ଦେଶ : Category News


ମଙ୍କିପକ୍ସ ମାମଲା: ଜରୁରୀସ୍ଥିତି ଘୋଷଣା କଲା ଡବ୍ଲୁଏଚ୍‌ଓ

Anupambharat News Bureau | ଦେଶ | | 2683 | Read...

 ମଙ୍କିପକ୍ସ ମାମଲା: ଜରୁରୀସ୍ଥିତି ଘୋଷଣା କଲା ଡବ୍ଲୁଏଚ୍‌ଓ

ନୂଆଦିଲ୍ଲୀ : ବିଶ୍ୱରେ ମଙ୍କିପକ୍ସ ମାମଲା ଚିନ୍ତାଜନକ ଭାବେ ବଢିଚାଲିଛି । ଭାରତରେ ମଧ୍ୟ ଏହା ନିଜର କାୟା ମେଲାଇ ଚାଲିଛି । ଶନିବାରଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲìଏଚ୍‌ଓ ) ଏହାକୁ ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ଜରୁରୀ ପର


ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟ ସମାରୋହ: ରାଷ୍ଟ୍ରହିତରେ କାର୍ଯ୍ୟ କରିବାକୁ ପରାମର୍ଶ

Anupambharat News Bureau | ଦେଶ | | 2682 | Read...

 ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟ ସମାରୋହ: ରାଷ୍ଟ୍ରହିତରେ କାର୍ଯ୍ୟ କରିବାକୁ ପରାମର୍ଶ

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆଜି କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହୋଇଛି । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଦେଶର ସର୍ବୋଚ୍ଚ ବ୍ୟକ୍ତିଙ୍କୁ ସମ୍ମାନୀୟ ଭାବେ ଆଜି ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କର


ଇଡିରେ ସୋନିଆଙ୍କୁ ତିନି ଘଣ୍ଟିଆ ଜେରା: ୨୫ରେ ପୁଣି ହେବେ ହାଜର

Anupambharat News Bureau | ଦେଶ | | 2679 | Read...

ଇଡିରେ ସୋନିଆଙ୍କୁ ତିନି ଘଣ୍ଟିଆ ଜେରା: ୨୫ରେ ପୁଣି ହେବେ ହାଜର

ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲï ଦୁର୍ନୀତି ମାମଲାରେ ଫସିଥିବା କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଆଜି ପ୍ରଥମଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଜେରାର ସମ୍ମୁଖୀନ ହୋଇଛନ୍ତି । ଇଡିର ଅଧିକାରୀମାନେ ତାଙ୍କୁ ପ୍ରାୟ


ଦ୍ରୌପଦୀ ମୁର୍ମୁ ପଞ୍ଚଦଶ ରାଷ୍ଟ୍ରପତି

Anupambharat News Bureau | ଦେଶ | | 2676 | Read...

  ଦ୍ରୌପଦୀ ମୁର୍ମୁ ପଞ୍ଚଦଶ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭାରତୀୟ ଗଣତନ୍ତ୍ରରେ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ସଂପ୍ରଦାୟର ମହିଳା ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଘଟଣା ସମଗ୍ର ବିଶ୍ୱରେ ଆକର୍ଷଣର କେନ୍ଦ୍ରକୁ ଆସିଛି । ସର୍ବତ୍ର ଚର୍ଚ୍ଚା ହେଉଛି ଯେ, ସାଧାରଣ ଜ


୨୪ ଘଣ୍ଟା ମଧ୍ୟରେ ୩ ପୁଲିସ କର୍ମୀଙ୍କୁ ଗାଡ଼ି ଚଢାଇ ହତ୍ୟା

Anupambharat News Bureau | ଦେଶ | | 2675 | Read...

