ଦେଶ : Category News


ପାଞ୍ଚ ବର୍ଷରେ ୫୦ ହଜାରରୁ ଅଧିକ ଲୋକ ଜୀବନ୍ତ ଦU

Anupambharat News Bureau | ଦେଶ | | 2927 | Read...

ପାଞ୍ଚ ବର୍ଷରେ ୫୦ ହଜାରରୁ ଅଧିକ ଲୋକ ଜୀବନ୍ତ ଦU

ନୂଆଦିଲ୍ଲୀ: ବିହାରର ଔରଙ୍ଗାବାଦ ଜିଲ୍ଲାରେ ଛଠ ପୂଜାର ପ୍ରସାଦ ପ୍ରସ୍ତୁତ ସମୟରେ ଏଲପିଜି ସିଲିଣ୍ଡର ବିସ୍ପୋରଣରେ ପ୍ରାୟ ୩୫ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାରେ ସାଧାରଣ ଲୋକଙ୍କ ସହ ପୋଲିସ ସାମିଲ ଅଛନ୍ତି । ଆହତଙ୍କ ମଧ୍ୟରୁ


ଦୁର୍ବଳ ହେଉଛି ଡଲାର

Anupambharat News Bureau | ଦେଶ | | 2925 | Read...

ଦୁର୍ବଳ ହେଉଛି ଡଲାର

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ମୁଦ୍ରା ବିନିମୟ ବଜାରରେ ଗତ କିଛିମାସ ହେଲା ବୃଦ୍ଧି ପାଇ ଆସୁଥିବା ଡଲାର ମୂଲ୍ୟ ଏବେ କିଛିଦିନ ହେଲା କମୁଛି । ବିଶ୍ୱର ଅନ୍ୟ ପ୍ରମୁଖ ମୁଦ୍ରା ତୁଳନାରେ ଡଲାର ମୂଲ୍ୟ ଗତ ୩ ସପ୍ତାହ ମଧ୍ୟରେ ସର୍ବନି


ଚିନି ରପ୍ତାନୀ ଉପରେ ଲାଗିଲା ଆଉ ବର୍ଷେ କଟକଣା

Anupambharat News Bureau | ଦେଶ | | 2924 | Read...

  ଚିନି ରପ୍ତାନୀ ଉପରେ ଲାଗିଲା ଆଉ ବର୍ଷେ କଟକଣା

ନୂଆଦିଲ୍ଲୀ:ମୂଲ୍ୟ ବୃଦ୍ଧି ନିୟନ୍ତ୍ରଣ ଲାଗି କେନ୍ଦ୍ର ସରକାର ନିୟମିତ ପଦକ୍ଷେପ ନେଉଛନ୍ତି । ଏହିକ୍ରମରେ ସରକାରଙ୍କ ଦ୍ୱାରା ଚିନି ରପ୍ତାନୀ ଉପରେ ଥିବା ରୋକକୁ ଆଉ ବର୍ଷକ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ୩୧ ଅକେଫାବର ୨୦୨


ଭୋପାଳରେ ବିଷାକ୍ତ ଗ୍ୟାସ୍‌ ନିର୍ଗତ,୧୫ ଅସୁସ୍ଥ

Anupambharat News Bureau | ଦେଶ | | 2921 | Read...

ଭୋପାଳରେ ବିଷାକ୍ତ ଗ୍ୟାସ୍‌ ନିର୍ଗତ,୧୫ ଅସୁସ୍ଥ

ଭୋପାଲ: ମଧ୍ୟପ୍ରଦେଶର ରାଜଧାନୀ ନଗରୀ ଭୋପାଳରେ ଦୀର୍ଘ ୨୮ ବର୍ଷ ପରେ ପୁଣି ବିଷାକ୍ତ ଗ୍ୟାସ୍‌ ନିର୍ଗତ ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ଭୟଭୀତ କରିଛି । ଭୋପାଳରେ ପ୍ରତିଷ୍ଠିତ ଏକ ୱାଟରଫିଲ୍‌ଟର ପ୍ଲାଣ୍ଟରୁ କ୍ଲୋରିନ ଗ୍ୟାସ ନ


କଂଗ୍ରେସରେ ‘ଖାଡଗେ ଯୁଗ’

Anupambharat News Bureau | ଦେଶ | | 2916 | Read...

