ଦେଶ : Category News


‘ଜୁଲାଇ ୧୬ ଯାଏ ବାଚସ୍ପତି ବିଧାୟକଙ୍କ ବିରୋଧରେ କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ’

Anupambharat News Bureau | ଦେଶ | | 610 | Read...

‘ଜୁଲାଇ ୧୬ ଯାଏ ବାଚସ୍ପତି ବିଧାୟକଙ୍କ ବିରୋଧରେ କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ’

ନୂଆଦିଲ୍ଲୀ: କର୍ଣ୍ଣାଟକାରେ ଇସ୍ତଫା ଦେଇଥିବା ବିଧାୟକଙ୍କ ବାବଦରେ ସୁପ୍ରିମକୋର୍ଟଙ୍କ ନିକଟକୁ ଆବଶ୍ୟକ ତଥ୍ୟ ପହଞ୍ଚି ନାହିଁ । ତେଣୁ ଆଜି ମାମଲାର ଶୁଣାଣି କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସେହିପରି ଜ


ପାକିସ୍ତାନକୁ ଘାରିଛି ଭାରତର ଯୁଦ୍ଧ ବିମାନ ଭୟ

Anupambharat News Bureau | ଦେଶ | | 609 | Read...

ପାକିସ୍ତାନକୁ ଘାରିଛି ଭାରତର ଯୁଦ୍ଧ ବିମାନ ଭୟ

ନୂଆଦିଲ୍ଲୀ: ବାଲାକୋଟ ଏୟାରଷ୍ଟ୍ରାଇକ୍‌ ପରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନକୁ ପାକିସ୍ତାନ ଡରିବା ଆରମ୍ଭ କରିଛି । କାଳେ ଭାରତ ଆଉ ଥରେ ପାକିସ୍ତାନରେ ଏୟାର ଷ୍ଟ୍ରାଇକ୍‌ କରିବ, ସେଥିପାଇଁ ଇସ୍ଲାମାବାଦ ଭାରତ ପାଇଁ ତା&r


ଲାଲୁ ପ୍ରସାଦ ଯାଦବଙ୍କୁ ମିଳିଲା ଜାମିନ୍‌

Anupambharat News Bureau | ଦେଶ | | 608 | Read...

ଲାଲୁ ପ୍ରସାଦ ଯାଦବଙ୍କୁ ମିଳିଲା ଜାମିନ୍‌

ରାଞ୍ଚି: ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଜେଲଦଣ୍ଡ ପାଇଥିବା ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଶେଷରେ ଝାରଖଣ୍ଡ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଦେଓଗଡ଼ ଟ୍ରେଜେରୀ ଗୋ-


ପାକିସ୍ତାନ ନାଳରେ ଭାରତକୁ ଆସିଲା ଶିଶୁର ମୃତଦେହ

Anupambharat News Bureau | ଦେଶ | | 607 | Read...

ପାକିସ୍ତାନ ନାଳରେ ଭାରତକୁ ଆସିଲା ଶିଶୁର ମୃତଦେହ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ସୀମାକୁ ଲାଗି ରହିଛି ଅକଚୁରା ଗାଁ । ଏହା ପାକିସ୍ତାନ ପଟରେ ରହିଛି । ଏହି ଗାଁର ନାଳରେ ଏକ ଛୋଟ ଛୁଆ ଭାସି ଯାଇଥିଲା । ଛୁଆଟିର ମୃତଦେହଟି ନାଳରେ ଭାସି ଭାରତ ପଟକୁ ଚାଲି ଆସିଥିଲା । ସୀମାରେ ମୁତୟ


ଅଗଷ୍ଟରୁ ପୁଣି ଆରମ୍ଭ ହେବ ‘କୌନ ବନେଗା କରୋଡପତି’

Anupambharat News Bureau | ଦେଶ | | 606 | Read...

