ଦେଶ : Category News


ଦେଶରେ ୨୪ ଘଣ୍ଟାରେ ୫୦୭ ମୃତ

Anupambharat News Bureau | ଦେଶ | | 1263 | Read...

ଦେଶରେ ୨୪ ଘଣ୍ଟାରେ ୫୦୭ ମୃତ

ନୂଆଦିଲ୍ଲୀ,୧ା୭: ଦେଶରେ କରୋନା ମହାମାରୀ ଗତ ୨୪ ଘଣ୍ଟାରେ ସର୍ବାଧିକ ୫୦୭ ଜଣଙ୍କ ମୁଣ୍ଡ ନେଇଛି । ଏହି କରୋନା ଭୂତାଣୁର ସଂକ୍ରମଣରେ ଦିନକରେ ସର୍ବାଧିକ ୧୮,୬୫୩ ସଂଖ୍ୟକ ଲୋକ ଆକ୍ରାନ୍ତ ହୋଇ ବିଭିନ୍ନ କୋଭିଡ଼ ହସ୍‌ପିଟାଲ୍‌ରେ


ଅଗଷ୍ଟ ଶେଷ ପର୍ଯ୍ୟନ୍ତ ଦେଶର ସମସ୍ତ ସ୍କୁଲ-କଲେଜ ବନ୍ଦ

Anupambharat News Bureau | ଦେଶ | | 1256 | Read...

ଅଗଷ୍ଟ ଶେଷ ପର୍ଯ୍ୟନ୍ତ ଦେଶର ସମସ୍ତ ସ୍କୁଲ-କଲେଜ ବନ୍ଦ

ନୂଆଦିଲ୍ଲୀ: କରୋନା ସଙ୍କଟ କାରଣରୁ ଦେଶର ଶିକ୍ଷା ବ୍ୟବସ୍ଥା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି । କେନ୍ଦ୍ର ସରକାରଙ୍କ ଯେବେ ନିଷ୍ପତ୍ତି ନେବେ ତା’ପରେ ସ୍କୁଲ-କଲେଜ୍‌ ଖୋଲିବ । ସେତେବେଳ ପର୍ଯ୍ୟନ୍ତ ଦେଶର ସମସ୍ତ ଶିକ୍


ମାସ୍କ ପିନ୍ଧିଲେ କ’ଣ କରୋନା ହେବନି ?

Anupambharat News Bureau | ଦେଶ | | 1255 | Read...

ମାସ୍କ ପିନ୍ଧିଲେ କ’ଣ କରୋନା ହେବନି ?

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ନୂଆ ମାର୍ଗଦର୍ଶନ ଜାରିକରିଛନ୍ତି । ଏଥିରେ ସାର୍ବଜନିକ ସ୍ଥାନକୁ ଯାତାୟାତ ହେଉଥିବା ଲୋକଙ୍କୁ ୩ ପରସ୍ତ ନନ୍‌ ମେଡିକାଲ ମାସ୍କ ବ୍ୟବହା


ଅକେଫାବର ୪ରେ ସିଭିଲ୍‌ ପ୍ରିଲିମ୍‌ ପରୀକ୍ଷା

Anupambharat News Bureau | ଦେଶ | | 1253 | Read...

ଅକେଫାବର ୪ରେ ସିଭିଲ୍‌ ପ୍ରିଲିମ୍‌ ପରୀକ୍ଷା

ନୂଆଦିଲ୍ଲୀ,୫ା୬: ଚଳିତ ବର୍ଷର ସଭିଲ ସର୍ଭିସ ପ୍ରାରମ୍ଭିକ ପରୀକ୍ଷା (ପ୍ରିଲିମ୍‌) ଆକେଫାବର ୪ରେ ଅନୁଷ୍ଠିତ ହେବ । କେନ୍ଦ୍ର ଜନସେବା ଆୟୋଗ (ୟୁପିଏସ୍‌ସି) ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି । ୟୁପିଏସ୍‌ସିର ସଂଶୋଧିତ ବ


ଚୀନକୁ ଚ୍ୟାଲେଞ୍ଜ୍‌: ଭାରତ ସପକ୍ଷରେ ଅଷ୍ଟ୍ରେଲିଆ

Anupambharat News Bureau | ଦେଶ | | 1248 | Read...