୨୪ ଘଣ୍ଟା ମଧ୍ୟରେ ୩ ପୁଲିସ କର୍ମୀଙ୍କୁ ଗାଡ଼ି ଚଢାଇ ହତ୍ୟା

ବୋରସଦା: ଖାକୀକୁ ଟାର୍ଗେଟ୍‌ କରାଯାଇଛି । କେଉଁଠି ଗୁଳି କରାଯାଉଛି ତ କେଉଁଠି ଗାଡ଼ି ଚଢ଼ାଇ ହତ୍ୟା କରାଯାଇଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ସ୍ଥାନରେ ପୁଲିସ ଅଫିସରଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଛି । ପ୍ରଥମେ ହରିଆଣା ପରେ ର


୨୦୨୧ରେ ୧.୬୩ ଲକ୍ଷ ଲୋକ ଭାରତ ଛାଡ଼ିଛନ୍ତି : ସର୍ବାଧିକ ଆମେରିକା ନାଗରିକତ୍ୱ ଗ୍ରହଣ କରିଛନ୍ତି

Anupambharat News Bureau | ଦେଶ | | 2674 | Read...

୨୦୨୧ରେ ୧.୬୩ ଲକ୍ଷ ଲୋକ ଭାରତ ଛାଡ଼ିଛନ୍ତି :  ସର୍ବାଧିକ ଆମେରିକା ନାଗରିକତ୍ୱ ଗ୍ରହଣ କରିଛନ୍ତି

ନୂଆଦିଲ୍ଲୀ : ଭାରତବର୍ଷରେ ଜନସଂଖ୍ୟା ବିସ୍ପୋରକ ଭାବରେ ବୃଦ୍ଧି ପାଉଥିବା ବେଳେ ଏହା ଆଗାମୀ କିଛିବର୍ଷ ପରେ ଚୀନକୁ ବୃହତ୍ତ ଜନସଂଖ୍ୟା ରାଷ୍ଟ୍ର ଠାରୁ ଟପିଯିବ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି । ଅନ୍ୟପକ୍ଷରେ ଦେଶରୁ କେତ


ଖଣି ମାଫିଆଙ୍କ ଗୁଣ୍ଡାରାଜ: ଗାଡି ଚଢ଼ାଇ ଡିଏସ୍‌ପିଙ୍କୁ ହତ୍ୟା

Anupambharat News Bureau | ଦେଶ | | 2671 | Read...

ଖଣି ମାଫିଆଙ୍କ ଗୁଣ୍ଡାରାଜ: ଗାଡି ଚଢ଼ାଇ ଡିଏସ୍‌ପିଙ୍କୁ ହତ୍ୟା

ଚଣ୍ଡିଗଡ: ହରିୟାଣାରେ ଆଜି ଜଣେ ପୋଲିସ ଅଧିକାରୀଙ୍କୁ ଖଣି ମାଫିଆ ଗାଡି ଚଢ଼ାଇ ହତ୍ୟା କରିଥିବା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଏହାମଧ୍ୟ ପୋଲିସ ଅଧିକାରୀ ମଧ୍ୟ ଚଢ଼ାଉ କରିବାକୁ ଯାଇଥିବା ବେଳେ ଜଣେ ପୋଲିସ ଅଧିକ


ନଦୀକୁ ଖସିପଡ଼ିଲା ବସ, ୧୩ ମୃତ

Anupambharat News Bureau | ଦେଶ | | 2664 | Read...

ନଦୀକୁ ଖସିପଡ଼ିଲା ବସ, ୧୩ ମୃତ

ଭୋପାଲ: ମଧ୍ୟପ୍ରଦେଶର ଧାର ଜିଲ୍ଲାରେ ଏକ ଯାତ୍ରୀବାହୀ ବସ୍‌ ନଦୀକୁ ଖସିପଡିବା ଫଳରେ ଅନୁ୍ୟନ ୧୩ ଜଣ ଯାତ୍ରୀଙ୍କ୍ର ମୃତୁ୍ୟ ଘଟିଛି । ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଯାତ୍ରୀବାହୀ ବସ୍‌ ମଧ୍ୟପ୍ରଦେଶର ଧାର ଜିଲ୍


ଜିଏସ୍‌ଟି ବଢ଼ିଲା: ଏଣିକି ଖାଦ୍ୟ ସାମଗ୍ରୀରେ ୫%

Anupambharat News Bureau | ଦେଶ | | 2663 | Read...

