Anupambharat News Bureau | ଦେଶ | | 1217 | Read...
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨୬ ତାରିଖ, ମଙ୍ଗବାର ଦିନ ସାମ୍ବାଦିକଙ୍କ ସହ କଥାବାର୍ତ୍ତା କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ‘ଆମେ କରୋନା
Anupambharat News Bureau | ଦେଶ | | 1216 | Read...
ତେଲେଙ୍ଗାନା: ହତ୍ୟାକାଣ୍ଡ ବି ଏପରି । ଯାହା ଗୋଟିଏ ନୁହେଁ ଏକାଥରକେ ୯ଜଣଙ୍କ ହତ୍ୟା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏପରି ଏକ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ତେଲେଙ୍ଗାନାର ୱାରଙ୍ଗଲରୁ ପୋଲିସକୁ ଗତ ସପ୍ତା
Anupambharat News Bureau | ଦେଶ | | 1210 | Read...
ନୂଆଦିଲ୍ଲୀ: ଦୁନିଆର ଦୁଇ ମହାଶକ୍ତି ଆମେରିକା ଓ ଚୀନ ମଧ୍ୟରେ ତିକ୍ତତା କ୍ରମାଗତ ବଢିବାରେ ଲାଗିଛି । ଏହି କ୍ରମରେ ଆମେରିକା ଚୀନ ଉପରେ ପ୍ରହାର କରି ୩୩ ଚାଇନିଜ୍ କମ୍ପାନୀ ଓ ସଂସ୍ଥାକୁ କଳାତାଲିକାଭୁକ୍ତ କରିଛି । କୁହାଯାଉ
Anupambharat News Bureau | ଦେଶ | | 1209 | Read...
ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣରେ ୧୦ ଶୀର୍ଷ ଦେଶଙ୍କ ସୂଚୀରେ ସ୍ଥାନ ପାଇଛିଛ ଭାରତ । ଏହି ସୂଚୀର ପ୍ରଥମ ସ୍ଥାନରେ ୧୬ଲକ୍ଷ ୪୩ହଜାର ୨୪୬ ସଂକ୍ରମିତଙ୍କ ସହ ଆମେରିକା ଥିବା ବେଳେ ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ରହିଛି ।
Anupambharat News Bureau | ଦେଶ | | 1208 | Read...
ନୂଆଦିଲ୍ଲୀ,୨୫ା୫:ସମଗ୍ର ଭାରତବର୍ଷରେ ସାଂଘାତିକ ରୂପ ଧାରଣ କରିଛି କରୋନା ଭୂତାଣୁର ଭୟଙ୍କର ସଂକ୍ରମଣ ଏହି କରୋନାକୁ ମୁକାବିଲା କରିବା ପାଇଁ ଦେଶରେ ଯଦିଓ ଚତୁର୍ଥ ପର୍ଯ୍ୟାୟର ଲକ୍ଡ଼ାଉନ୍ ନୀତି ଅବଲମ୍ବନ କରାଯାଇଛି । ତେ
Anupambharat News Bureau | ଦେଶ | | 1205 | Read...
ନୂଆଦିଲ୍ଲୀ: କରୋନାରୁ ମୁକ୍ତି ପାଇଁ ଦେଶରେ ବର୍ତ୍ତମାନ ଚତୁର୍ଥ ପର୍ଯ୍ୟାୟ ଲକ୍ଡ଼ାଉନ୍ ଆସନ୍ତା ୩୧ ପର୍ଯ୍ୟନ୍ତ ରହିଛି । ତେବେ ଆର୍ଥିକ ସ୍ଥିତିକୁ ଦେଖି ବିମାନ ଓ ରେଳ ଚଳାଚଳକୁ ଅନୁମତି ମିଳିଛି । ଏହିକ୍ରମରେ ଦେଶରେ ଆସନ
Anupambharat News Bureau | ଦେଶ | | 1200 | Read...
ନୂଆଦିଲ୍ଲୀ,୨୩ା୫: ମାତ୍ର କିଛି ଦିନ ଧରି ସ୍ୱାଭାବିକ ସ୍ଥିତିରେ ରହିବା ପରେ ପଞ୍ଜାବରେ ପୁଣି କରୋନା ବା କୋଭିଡ଼-୧୯ ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଯଦିଓ ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ଓ ମୃତକଙ
Anupambharat News Bureau | ଦେଶ | | 1195 | Read...
ନୂଆଦିଲ୍ଲୀ: ନିକଟରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫନର ପ୍ରବଳ ତାଣ୍ଡବ ଯୋଗୁଁ ପଶ୍ଚିମବଙ୍ଗରେ ଅତିକମ୍ରେ ୭୨ ଜଣ ଲୋକ ପ୍ରାଣ ହରାଇଥିବା ସୂଚନାରୁ ଜଣାପଡିଛି । କେବଳ କଲିକତା ନଗରୀରେ ୧୫ ଜଣ ଲୋକ ଏହି ବାତ୍ୟାରେ ପ୍ରାଣ ହରାଇ
Anupambharat News Bureau | ଦେଶ | | 1184 | Read...
ନୂଆଦିଲ୍ଲୀ:,୨୭ା୫: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗୁଥିବାରୁ ଲକ୍ଡାଉନ ଅବଧିକୁ ଆସନ୍ତା ୩୧ ଯାଏଁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ତେବେ ନୂଆ ଲକ୍ଡାଉନରେ ବହୁ କ୍ଷେତ୍ରରେ କୋହଳ କରାଯାଇଛି । ସୋମବାର ଠ
Anupambharat News Bureau | ଦେଶ | | 1180 | Read...
ନୂଆଦିଲ୍ଲୀ:ଉତ୍ତର ପ୍ରଦେଶର ଔରେୟା ଜିଲ୍ଲାରେ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଶ୍ରମିକଙ୍କୁ ନେଇ ଏକ ଟ୍ରକ୍ ରାଜସ୍ଥାନରୁ ଉତ୍ତରପ୍ରଦେଶ ଫେରୁଥିବା ବେଳେ ଏହା ଅନ୍ୟ ଏକ ଭ୍ୟାନ୍ ସହିତ ମୁହାମୁହିଁ ର୍ଦୁଘଟଣା ଘଟିବା ଯୋଗୁଁ ଅତି କ
Anupambharat News Bureau | ଦେଶ | | 1178 | Read...
ନୂଆଦିଲ୍ଲୀ,୧୪ା୫: ଭାରତବର୍ଷରେ କରୋନା ଭାଇରସ ମୁକାବିଲାର ଭୟାବହତା କ୍ରମେ ବ୍ୟାପିବାରେ ଲାଗିଛି । ମୃତକଙ୍କ ସଂଖ୍ୟା ଉ‹ାନ ପତନ ମଧ୍ୟରେ ଗତି କରିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ମୃତକଙ୍କ ସଂଖ୍ୟା ୧୩୪କୁ ବୃ
Anupambharat News Bureau | ଦେଶ | | 1177 | Read...
ଭୁବନେଶ୍ୱର ,୧୪ା୫(ଅନୁପମ ମିଡ଼ିଆ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପବଳୟ ବର୍ତ୍ତମାନ ଘନୀଭୂତ ହୋଇ େୱଲ ମାର୍କଡ୍ ଲୋ ପ୍ରେସରର ରୂପ ନେଇଛି । ଏ