ଦେଶ : Category News


ଡିଜିଟାଲ ଠକେଇ ୫୦ ପ୍ରତିଶତ ବଢ଼ିଛି

Anupambharat News Bureau | ଦେଶ | | 926 | Read...

ଡିଜିଟାଲ ଠକେଇ ୫୦ ପ୍ରତିଶତ ବଢ଼ିଛି

ନୂଆଦିଲ୍ଲୀ: ଦେଶ ଯେଉଁ ମାତ୍ରାରେ ଡିଜିଟାଲ ମୁହାଁ ହେଉଛି ସେହି ମାତ୍ରାରେ ଡିଜିଟାଲ ଠକେଇ ମଧ୍ୟ ବଢ଼ୁଛି । ଗତବର୍ଷ ତୁଳନାରେ ଚଳିତ ଥର ୫୦ ପ୍ରତିଶତ ଡିଜିଟାଲ ଠକେଇ ବଢ଼ିଛି ବୋଲି ସଂସଦକୁ ସରକାର ଅବଗତ କରାଇଛନ୍ତି । ଏହି ୫୦ ପ୍ରତ


ପ୍ରିୟଙ୍କା ହତ୍ୟା ଘଟଣା...... ଦୁଷ୍କର୍ମର ଚିତ୍ର ଦେଖିବାକୁ ଇଣ୍ଟରନେଟ୍‌ରେ ସର୍ଚ୍ଚ କରିଛନ୍ତି ବହୁ ବ୍ୟକ୍ତି

Anupambharat News Bureau | ଦେଶ | | 919 | Read...

ପ୍ରିୟଙ୍କା ହତ୍ୟା ଘଟଣା...... ଦୁଷ୍କର୍ମର ଚିତ୍ର ଦେଖିବାକୁ ଇଣ୍ଟରନେଟ୍‌ରେ ସର୍ଚ୍ଚ କରିଛନ୍ତି ବହୁ ବ୍ୟକ୍ତି

ହାଇଦ୍ରାବାଦ: ହାଇଦ୍ରାବାଦ ଡାକ୍ତର ଦୁଷ୍କର୍ମ ଓ ହତ୍ୟାକାଣ୍ଡ ସାରା ଦେଶକୁ ହୁଲସ୍ତୁଲ କରିଛନ୍ତି । ଏହି ସମୟରେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏବେ ନେଟ୍‌ ଦୁନିଆରେ ସବୁଠାରୁ ବଡ଼ ସର୍ଚ୍ଚ ହୋଇଛି ହାଇଦ୍ରାବାଦର ସେହି ଲୋମ ହର୍ଷ


ରବିବାର ଶପଥ ନେବେ ଉଦ୍ଧବ ଫ୍ଳୋର ଟେଷ୍ଟ ପୂର୍ବରୁ ପଦବୀ ଛାଡ଼ିଲେ ଫଡନାଭିସ୍‌

Anupambharat News Bureau | ଦେଶ | | 914 | Read...

ରବିବାର ଶପଥ ନେବେ ଉଦ୍ଧବ  ଫ୍ଳୋର ଟେଷ୍ଟ ପୂର୍ବରୁ ପଦବୀ ଛାଡ଼ିଲେ ଫଡନାଭିସ୍‌

ମୁମ୍ବାଇ, ୨୬ା୧୧: ଘଡିକେ ଘୋଡ଼ା ଛୁଟୁଥିବା ମହାରାଷ୍ଟ୍ର ରାଜନୀତିରେ ପୁଣି ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି । ନାଟକୀୟ ଢ଼ଙ୍ଗରେ ଏନ୍‌ସିପିର ସମର୍ଥନ ନେଇ ମୁଖ୍ୟମନ୍ତ୍ରୀ ହୋଇଥିବା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ମାତ୍ର ତିନ


ଜିଓର ଅଲଇନୱାନକୁ ଟMର ଦେବ ଏୟାରଟେଲର ଏହି ପ୍ରିପେଡ୍‌ ପ୍ଲାନ

Anupambharat News Bureau | ଦେଶ | | 912 | Read...