ଅଗଷ୍ଟରୁ ପୁଣି ଆରମ୍ଭ ହେବ  ‘କୌନ ବନେଗା କରୋଡପତି’

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ମୋଷ୍ଟ ପପୁଲାର ଶୋ’ ‘କୌନ ବନେଗା କରୋଡପତି’ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ଏହି ଶୋ’ର ୧୧ ତମ ସିଜିନ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଦର୍ଶକ ବି ଖୁବ୍‌ ଉତ୍ସୁକତାର ସହ ଏ


ଏଣିକି ଷ୍ଟେଟ ବ୍ୟାଙ୍କ ଗ୍ରାହକ ମାଗଣାରେ କରିପାରିବେ ସହଜ ମନି ଟ୍ରାନ୍ସଫର

Anupambharat News Bureau | ଦେଶ | | 605 | Read...

ଏଣିକି ଷ୍ଟେଟ ବ୍ୟାଙ୍କ ଗ୍ରାହକ ମାଗଣାରେ କରିପାରିବେ ସହଜ ମନି ଟ୍ରାନ୍ସଫର

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏସ୍ୱିଆଇ ଏହାର ଗ୍ରାହକମାନଙ୍କ ପାଇଁ ଆଣିଛି ଖୁସି ଖବର । ଗୋଟିଏ ଆକାଉଣ୍ଟରୁ ଆଉ ଏକ ଆକାଉଣ୍ଟକୁ ଅର୍ଥ ପଠାଇବା ପାଇଁ ବ୍ୟବହାର କରାଯାଉଥିବା ଆଇଏମ୍ପିଏସ୍‌, ଏନ୍‌ଇ


ପ୍ରଥମ ସେମି ଫାଇନାଲ ଆଜି, ଭାରତ- ନୁ୍ୟଜିଲାଣ୍ଡ ମୁକାବିଲା

Anupambharat News Bureau | ଦେଶ | | 601 | Read...

 ପ୍ରଥମ ସେମି ଫାଇନାଲ ଆଜି,  ଭାରତ- ନୁ୍ୟଜିଲାଣ୍ଡ ମୁକାବିଲା

ମଞ୍ଚଷ୍ଟର, ୭ା୭ : ଚଳିତ ବିଶ୍ୱକପ୍‌ କ୍ରିକେଟ୍‌ର ପ୍ରଥମ ସେମିଫାଇନାଲରେ ଆସନ୍ତାକାଲି ଭାରତ ପ୍ରତିପକ୍ଷ ନୁ୍ୟଜିଲାଣ୍ଡକୁ ଭେଟିବ । ଆସନ୍ତା ରବିବାରରେ ଲଡ୍ସରେ ଖେଳା ଯିବାକୁ ଥିବା ଫାଇନାଲରେ ନିଜ ସ୍ଥାନ ପMା କରିବା ଲକ୍ଷ୍


କର୍ଣ୍ଣାଟକରେ ରାଜନୈତିକ ସଙ୍କଟ, ମନ୍ତ୍ରୀଙ୍କ ସମୂହ ଇସ୍ତଫା

Anupambharat News Bureau | ଦେଶ | | 599 | Read...

କର୍ଣ୍ଣାଟକରେ ରାଜନୈତିକ ସଙ୍କଟ, ମନ୍ତ୍ରୀଙ୍କ ସମୂହ ଇସ୍ତଫା

ବେଙ୍ଗାଲୁର,୮ା୭ : ଗତ କିଛି ଦିନ ଧରି କର୍ଣ୍ଣାଟକ ରାଜ୍ୟ ସରକାର ଅତ୍ୟନ୍ତ ବିପତ୍ତିଜନକ ରାଜନୈତିକ ସଙ୍କଟର ସମ୍ମୁଖୀନ ହୋଇଛନ୍ତି । ରାଜ୍ୟ ସରକାର ଯଦିଓ ଜନତାଦଳ (ଏସ୍‌) ଓ କଂଗ୍ରେସ ଦଳ ମଧ୍ୟରେ ମେଣ୍ଟ ସହାୟତାରେଜାରି ରହିଛି ।


୩୦ ଫୁଟ ତଳକୁ ଖସିଲା ବସ୍‌ ,୨୯ ମୃତ

Anupambharat News Bureau | ଦେଶ | | 598 | Read...

