍‌ ବିଧାୟକଙ୍କ ପତ୍ତା ମିଳୁନି

Anupambharat News Bureau | ଦେଶ | | 2791 | Read...

ଦିଲ୍ଲୀ ସରକାର ଭାଙ୍ଗିବାକୁ  ୮୦୦ କୋଟିର ଡିଲ୍‌ ,  ୨୫ ଆପ୍‌ ବିଧାୟକଙ୍କ ପତ୍ତା ମିଳୁନି

ନୂଆଦିଲ୍ଲୀ,୨୫ା୮: ରାଷ୍ଟ୍ରୀୟ ରାଜଧାନୀ ନଗରୀ ନୂଆଦିଲ୍ଲୀ ତଥା ଦିଲ୍ଲୀର ରାଜନୀତି ଦିନକୁ ଦିନ ଚାଞ୍ଚଲ୍ୟକର ହେବାରେ ଲାଗିଛି । କେଉଁ ମୁହୂର୍ତ୍ତରେ ମଧ୍ୟ ସୁଯୋଗ ଖୋଜି ଦିଲ୍ଲୀରେ କ୍ଷମତାସୀନ ଥିବା ଆପ୍‌ ସରକାରକୁ ଦୋହଲାଇବ


ସୁକେଶଙ୍କ ସହ କୌଣସି ସମ୍ପର୍କ ନାହିଁ: ଜ୍ୟାକଲିନ୍‌

Anupambharat News Bureau | ଦେଶ | | 2789 | Read...

ସୁକେଶଙ୍କ ସହ କୌଣସି ସମ୍ପର୍କ ନାହିଁ: ଜ୍ୟାକଲିନ୍‌

ମୁମ୍ବାଇ: ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହି ଆସିଛନ୍ତି । ଅଭିନେତ୍ରୀଙ୍କ ଅଧିକାରୀମାନେ ତାଙ୍କ ଡିପୋସିଟ୍‌ ବା ଜମା କରିଥିବା ଟଙ୍କାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ପ୍


ଆଇଡିବିଆଇ ବ୍ୟାଙ୍କର ୫୧% ଅଂଶଧନ ହେବ ବିକ୍ରି

Anupambharat News Bureau | ଦେଶ | | 2788 | Read...

 ଆଇଡିବିଆଇ ବ୍ୟାଙ୍କର ୫୧% ଅଂଶଧନ ହେବ ବିକ୍ରି

ନୂଆଦିଲ୍ଲୀ: ଦରଦାମ୍‌ ସ୍ଥିତି ଉପରେ ନିୟନ୍ତ୍ରଣ ହାସଲ କରିବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା କେନ୍ଦ୍ର ସରକାର ପାଣ୍ଠି ସଂଗ୍ରହ ଲାଗି ସରକାରୀ ସମ୍ପତ୍ତି ବିକ୍ରିକୁ ତ୍ୱରାନ୍ୱିତ କରିବା ଉପରେ ଜୋର ଦେଉଛନ୍ତି । ଏହି


ଅକେଫାବର ୧୨ ସୁଦ୍ଧା ୫-ଜି ସେବା:ମନ୍ତ୍ରୀ

Anupambharat News Bureau | ଦେଶ | | 2787 | Read...

ଅକେଫାବର ୧୨ ସୁଦ୍ଧା ୫-ଜି ସେବା:ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଶରେ ୫ଜି ସେବାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଦୂରସଞ୍ଚାର କମ୍ପାନି ଗୁଡିକ ଏହି ଦିଗରେ କାମ କରୁଛନ୍ତି


ସମସ୍ତ ଜାତୀୟ ରାଜପଥରୁ ହଟିବ ଟୋଲ୍‌ ପ୍ଲାଜା

Anupambharat News Bureau | ଦେଶ | | 2786 | Read...

ସମସ୍ତ ଜାତୀୟ ରାଜପଥରୁ ହଟିବ ଟୋଲ୍‌ ପ୍ଲାଜା

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ସରକାର ଭାରତର ସମସ୍ତ ଜାତୀୟ ରାଜମାର୍ଗରୁ ଟୋଲ ପ୍ଲାଜା ହଟାଇବାକୁ ଯୋଜନା କରିଛନ୍ତି । ଟୋଲ୍‌ ପ୍ଲାଜା ବଦଳରେ ଅଟୋମେଟିକ ନମ୍ବର ପ୍ଲେଟ୍‌ ରିଡର(ଏନପିଆର) କ୍ୟାମେରା ଲଗାଯିବ । ଏହି କ୍ୟାମେରା ଗା




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page