 କଂଗ୍ରେସରେ  ‘ଖାଡଗେ ଯୁଗ’

ନୂଆଦିଲ୍ଲୀ,୨୩୬ା୧୦: ଅଖିଳ ଭାରତୀୟ କଂଗ୍ରେସ କମିଟିର ନୂତନ ମୁଖ୍ୟ ଭାବେ ମଲ୍ଲିକାର୍ଜୁନ ଖାଡଗେ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ସେ କଂଗ୍ରେସ ଦଳର ସଭାପତି ଭାବେ ଶପଥ ଗ୍ରହଣ କରିଛନ୍ତି । ଦଳର ଅନ୍ତରୀଣ ଅଧ୍ୟକ୍ଷା ଥିବା ସୋନି


ବିଶ୍ୱର ସବୁଠାରୁ ଅପରିଷ୍କାର ବ୍ୟକ୍ତିଙ୍କ ପରଲୋକ

Anupambharat News Bureau | ଦେଶ | | 2915 | Read...

 ବିଶ୍ୱର ସବୁଠାରୁ ଅପରିଷ୍କାର ବ୍ୟକ୍ତିଙ୍କ ପରଲୋକ

ତେହେରାନ : ସୁସ୍ଥ ଓ ନିରୋଗ ରହିବା ପାଇଁ ମଣିଷ ଶୌଚ ହୁଏ । ପରିଷ୍କାର ଓ ପରିଛନ୍ନ ରୁହେ । ରୋଗ, ବ୍ୟାଧି ଏବଂ ଜୀବାଣୁ ମୁକ୍ତ ଶରୀର ପାଇଁ ଶୌଚ ଲାଗି ବିଜ୍ଞାନ ମଧ୍ୟ ପରାମର୍ଶ ଦିଏ । ସଭ୍ୟ ସମାଜ ଏହି ନିୟମକୁ ମାନି ଆସୁଥିବା ବେଳେ ଜଣ


ସାରା ଦେଶରେ ୫-ଜି ସେବାକୁ ଲାଗିବ ଅଧିକ ସମୟ

Anupambharat News Bureau | ଦେଶ | | 2914 | Read...

ସାରା ଦେଶରେ ୫-ଜି ସେବାକୁ ଲାଗିବ ଅଧିକ ସମୟ

ନୂଆଦିଲ୍ଲୀ : ଭାରତରେ ଅକେଫାବର ପ୍ରଥମ ସପ୍ତାହରେ ୫ଜି ଟେଲିକମ୍‌ ସେବା ଆରମ୍ଭ ହୋଇଛି । ଏହା ପରେ ଉପଭୋକ୍ତା ଏହି ହାଇସ୍ପିଡ୍‌ ଟେଲିକମ୍‌ ସେବା ପାଇବାକୁ ଚାହିଁ ବସିଛନ୍ତି । କି;ୁ କହୁଛନ୍ତି ଯେ ୫ଜି ସେବା ପାଇବାକୁ ଉପଭୋକ୍ତ


ଆଜି ଏଆଇସିସି ସଭାପତି ଦାୟିତ୍ୱ ନେବେ ଖଡଗେ

Anupambharat News Bureau | ଦେଶ | | 2911 | Read...

ଆଜି ଏଆଇସିସି ସଭାପତି ଦାୟିତ୍ୱ ନେବେ ଖଡଗେ

ନୂଆଦିଲ୍ଲୀ,୨୫ା୧୦ : ଦେଶର ବହୁ ପୁରତନ ରାଜନୈତିକ ଦଳ ଭାରତୀୟ ଜାତୀୟ କଂଗ୍ରେସ ତଥା କଂଗ୍ରେସ ଦଳର ନୂତନ ସଭାପତି ଭାବେ ମଲ୍ଲିକାର୍ଜୁନ ଖଡ୍‌ଗେ ନିର୍ବାଚିତ ହେବା ପରେ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱଗ୍ରହଣ କରିବେ । ଅଖିଳ ଭାରତ


ବ୍ୟାପୁଛି ଆଉ ଏକ ନୂଆ ଭାରିଆଣ୍ଟ

Anupambharat News Bureau | ଦେଶ | | 2900 | Read...

