ଦେଶ : Category News


କରୋନା: ପୁଣି ଦୁଇ ମାସ ମାଗଣା ରାସନ ଦେବେ ମୋଦି ସରକାର

Anupambharat News Bureau | ଦେଶ | | 2089 | Read...

କରୋନା: ପୁଣି ଦୁଇ ମାସ ମାଗଣା ରାସନ ଦେବେ ମୋଦି ସରକାର

ନୂଆଦିଲ୍ଲୀ: କରୋନା ମହାମାରୀ ସଙ୍କଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଆଗାମୀ ଦୁଇ ମାସ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାଗଣାରେ ୫ କିଲୋ ରାସନ ଦେବାକୁ ଘୋଷଣା କରିଛନ୍ତି । ଗରିବଙ୍


କରୋନାର ଦ୍ୱିତୀୟ ଲହର ହେତୁ ୱାକ ଆଟ୍‌ ହୋମ୍‌ ପୁନର୍ବାର ଆରମ୍ଭ

Anupambharat News Bureau | ଦେଶ | | 2085 | Read...

କରୋନାର ଦ୍ୱିତୀୟ ଲହର ହେତୁ ୱାକ ଆଟ୍‌ ହୋମ୍‌ ପୁନର୍ବାର ଆରମ୍ଭ

ନୂଆଦିଲ୍ଲୀ: ଦେଶରେ କରୋନା ଦ୍ୱିତୀୟ ତରଙ୍ଗ, ଅନେକ ରାଜ୍ୟରେ ଲକଡାଉନ୍‌ ଏବଂ କର୍ଫ୍ୟୁ ହେତୁ ଦେଶର କମ୍ପାନୀଗୁଡିକ ବଡ ସହରରେ ଅଫିସ୍‌ ବନ୍ଦ କରିଦେଇଛନ୍ତି ଏବଂ ସେମାନଙ୍କ କର୍ମଚାରୀମାନେ ପୁଣି ଥରେ ଘରୁ ସମ୍ପୂର୍ଣ୍ଣ କାର୍


କର୍ତ୍ତବ୍ୟ ଆଗରେ ହାର୍‌ ମାନିଛି କରୋନା

Anupambharat News Bureau | ଦେଶ | | 2084 | Read...

କର୍ତ୍ତବ୍ୟ ଆଗରେ ହାର୍‌ ମାନିଛି କରୋନା

ନୂଆଦିଲ୍ଲୀ: ଗର୍ଭବତୀ ଥିଲେ ମଧ୍ୟ କରୋନା ସମୟରେ ଦେଶ ତଥା ସମାଜ ପ୍ରତି ଥିବା ନିଜର କର୍ତ୍ତବ୍ୟକୁ ଭୁଲି ନାହାନ୍ତି ମହିଳା ଡିଏସ୍‌ପି ଶିଳ୍ପା ସାହୁ । କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି କଟକଣାକୁ ମାନିବା ପାଇଁ ସେ ଅନ୍ୟ


ରାହୁଲ ଗାନ୍ଧୀ କରୋନା ପଜିଟିଭ

Anupambharat News Bureau | ଦେଶ | | 2083 | Read...

ରାହୁଲ ଗାନ୍ଧୀ କରୋନା ପଜିଟିଭ

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତ ହେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏ ନେଇ ସେ ନିଜ ଟୁଇଟ କରି ସୂଚନା ଦେଇଛନ୍ତି । ଟୁଇଟରେ ଲେଖାଯାଇଛି ଯେ, ସାମାନ୍ୟ ଲକ୍ଷଣ ଅନୁଭବ କରିବା ପରେ ମୁଁ ପରୀକ୍ଷା କରାଇଲି । ଏବେ କରୋନା ପଜିଟିଭ୍‌


ପରଲୋକରେ ବଲିଉଡର ଅଭିନେତା କିଶୋର

Anupambharat News Bureau | ଦେଶ | | 2082 | Read...