୩୦ ଫୁଟ ତଳକୁ ଖସିଲା ବସ୍‌ ,୨୯ ମୃତ

ଆଗ୍ରା,୮ା୭ : ଉତ୍ତରପ୍ରଦେଶର ଏକ ପ୍ରମୁଖ ନଗରୀ ଆଗ୍ରା ନିକଟରେ ଆଜି ସକାଳେ ଏକ ବସ୍‌ ଦୁର୍ଘଟଣାରେ ଅତିକମ୍‌ରେ ୨୯ଜଣ ଯାତ୍ରୀ ପ୍ରାଣ ହରାଇଥିବାବେଳେ ଅନ୍ୟ ଯାତ୍ରୀମାନେ ଗୁରୁତର ଆହତ ହୋଇଥିବା ଦୁଃଖଦ ଘଟଣା ସମଗ୍ର ଦେଶରେ ଶୋକ


ଶତ୍ରୁଙ୍କ ନିଦ ହଜାଇବ ‘ନାଗ’

Anupambharat News Bureau | ଦେଶ | | 597 | Read...

ଶତ୍ରୁଙ୍କ ନିଦ ହଜାଇବ ‘ନାଗ’

ନୂଆଦିଲ୍ଲୀ: ଭାରତୀୟ ସେନାରେ ନାଗ ମିସାଇଲ୍‌କୁ ସାମିଲ କରିବା ପାଇଁ ପ୍ରକ୍ରିୟା ଆଉ ପାଦେ ଆଗେଇଛି । ରବିବାର ରାତିରେ ଡିଆରଡିଓ ପକ୍ଷରୁ ପୋଖରାନ ଫାୟାରିଂ ରେଞ୍ଜରେ ୩ଟି ନାଗ ମିସାଇଲ୍‌ର ସଫଳ ପରୀକ୍ଷଣ କରାଯାଇଛି । ଏହା ସଫଳ


ଚନ୍ଦ୍ରାୟନ-୨ର ପ୍ରଥମ ଫଟୋ ଜାରି କଲା ଇସ୍ରୋ, ଜୁଲାଇ ୧୫ରେ ହେବ ଲଞ୍ଚ୍‌

Anupambharat News Bureau | ଦେଶ | | 595 | Read...

ଚନ୍ଦ୍ରାୟନ-୨ର ପ୍ରଥମ ଫଟୋ ଜାରି କଲା ଇସ୍ରୋ, ଜୁଲାଇ ୧୫ରେ ହେବ ଲଞ୍ଚ୍‌

ନୂଆଦିଲ୍ଲୀ : ଜୁଲାଇ ୧୫ରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥାନ ଚନ୍ଦ୍ରାୟନ ୨ ଲଞ୍ଚ୍‌ କରିବାକୁ ଯାଉଛି । ଆଜି ଏହାର ଫଟୋ ଇସ୍ରୋ େୱବସାଇଟ୍‌ ପକ୍ଷରୁ ଜାରୀ କରାଯାଇଛି । ପାଖାପାଖି ୧ହଜାର କୋଟି ଟଙ୍କା ବିନିଯୋଗ କରାଯା


ବର୍ଷାରେ ଜଳାର୍ଣ୍ଣବ ମୁମ୍ବାଇ, ବିମାନ ସେବା ରଦ୍ଦ, ଅଟକି ରହିଛି ହଜାର ହଜାର ଗାଡି

Anupambharat News Bureau | ଦେଶ | | 594 | Read...

ବର୍ଷାରେ ଜଳାର୍ଣ୍ଣବ ମୁମ୍ବାଇ, ବିମାନ ସେବା ରଦ୍ଦ, ଅଟକି ରହିଛି ହଜାର ହଜାର ଗାଡି

ନୂଆଦିଲ୍ଲୀ : ମୁମ୍ବାଇରେ ଏବେ ମୁଶଳଧାରାରେ ବର୍ଷା ଜାରୀ ରହିଛି । ଏହା ଦ୍ୱାରା ଛତ୍ରପତି ଶିବାଜୀ ଟର୍ମିନାଲର ସମସ୍ତ ବିମାନ ସେବା ରଦ୍ଦ କରିଦିଆଯାଇଛି । କେବଳ ସେତିକି ନୁହେଁ ସଡକରେ ମଧ୍ୟ ଲମ୍ବା ଟ୍ରାଫିକ୍‌ ଜାମ ଲାଗି ରହି




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page