ଜିଓର ଅଲଇନୱାନକୁ ଟMର ଦେବ ଏୟାରଟେଲର ଏହି ପ୍ରିପେଡ୍‌ ପ୍ଲାନ

ମୁମ୍ବାଇ : ରିଲିୟାନ୍ସ ଜିଓ ଏବଂ ଏୟାରଟେଲ ଟେଲିକମ ଇଣ୍ଡଷ୍ଟ୍ରୀରେ ପରସ୍ପର ପ୍ରତିଯୋଗୀ । ପ୍ରିପେଡ୍‌ ରିଚାର୍ଜ ମାମଲାରେ ଏହି ଦୁଇ କମ୍ପାନୀ ପରସ୍ପରଙ୍କୁ ଟMର ଦିଅନ୍ତି । କିଛି ଦିନ ପୂର୍ବରୁ ଜିଓ ଏବଂ ଏୟାରଟେଲ ପ୍ରିପେଡ୍‌


ମୁମ୍ବାଇ ଆକ୍ରମଣକୁ ୧୧ ବର୍ଷ ମନେ ପଡ଼ିଲା ସେହି ଛାତିଥରା ଘଟଣା

Anupambharat News Bureau | ଦେଶ | | 911 | Read...

ମୁମ୍ବାଇ ଆକ୍ରମଣକୁ ୧୧ ବର୍ଷ  ମନେ ପଡ଼ିଲା ସେହି ଛାତିଥରା ଘଟଣା

ମୁମ୍ବାଇ: ଆଜି ଦେଶ ସମେତ ସମଗ୍ର ବିଶ୍ୱ ମୁମ୍ବାଇ ୨୬/୧୧ ଆକ୍ରମଣକୁ ମନେ ପକାଇଛନ୍ତି । କାରଣ ୨୦୦୮ ମସିହା ଆଜିର ଦିନରେ ପାକିସ୍ତାନର ୧୦ ଜଣ ଆତଙ୍କବାଦୀ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପ୍ରବେଶ କରି ନରସଂହାର କରିଥିଲେ । ଆଜ


ଆଜି ସୁପ୍ରିମକୋର୍ଟରେ ‘ମହାରାଷ୍ଟ୍ର ’ରାୟ

Anupambharat News Bureau | ଦେଶ | | 910 | Read...

ଆଜି ସୁପ୍ରିମକୋର୍ଟରେ ‘ମହାରାଷ୍ଟ୍ର ’ରାୟ

ମୁମ୍ବାଇ,୨୫ା୧୧: ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଘୋଷଣା ପରଠାରୁ ରାଜ୍ୟରେ ସୃଷ୍ଟି ହାଇଡ୍ରାମାର ଅନ୍ତ ଘଟୁ ନାହିଁ । ମୁଖ୍ୟଢ଼ନ୍ତ୍ରୀ ଭାବେ ଶପଥ ନେବାପରେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ଫଡ଼ନାଭିସ । ଅନ୍ୟପକ୍ଷେ ଆସନ୍ତାକାଲି


ଇଜିପଫରୁ ଆସିବ ପିଆଜ ବିଭିନ୍ନ ରାଜ୍ୟରେ ଚାହିଦା ଅନୁଧ୍ୟାନ କଲା କେନ୍ଦ୍ର

Anupambharat News Bureau | ଦେଶ | | 907 | Read...

ଇଜିପଫରୁ ଆସିବ ପିଆଜ ବିଭିନ୍ନ ରାଜ୍ୟରେ ଚାହିଦା ଅନୁଧ୍ୟାନ କଲା କେନ୍ଦ୍ର

ନୂଆଦିଲ୍ଲୀ,୨୫ା୧୧: କେନ୍ଦ୍ର ଉପଭୋକ୍ତା ବ୍ୟାପାର ସଚିବ ଅବିନାଶ କେ. ଶ୍ରୀବାସ୍ତବ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ସେମାନଙ୍କ ରାଜ୍ୟରେ ପିଆଜର ଚାହିଦା ସମ୍ପର୍କରେ ଅନୁଧ୍ୟାନ କରିଛନ


ବିସ୍ପୋରଣ କରି କାହିଁକି ମାରି ଦଉନ: ସୁପ୍ରିମକୋର୍ଟ

Anupambharat News Bureau | ଦେଶ | | 904 | Read...