ପରଲୋକରେ ବଲିଉଡର ଅଭିନେତା କିଶୋର

ମୁମ୍ବାଇ: ବଲିଉଡର ଭେଟେରାନ୍‌ ଅଭିନେତା କିଶୋର ନନ୍ଦଲାସ୍କରଙ୍କର ୮୧ ବର୍ଷ ବୟସରେ ପରଲୋକ ହୋଇଯାଇଛି । କରୋନାରେ ଆକ୍ରାନ୍ତ ହୋଇଥିବା କିଶୋରଙ୍କର ମଙ୍ଗଳବାର ୧୨.୩୦ ମିନିଟରେ ଦେହାନ୍ତ ହୋଇଛି । କରୋନା ସଂକ୍ରମିତ ଚିହ୍ନଟ ହ


ଶେଷ ବିକଳ୍ପ ଲକ୍‌ଡ଼ାଉନ୍‌: ମୋଦି

Anupambharat News Bureau | ଦେଶ | | 2079 | Read...

ଶେଷ ବିକଳ୍ପ ଲକ୍‌ଡ଼ାଉନ୍‌: ମୋଦି

ଜରୁରୀ ନଥିଲେ ବାହାରେ ନବୁଲିବାକୁ ପରାମର୍ଶ ଝାଡ଼ଖଣ୍ଡ ଓ ଛତିଶଗଡରେ ଲକ୍‌ଡ଼ାଉନ୍‌ ନୂଆଦିଲ୍ଲୀ,୨୦ା୪: ଭାରତରେ କରୋନାର ଦ୍ୱିତୀୟ ଲହର ଧିରେ ଧିରେ ସାଂଘାତିକ ହେବାରେ ଲାଗିଛି । ଦ୍ୱିତୀୟ ପର୍ଯ୍ୟାୟ ମହାମାରୀ ପ୍ରଥମ ପର


ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ବାତିଲ

Anupambharat News Bureau | ଦେଶ | | 2075 | Read...

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ବାତିଲ

ନୂଆଦିଲ୍ଲୀ: ଏପ୍ରିଲ ୨୫ ତାରିଖରେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ଭାରତ ଗସ୍ତରେ ଆସିବାର ଥିଲା ।ଭାରତରେ କରୋନା ସଂକ୍ରମଣ ବେକାବୁ ହୋଇପଡିଛି । ଗତ ୨୪ ଘଣ୍ଟା ମଧ୍ୟ ଦେଶରେ ଅଢେଇ ଲକ୍ଷରୁ ଉର୍ଦ୍ଧ୍ୱ ସଂକ୍ରମିତ ଚ


ଶବଦାହରେ ବି ଦୁର୍ନୀତି: ଥିଲା ୩ ହଜାର ଏବେ ନେଉଛନ୍ତି ୩୦ ହଜାର

Anupambharat News Bureau | ଦେଶ | | 2074 | Read...

ଶବଦାହରେ ବି ଦୁର୍ନୀତି: ଥିଲା ୩ ହଜାର ଏବେ ନେଉଛନ୍ତି ୩୦ ହଜାର

ବାରାଣସୀ: ଦେଶରେ ମହାମାରୀ କରୋନା ଯୋଗୁଁ ଶତାଧିକ ଲୋକ ପ୍ରାଣ ହରାଉଛନ୍ତି । ନିଜ ପ୍ରିୟଜନକୁ ସବୁଦିନ ପାଇଁ ହରାଇ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ଲୋକଙ୍କୁ ଲୁଟ୍‌ କରିବା ପାଇଁ ବି ଭୁଲୁ ନାହାନ୍ତି କିଛି ହୃଦୟହୀନ ମଣିଷ । ପୂର


କରୋନାରେ କଂଗ୍ରେସ ପ୍ରାର୍ଥୀ ମୃତ

Anupambharat News Bureau | ଦେଶ | | 2062 | Read...