ଚୀନକୁ ଚ୍ୟାଲେଞ୍ଜ୍‌: ଭାରତ ସପକ୍ଷରେ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ :ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗୁରୁବାର ଏକ ବଡ ପ୍ରସଙ୍ଗ ଉପରେ ସହମତି ପ୍ରକାଶ ପାଇଛି । ଏବେ ଉଭୟ ଦେଶ ପରସ୍ପରର ସାମରିକ ଘାଟିକୁ ବ୍ୟବହାର କରିପାରିବେ । ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସୂଚନା ଦେଇଛ


ଗର୍ଭବତୀ ହାତୀକୁ ହତ୍ୟା ମାମଲା, ହତ୍ୟାକାରୀର ସୂଚନା ଦେଲେ ମିଳିବ ୧ ଲକ୍ଷ ଟଙ୍କା ପୁରସ୍କାର

Anupambharat News Bureau | ଦେଶ | | 1247 | Read...

ଗର୍ଭବତୀ ହାତୀକୁ ହତ୍ୟା ମାମଲା, ହତ୍ୟାକାରୀର ସୂଚନା ଦେଲେ ମିଳିବ ୧ ଲକ୍ଷ ଟଙ୍କା ପୁରସ୍କାର

ମଲªୁରମ: କେରଳର ସାଇଲେଣ୍ଟ ଭ୍ୟାଲି ଜଙ୍ଗଲ ନିକଟସ୍ଥ ଗାଁରେ ଗର୍ଭବତୀ ହାତୀକୁ ଅତି ଅମାନୁଷିକ ଭାବେ ବିସ୍ପୋରକ ଭର୍ତ୍ତି ସପୁରିଖୁଆଇ ହତ୍ୟା ଘଟଣାରେ ମାନବିକତା ଉପରେ ପ୍ରଶ୍ନ ଉଠିଛି । ଘଟଣାକୁ ନେଇ ଘୋର ନିନ୍ଦା କରାଯାଉଛି ।


କ୍ୟାଣ୍ଟିନ୍‌ରେ ସ୍ୱଦେଶୀ ସାମଗ୍ରୀ

Anupambharat News Bureau | ଦେଶ | | 1243 | Read...

କ୍ୟାଣ୍ଟିନ୍‌ରେ ସ୍ୱଦେଶୀ ସାମଗ୍ରୀ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ଲକ୍‌ଡାଉନ୍‌ ପରେ ଦେଶର ଅର୍ଥନୀତିକୁ ବଳ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମନିର୍ଭର ଭାରତ ସ୍ଲୋଗାନ ଦେଇଛନ୍ତି । ଅନ୍ୟପଟେ ଚୀନ ସହ ଏଲଏସିରେ ସୀମା ବିବାଦ ଉଗ୍ର ରୂପ ନେବାରେ ଲା


ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍‌ ଖାନ୍‌ଙ୍କ ଦେହାନ୍ତ

Anupambharat News Bureau | ଦେଶ | | 1242 | Read...

ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍‌ ଖାନ୍‌ଙ୍କ ଦେହାନ୍ତ

ମୁମ୍ବାଇ : ଚଳିତ ବର୍ଷ ବଲିଉଡ଼ ପାଇଁ ଅନେକ ଦୁଃଖଦ ଖବର ଦେଇଛି । ଯେପରି କିଛି ଦିନ ତଳେ ଅଭିନେତା ଇର୍ଫାନ୍‌ ଖାନ୍‌, ରିଷି କପୁରଙ୍କ ଦେହାନ୍ତ ହୋଇଥିଲା । ବଲିଉଡ୍‌ର ଏହି ଦୁଇ ବରିଷ୍ଠ ଅଭିନେତାଙ୍କୁ ହରାଇ ଶୋକରେ ବୁଡିଥିବା ବ


ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ରାଜ୍ୟ ସରକାର ପ୍ରବାସୀ ଶ୍ରମିକଙ୍କ ଯାତ୍ରା ଖର୍ଚ୍ଚ ବହନ କରିବେ

Anupambharat News Bureau | ଦେଶ | | 1238 | Read...

