ଦେଶ : Category News


ବିକ୍ରି ହେବ ଏୟାର ଇଣ୍ଡିଆ ଓ ବିପିସିଏଲ

Anupambharat News Bureau | ଦେଶ | | 895 | Read...

 ବିକ୍ରି ହେବ ଏୟାର ଇଣ୍ଡିଆ ଓ ବିପିସିଏଲ

ନୂଆଦିଲ୍ଲୀ, ୧୭ା୧୧: ନୂଆ ଆର୍ଥିକ ବର୍ଷ ଶେଷ ସୁଦ୍ଧା ବିକ୍ରି ହୋଇଯିବ ଏୟାର ଇଣ୍ଡିଆ ଏବଂ ଭାରତ ପେଟ୍ରୋଲିୟମ୍‌ ଭଳି ସଂସ୍ଥା । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜାତୀୟ ଗଣମାଧ୍ୟମ ସଂସ୍ଥା ଟାଇମ୍ସ ଅଫ୍‌ ଇଣ୍ଡିଆକ


ଆଇୟୁସି ଚାର୍ଜ ଉଠାଇବା ଓ ହ୍ରାସ କରିବା ଟ୍ରାଇ ନିଷ୍ପତ୍ତିକୁ ଜିଓର ଆପତ୍ତି

Anupambharat News Bureau | ଦେଶ | | 892 | Read...

ଆଇୟୁସି ଚାର୍ଜ ଉଠାଇବା ଓ ହ୍ରାସ କରିବା ଟ୍ରାଇ ନିଷ୍ପତ୍ତିକୁ ଜିଓର ଆପତ୍ତି

ନୂଆଦିଲ୍ଲୀ: ଆଇୟୁସି ଚାର୍ଜ ଉଠାଇବା ଓ ହ୍ରାସ କରିବା ଟ୍ରାଇର ନିଷ୍ପତ୍ତିକୁ ଜିଓ ଆପତ୍ତି ଉଠାଇଛି । ଟେଲିକମ୍‌ ନିୟନ୍ତ୍ରଣ କର୍ତ୍ତୁପକ୍ଷ ଅଫ୍‌ ଇଣ୍ଡିଆ ଚେୟାର୍‌ ମ୍ୟାନ୍‌ ଆର୍‌ଏସ୍‌ ଶର୍ମା କହିବାନୁସାରେ ଆୟୁସି ଚ


ଦିଲ୍ଲୀ ବାୟୁମଣ୍ଡଳରେ ସୁଧାର

Anupambharat News Bureau | ଦେଶ | | 891 | Read...

ଦିଲ୍ଲୀ ବାୟୁମଣ୍ଡଳରେ ସୁଧାର

ନୂଆଦିଲ୍ଲୀ: ଆସନ୍ତାକାଲି ଦିଲ୍ଲୀର ପ୍ରଦୂଷଣ ଓ ବାୟୁମଣ୍ଡଳ ବାବଦରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ । ଏହା ପୂର୍ବରୁ ଆଜି ଦିଲ୍ଲୀର ପ୍ରଦୂଷଣକୁ ନେଇ ଟୁଇଟ୍‌ କରିଛନ୍ତି କେଜ୍ରିୱାଲ । ସେ କହିଛନ୍


ମହାରାଷ୍ଟ୍ରରେ କିଏ ଗଢ଼ିବ ସରକାର ?

Anupambharat News Bureau | ଦେଶ | | 890 | Read...

ମହାରାଷ୍ଟ୍ରରେ କିଏ ଗଢ଼ିବ ସରକାର ?

ମୁମ୍ବାଇ: ମହାରାଷ୍ଟ୍ରରରେ ଚାଲିଥିବା କ୍ଷମତା ଯୁଦ୍ଧରେ ପୁଣିଥରେ ନୂଆ ଟୁଇଟ୍‌ ଆସିଛି । ମହାରାଷ୍ଟ୍ରରରେ କଂଗ୍ରେସ-ଏନ୍‌ସିପିି-ଶିବସେନା ସରକାର ଗଠନ କରିବାକୁ ଯାଉଥିବା ଚର୍ଚ୍ଚା ଜୋର ଧରିଛି । ଏଥିପାଇଁ ଆସନ୍ତାକାଲି ଏନ


କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ୍‌

Anupambharat News Bureau | ଦେଶ | | 887 | Read...