କରୋନାରେ କଂଗ୍ରେସ ପ୍ରାର୍ଥୀ ମୃତ

ଚେନ୍ନାଇ: ତାମିଲନାଡୁ ଶ୍ରୀ ବିଲ୍ଲୀପୁତ୍ତୁର ବିଧାନସଭା ନିର୍ବାଚନ ମଣ୍ଡଳିରୁ ପ୍ରତିଦ୍ୱନ୍ଦୀତା କରୁଥିବା କଂଗ୍ରେସ ପ୍ରାର୍ଥୀ ପି.ଏସ୍‌.ଡବ୍ଲୁ. ମାଧବ ରାଓଙ୍କ ପରଲୋକ ହୋଇଛି । ସେ କୋଭିଡ-୧୯ରେ ଆକ୍ରାନ୍ତ ହୋଇଥିଲେ । ମାର୍


କରୋନା ସ୍ଥିତି ଅସମ୍ଭାଳ: ଅନ୍ତିମ ସଂସ୍କାର ପାଇଁ ହେଉଛି ଲାଞ୍ଚ କାରବାର

Anupambharat News Bureau | ଦେଶ | | 2061 | Read...

କରୋନା ସ୍ଥିତି ଅସମ୍ଭାଳ:  ଅନ୍ତିମ ସଂସ୍କାର ପାଇଁ ହେଉଛି ଲାଞ୍ଚ କାରବାର

ସୁରଟ: କରୋନା ଭୂତାଣୁ ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଛି । ସୁରଟରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ମୃତକଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଉଥିବା ବେଳେ ଶବ ସତ୍କାର ପାଇଁ ଜାଗା କମ୍‌ ପଡ଼ୁଥିବା ଅଭିଯୋଗ ହେଉଛି । ଏପରିକି ଶ୍ମଶାନର


କୋଭିଡ୍‌ ନିୟମ ଉଲ୍ଲଂଘନ କରି ଜରିମାନା ଭରିଲେ ପ୍ରଧାନମନ୍ତ୍ରୀ

Anupambharat News Bureau | ଦେଶ | | 2057 | Read...

କୋଭିଡ୍‌ ନିୟମ ଉଲ୍ଲଂଘନ କରି ଜରିମାନା ଭରିଲେ ପ୍ରଧାନମନ୍ତ୍ରୀ

ନରୱେ: ନରୱେ ପ୍ରଧାନମନ୍ତ୍ରୀ ଏର୍ନା ସୋଲବର୍ଗଙ୍କୁ ଶୁକ୍ରବାର ଦିନ କୋଭିଡ୍‌ ନିୟମ ଉଲ୍ଲଂଘନ କରି ଜନ୍ମଦିନର ରାତ୍ରି ଭୋଜନ ଆୟୋଜନ କରିଥିବା ଅଭିଯୋଗରେ ତାଙ୍କୁ ଜୋରିମାନା ଲାଗୁ କରାଯାଇଛି ବୋଲି ବୋଲି ପୋଲିସ କହିଛି।ପ


’ମହାଭାରତ’ ଆକ୍ଟର ସତୀଶ କୌଲଙ୍କ ପରଲୋକ

Anupambharat News Bureau | ଦେଶ | | 2056 | Read...

’ମହାଭାରତ’ ଆକ୍ଟର ସତୀଶ କୌଲଙ୍କ ପରଲୋକ

ନୂଆଦିଲ୍ଲୀ: ଆରପାରିରେ ଭେଟେରାନ୍ ଅଭିନେତା ସତୀଶ କୌଲ। ସେ ପ୍ରାୟ ୩୦୦ ପଞ୍ଜାବୀ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଲୋକପ୍ରିୟ ଟିଭି ଶୋ ମହାଭାରତରେ ପ୍ରଭୁ ଇନ୍ଦ୍ରଙ୍କ ଭୂମିକାରେ ଅଭିନୟ କରି ସେ ପ୍ରସିଦ୍ଧିତ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page