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ରାଜ୍ୟ ସରକାର ପ୍ରବାସୀ ଶ୍ରମିକଙ୍କ ଯାତ୍ରା ଖର୍ଚ୍ଚ ବହନ କରିବେ

ନୂଆଦିଲ୍ଲୀ, ୨୮ା୫(ଅନୁପମମିଡ଼ିଆ):ଦେଶରେ ଲକଡାଉନ ଘୋଷଣା ହେବା ପରେ ନିଜ ନିଜ ରାଜ୍ୟକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ସମ୍ପୂୂର୍ଣ୍ଣ ଟ୍ରେନ ବା ବସ ଭଡ଼ା ସମ୍ପୃକ୍ତ ରାଜ୍ୟ ସରକାରମାନେ ବହନ କରିବେ ବୋଲି ଗୁରୁବାର ସୁପ୍ରିମ୍‌


ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି

Anupambharat News Bureau | ଦେଶ | | 1229 | Read...

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି

ନୂଆଦିଲ୍ଲୀ,୨୭ା୫: ସମଗ୍ର ଭାରତ ବର୍ଷରେ କୋରନା ରୋଗର ବ୍ୟାପକତା ଅସହ୍ୟ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଯଦିଓ ଦେଶରେ ଲକ୍‌ଡାଉନର ଚତୁର୍ଥ ପର୍ଯ୍ୟୟ ନିୟମାବଳୀ ଜାରି ରହିଛି । ତେବେ ମ


ଏସ୍‌ଡିଆର୍‌ ପ୍ରସ୍ତାବକୁ ନେଇ ନିର୍ମଳା ଓ ଶକ୍ତିକାନ୍ତଙ୍କ ମଧ୍ୟରେ ମତଭେଦ

Anupambharat News Bureau | ଦେଶ | | 1228 | Read...

ଏସ୍‌ଡିଆର୍‌ ପ୍ରସ୍ତାବକୁ ନେଇ ନିର୍ମଳା ଓ ଶକ୍ତିକାନ୍ତଙ୍କ ମଧ୍ୟରେ ମତଭେଦ

ନୂଆଦିଲ୍ଲୀ: ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ର ଏକ ଯୋଜନାକୁ ନେଇ ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ଓ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିବା ପରିଲକ୍ଷ


୨୪ ଘଣ୍ଟାରେ ୧୪୬ ମୃତ, ପଶ୍ଚିମବଙ୍ଗରେ ଗୋଟିଏ ଦିନରେ ୧୯୩ ନୂଆ ଆକ୍ରାନ୍ତ

Anupambharat News Bureau | ଦେଶ | | 1219 | Read...

୨୪ ଘଣ୍ଟାରେ ୧୪୬ ମୃତ,  ପଶ୍ଚିମବଙ୍ଗରେ ଗୋଟିଏ ଦିନରେ ୧୯୩ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ,୨୭ା୫:କରୋନା ଭୂତାଣୁର ସଂକ୍ରମଣ ବିଶ୍ୱର କେତେକ ପ୍ରମୁଖ ରାଷ୍ଟ୍ରରେ ଯେଭଳି ମହାମାରୀ ରୂପ ଧାରଣ କରିଛି, ଏଥିରେ ଭାରତ ମଧ୍ୟ ବାଦ ପଡ଼ିନାହିଁ । ଦେଶରେ କରୋନା ରୋଗର ସାଂଘାତିକ ପରିଣାମ ଦେଖିବାକୁ ମିଳିଛି । ମଙ୍ଗଳବା




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page