ବିସ୍ପୋରଣ କରି କାହିଁକି ମାରି ଦଉନ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରଦୂଷଣକୁ ନେଇ ଦିଲ୍ଲୀ, ପଞ୍ଜାବ, ହରିଆଣା, ଉତ୍ତର ପ୍ରଦେଶ ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଗ୍ୟାସ ଗ୍ୟାସ୍‌ଚାମ୍ବରରେ ଲୋକଙ୍କୁ ରଖିବା ଅପେକ୍ଷା ବିସ୍ପୋରଣ କରି କାହିଁକି ମ


ବିଜେପି ନେତାଙ୍କୁ ରାସ୍ତାକଡ଼କୁ ଠେଲିଦେଲେ

Anupambharat News Bureau | ଦେଶ | | 903 | Read...

ବିଜେପି ନେତାଙ୍କୁ ରାସ୍ତାକଡ଼କୁ ଠେଲିଦେଲେ

କୋଲକାତା: ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଜଣେ ବିଜେପି ନେତାଙ୍କୁ ଲୋକମାନେ ଠେଲାପେଲା କରିବା ସହ ଦୁର୍ବ୍ୟବହାର କରିଛନ୍ତି । ଖାଲିସେତିକି ନୁହେଁ, ଲୋକମାନେ ତାଙ୍କୁ ଧMା ମାରି ରାସ୍ତା କଡ଼କୁ ମଧ୍ୟ ଠେଲି ଦେଇଛନ୍ତି । ପଶ୍ଚିମବ


ନିଯୁକ୍ତି ରାଲିରୁ ଆତଙ୍କବାଦୀ ଗିରଫ

Anupambharat News Bureau | ଦେଶ | | 902 | Read...

ନିଯୁକ୍ତି ରାଲିରୁ ଆତଙ୍କବାଦୀ ଗିରଫ

ଶ୍ରୀନଗର: ଜମ୍ମୁ କଶ୍ମୀରର ବରମୁଲା ଜିଲ୍ଲାରୁ ଜଣେ ଆତଙ୍କବାଦୀକୁ ଗିରଫ କରିଛି ପୁଲିସ୍‌ । ବରମୁଲାରେ ରେଲେୱ ନିଯୁକ୍ତି ପାଇଁ ରାଲି ଚାଲିଥିଲା । ଏହାରି ଭିତରେ ଆତଙ୍କବାଦୀ ଜଣଙ୍କ ଲୁଚିଥିଲା ବୋଲି ପୁଲିସ ଜାଣିବା ପରେ ଗିରଫ


ଆଜି ପ୍ରଧାନ ବିଚାରପତି ଭାବେ ଶପଥ ନେବେ ବୋବଡେ

Anupambharat News Bureau | ଦେଶ | | 898 | Read...

ଆଜି ପ୍ରଧାନ ବିଚାରପତି ଭାବେ ଶପଥ ନେବେ ବୋବଡେ

ନୂଆଦିଲ୍ଲୀ, ୧୭ା୧୧: ସୋମବାର ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ସୁପ୍ରିମ୍‌କୋର୍ଟର ୪୭ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ । ରାଷ୍ଟ୍ରପତି ରାମନାଥ କୋବିନ୍ଦା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ପାଖାପ


ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ

Anupambharat News Bureau | ଦେଶ | | 897 | Read...

ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ,୧୭ା୧୧: ସୋମବାରଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନରେ ବିଜେପି ନେତୃତ୍ୱାଧିନ ଏନଏଡ଼ିଏ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଆଣିବ ଲକ୍ଷ୍ୟରେ ରହିଥିବା ବେଳେ ସରକାରଙ୍କୁ ଘେରିବାକୁ ରଣ କ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page