ବ୍ୟାପୁଛି ଆଉ ଏକ ନୂଆ ଭାରିଆଣ୍ଟ

ନୂଆଦିଲ୍ଲୀ,୨୦ା୧୦:ଗତ କିଛିଦିନ ଧରି ଭାରତରେ କୋଭିଡ଼-୧୯ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ପୁଣି ଏହା ପ୍ରଥମେ ଦେଶର ବୃହତ୍ତମ ନଗରୀ ମୁମ୍ବାଇରେ ସଂକ୍ରମଣ ହେବା ପରେ ବିଭିନ୍ନ ନଗରୀକୁ ବ୍ୟାପିବା ଆରମ୍ଭ କରିଛି । ଭାରତରେ


କାଶ୍ମୀର ଉପତ୍ୟାକରେ ସ୍ଥିତି ସାଂଘାତିକ : ପୁଣି ଦୁଇ ଶ୍ରମିକଙ୍କୁ ହତ୍ୟା

Anupambharat News Bureau | ଦେଶ | | 2898 | Read...

କାଶ୍ମୀର ଉପତ୍ୟାକରେ ସ୍ଥିତି ସାଂଘାତିକ : ପୁଣି ଦୁଇ ଶ୍ରମିକଙ୍କୁ ହତ୍ୟା

ଶ୍ରୀନଗର,୧୮ା୧୦:ଭାରତରେ ଦୀର୍ଘ ବର୍ଷ ଧରି ଆତଙ୍କବାଦୀଙ୍କ ହିଂସା ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହୋଇପାରିଲା ନାହିଁ । ଗୋଟିଏ ପରେ ଗୋଟିଏ ସରକାର କେବଳ ଭାଷଣବାଜିରେ ଆତଙ୍କବାଦୀର ମୂଳପୋଛ କରିଦେବେ ବୋଲି କହିବା ବ୍ୟତୀତ ଏହାକୁ କ


କପଫର ଦୁର୍ଘଟଣାରେ ସାତ ମୃତ

Anupambharat News Bureau | ଦେଶ | | 2897 | Read...

କପଫର ଦୁର୍ଘଟଣାରେ ସାତ ମୃତ

ହରିଦ୍ୱାର,୧୮ା୧୦: ଉତ୍ତରାଖଣ୍ଡରେ ମଙ୍ଗଳବାର ଏକ ହେଲିକପଫର ଦୁର୍ଘଟଣାରେ ଜଣେ ପାଇଲଟଙ୍କ ସମେତ ୭ ଜଣ ମୃତୁ୍ୟବରଣ କରିଥିବା ଘଟଣା ସମଗ୍ର ରାଜ୍ୟରେ ଶୋକାକୁଳ ବାତାବରଣ ସୃଷ୍ଟି କରିଛି । ମଙ୍ଗଳବାର ପୂର୍ବାହ୍ନ ୧୧.୪୦ ମିନିଟ ସ


ଜୟଲଳିତାଙ୍କ ମୃତୁ୍ୟ ପଛରେ ଶଶିକଳାଙ୍କ ହାତ!

Anupambharat News Bureau | ଦେଶ | | 2895 | Read...

ଜୟଲଳିତାଙ୍କ ମୃତୁ୍ୟ ପଛରେ  ଶଶିକଳାଙ୍କ ହାତ!

ଚେନ୍ନାଇ,୧୮ା୧୦:ଦକ୍ଷିଣ ଭାରତର ଜଣେ ଆକର୍ଷଣୀୟ ଅସାଧାରଣ ରାଜନୈତିକ ନେତ୍ରୀ ଭାବେ ଲୋକପ୍ରିୟତା ହାସଲ କରିଥିବା ସ୍ୱର୍ଗତା ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ମୃତ୍ୟୁ ପଛରେ ତାଙ୍କ ଘନିଷ୍ଠ ସହଯୋଗୀ ଭି




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page