 ଜିଏସ୍‌ଟି ବଢ଼ିଲା:  ଏଣିକି ଖାଦ୍ୟ ସାମଗ୍ରୀରେ ୫%

ନୂଆଦିଲ୍ଲୀ ୧୮/୦୭: ଦେଶବ୍ୟାପୀ ସାଧାରଣ ଓ ଅତ୍ୟନ୍ତ ନିମ୍ନବର୍ଗର ଲୋକମାନଙ୍କ ଉପରେ କେନ୍ଦ୍ର ସରକାରଙ୍କ ଏକ ବଡ଼ଧରଣର ମହଙ୍ଗା ମାଡ଼ ପଡିଛି । ଲଗାତାର ପ୍ରତ୍ୟେକ ଜିନିଷର ଦର ବୃଦ୍ଧି ଘଟୁଥିଲେ ମଧ୍ୟ ଚଳିତ ସ୍ଥିତିରେ ବହୁ ଖାଦ୍ୟ


ରାଷ୍ଟ୍ରପତି ଭୋଟିଂ ଶେଷ,୨୧ରେ ଗଣତି

Anupambharat News Bureau | ଦେଶ | | 2661 | Read...

 ରାଷ୍ଟ୍ରପତି ଭୋଟିଂ ଶେଷ,୨୧ରେ ଗଣତି

ନୂଆଦିଲ୍ଲୀ: ଭାରତୀୟ ସଂସଦରରେ ଆଜି ମୌସୁମୀ ଅଧିବେଶ ଆରମ୍ଭ ହୋଇଛି । ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ପ୍ରଥମ ଦିନରେ ହିଁ ରାଷ୍ଟ୍ରପତିଙ୍କ ନିର୍ବାଚନ ପ୍ରକ୍ରିୟା ଆଜି ସଂସଦରେ ଏବଂ ଦେଶର ସମସ୍ତ ବିଧାନସଭା ଗୁଡିକରେ ଆକର୍ଷଣର


ମାଗଣାରେ ମିଳିବ ବୁଷ୍ଟର ଡୋଜ୍‌ , ଦୈନିକ ସଂକ୍ରମଣ ୧୬ ହଜାରରୁ ଊର୍ଦ୍ଧ୍ୱରେ

Anupambharat News Bureau | ଦେଶ | | 2645 | Read...

ମାଗଣାରେ ମିଳିବ ବୁଷ୍ଟର ଡୋଜ୍‌ , ଦୈନିକ ସଂକ୍ରମଣ ୧୬ ହଜାରରୁ ଊର୍ଦ୍ଧ୍ୱରେ

ନୂଆଦିଲ୍ଲୀ: ଭାରତରେ କୋଭିଡ଼-୧୯ କରୋନା ସଂକ୍ରମଣର ସ୍ଥିତି ଦିନକୁ ଦିନ ଭୟଙ୍କର ସ୍ଥିତିରେ ଗତି କରିବାକୁ ଲାଗିଛି । ଦୈନିକ ସଂକ୍ରମଣ ହାର ବୃଦ୍ଧି ପାଉଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା


ପୋଲରୁ ଖସିିଲା କାର: ସାତ ଡାକ୍ତରୀ ଛାତ୍ର ମୃତ

Anupambharat News Bureau | ଦେଶ | | 2637 | Read...

ପୋଲରୁ ଖସିିଲା କାର: ସାତ ଡାକ୍ତରୀ ଛାତ୍ର ମୃତ

ମୁମ୍ବାଇ, ୨୫ା୧: ମଙ୍ଗଳବାର ବଡି ଭୋରରୁ ମହାରାଷ୍ଟ୍ରର ୱାର୍ଦ୍ଧା ଜିଲ୍ଲାର ସେଲସୁରା ନିକଟ ଏକ ବ୍ରିଜରୁ ଏକ କାର ୪୦ ଫୁଟ ତଳକୁ ଖସିପଡିଛି । ଏହି ଦୁର୍ଘଟଣାରେ ସାତ ଜଣ ଡାକ୍ତରୀ ଛାତ୍ରଙ୍କ ମୃତୁ୍ୟ ଘଟିଛି । ପୋଲିସ ସମସ୍ତ ଶବକୁ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page