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ୍‌

ନୂଆଦିଲ୍ଲୀ,୧୪ା୧୧: ସୁପ୍ରିମକୋର୍ଟ ଗୁରୁବାର ରାଫେଲ ସମ୍ପର୍କିତ ଏକ ମାମଲାର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ କ୍ଲିନଚିଟ ଦେବା ସହ ଏହି ପ୍ରସଙ୍ଗର ଆଉ କୌଣସି ଯାଞ୍ଚର ଆବଶ୍ୟକତା ନ ଥିବା କହିଛନ୍ତି । ଫଳରେ ବହୁ ଦିନ ଲାଗି ରହ


ଦୁଇ ଟ୍ରେନ୍‌ ମୁହାଁମୁହିଁ ୧୩ ଆହତ

Anupambharat News Bureau | ଦେଶ | | 884 | Read...

ଦୁଇ ଟ୍ରେନ୍‌ ମୁହାଁମୁହିଁ    ୧୩ ଆହତ

ହାଇଦ୍ରାବାଦ,୧୧ା୧୧: ସୋମବାର ପୂର୍ବାହ୍ନରେ କାଚେଗୁଡ଼ା-ମାଲାକପେଟ୍‌ ରେଳବାଇ ଷ୍ଟେସନରେ ଦୁଇଟି ଟ୍ରେନ୍‌ ମଧ୍ୟରେ ମୁହାଁମୁହିଁ ଧMା ହେବାରୁ ୧୩ ଜଣ ଆହତ ହୋଇଛନ୍ତି । ଚିକିତ୍ସା ନିମନ୍ତେ ଆହତମାନଙ୍କୁ ନିକଟରେ ଥିବା ଡାକ୍ତ


ସୁଇସ୍‌ ବ୍ୟାଙ୍କରେ ୩୦୦ କୋଟିର ଦାବିଦାର ନାହାନ୍ତି ଖୁବ୍‌ ଶୀଘ୍ର ଅଚଳ ହେବ ଖାତା

Anupambharat News Bureau | ଦେଶ | | 883 | Read...

ସୁଇସ୍‌ ବ୍ୟାଙ୍କରେ ୩୦୦ କୋଟିର ଦାବିଦାର ନାହାନ୍ତି ଖୁବ୍‌ ଶୀଘ୍ର ଅଚଳ ହେବ ଖାତା

ନୂଆଦିଲ୍ଲୀ : ସ୍ୱିସ୍‌ ବ୍ୟାଙ୍କରେ ଭାରତୀୟଙ୍କ ନାମରେ ଥିବା ଡଜନେରୁ ଅଧିକ ଖାତାର କେହି ଦାବିଦାର ମିଳୁନାହାନ୍ତି । ଖାତାଗୁଡ଼ିକରେ ପଡ଼ିରହିଥିବା ପାଣ୍ଠିର ପ୍ରକୃତ ଦାବିବାର ଖୋଜିବା ଲାଗି ୨୦୧୫ରେ ସ୍ୱିଜରଲ୍ୟାଣ୍ଡ୍‌ ସର


ଅଯୋଧ୍ୟା ରାୟ: ଶାନ୍ତିର ସହ ଗ୍ରହଣ କଲା ସାରା ଭାରତ

Anupambharat News Bureau | ଦେଶ | | 881 | Read...

ଅଯୋଧ୍ୟା ରାୟ: ଶାନ୍ତିର ସହ ଗ୍ରହଣ କଲା ସାରା ଭାରତ

ନୂଆଦିଲ୍ଲୀ: ଶନିବାର ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାୟ ଆସିବା ପରେ ଦୀର୍ଘ ଦିନର ବିବାଦରେ ଅନ୍ତ ଘଟିଛି । ଏହା ଅଯୋଧ୍ୟା ସହରବାସୀଙ୍କୁ ଆଶ୍ୱସ୍ତ କରିବା ସହ ସମଗ୍ର ଭାରତ ବର୍ଷ ପାଇଁ ଗ୍ରହଣୀୟ ହୋଇପାରିଛି । ଲୋକଙ୍କ ଧାର୍ମିକ ଭା


ଫି’ ବୃଦ୍ଧିକୁ ନେଇ ଜେଏନୟୁ ଛାତ୍ରଛାତ୍ରୀଙ୍କ ପ୍ରତିବାଦ

Anupambharat News Bureau | ଦେଶ | | 880 | Read...

ଫି’ ବୃଦ୍ଧିକୁ ନେଇ ଜେଏନୟୁ ଛାତ୍ରଛାତ୍ରୀଙ୍କ ପ୍ରତିବାଦ

ନୂଆଦିଲ୍ଲୀ: ହଷ୍ଟେଲ ଫି’ ବୃଦ୍ଧିକୁ ନେଇ ଦିଲ୍ଲୀ ସ୍ଥିତ ଜବାହରଲାଲ୍‌ ନେହରୁ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ବାହାରେ ଶତାଧିକ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଫି’ ବୃଦ୍ଧି ପ୍ରସଙ୍ଗରେ ଛାତ୍ରଛାତ୍ରୀ ଆଲ


ସ୍ୱାମୀଙ୍କୁ ପିଟିଲେ ସ୍ତ୍ରୀ ଓ ଶାଳୀ

Anupambharat News Bureau | ଦେଶ | | 869 | Read...

ସ୍ୱାମୀଙ୍କୁ ପିଟିଲେ ସ୍ତ୍ରୀ ଓ ଶାଳୀ

ଭୋପାଲ୍‌: ରବିବାର ଅପରାହ୍ନରେ ମଧ୍ୟପ୍ରଦେଶ ଇନ୍ଦୋରର ଏକ ସିନେମା ହଲ ସାମ୍ନାରେ ତୁମୁଳକାଣ୍ଡ ଘଟିଥିଲା । ଜଣେ ବ୍ୟକ୍ତି ଯୁବତୀଙ୍କ ସହ ସିନେମା ଦେଖିବାକୁ ଆସିଥିଲେ । ଫିଲ୍ମ ହଲରୁ ବାହାରିବା ପରେ ସେହି ବ୍ୟକ୍ତିଙ୍କର ସ୍ତ୍


ମହାରାଷ୍ଟ୍ରରେ ଦୁଇ ଭାଗ ହେବ: ଶିବସେନା

Anupambharat News Bureau | ଦେଶ | | 867 | Read...

ମହାରାଷ୍ଟ୍ରରେ ଦୁଇ ଭାଗ ହେବ: ଶିବସେନା

ମୁମ୍‌ୱାଇ: ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଦୁଇ ସହଯୋଗୀ ବିଜେପି-ଶିବସେନା ମଧ୍ୟରେ ଛକାପrା ଜାରି ରହିଛି । ଏହାରି ଭିତରେ ମହାରାଷ୍ଟ୍ର ସ୍ୱାଧୀନ ବିଧାୟକ ରବି ରଣା କହିଛନ୍ତି, ଶିବସେନାର ୨୫ ବିଧାୟକ ବିଜେପି ଲିଙ୍କରେ । ଯା


ଅଫିସରେ ମହିଳା ତହସିଲଦାରଙ୍କୁ ଜୀଅନ୍ତା ଜାଳିଦେଲା

Anupambharat News Bureau | ଦେଶ | | 860 | Read...

ଅଫିସରେ ମହିଳା ତହସିଲଦାରଙ୍କୁ ଜୀଅନ୍ତା ଜାଳିଦେଲା

ବିଶାଖାପଟନମ, ୪ା୧୧: ଅଫିସରେ କାର୍ଯ୍ୟ କରୁଥିବା ବେଳେ ମହିଳା ତହସିଲଦାରୁ ଜଣେ ଦୁର୍ବୃତ୍ତ ଜୀଅନ୍ତା ଜାଳି ହତ୍ୟା କରିଛି । ହାଇଦ୍ରାବାଦ ଉପକଣ୍ଠରେ ଥିବା ରଙ୍ଗାରେzୀ ଜିଲ୍ଲା ଅବଦୁଲ୍ଲାପୁରମେଟ୍‌ ତହସିଲଦାର ଅଫିସରେ ଏହି ଘ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page