ଦେଶ : Category News


୧୦ ଟଙ୍କିଆ ନୋଟକୁ ନେଇ ବିବାଦ, ଗ୍ରାହକଙ୍କୁ ହତ୍ୟା କଲା ପରିବା ଦୋକାନୀ

Anupambharat News Bureau | ଦେଶ | | 534 | Read...

୧୦ ଟଙ୍କିଆ ନୋଟକୁ ନେଇ ବିବାଦ, ଗ୍ରାହକଙ୍କୁ ହତ୍ୟା କଲା ପରିବା ଦୋକାନୀ

ମୁମ୍ବାଇ: ୧୦ ଟଙ୍କାକୁ ନେଇ ରାସ୍ତା ମଝିରେ ମହାଭାରତ । ମହାରାଷ୍ଟ୍ରର ଦାଦର ଅଞ୍ଚଳରେ ପୁରୁଣା ଦଶ ଟଙ୍କିଆ ନୋଟ୍‌କୁ ନେଇ ଗ୍ରାହକଙ୍କ ସହ ବଛସା ହେବା ପରେ ପରିବା ବିକାଳୀ ଜଣଙ୍କ ଗ୍ରାହକଙ୍କୁ ହତ୍ୟା କରିଥିବା ସ୍ଥାନୀୟ ପୋଲିସ


ପ୍ଲାଷ୍ଟିକରୁ ପେଟ୍ରୋଲ ପ୍ରସ୍ତୁତ କରୁଛନ୍ତି ସତୀଶ

Anupambharat News Bureau | ଦେଶ | | 533 | Read...

ପ୍ଲାଷ୍ଟିକରୁ ପେଟ୍ରୋଲ ପ୍ରସ୍ତୁତ କରୁଛନ୍ତି ସତୀଶ

ହାଇଦ୍ରାବାଦ: ସ୍ୱାମୀ ବିବେକାନନ୍ଦ କହିଥିଲେ ଦୃଢ଼ ଇଚ୍ଛାଶକ୍ତି ଥିଲେ ପ୍ରତିଷ୍ଠା ଆସେ ବା ଉଦ୍ଦେଶ୍ୟ ସଫଳ ହୋଇଥାଏ । ଏବେ ତାହା ପୁଣିଥରେ ପ୍ରମାଣିତ ହୋଇଛି ହାଇଦ୍ରାବାଦର ଜଣେ ପ୍ରଫେସରଙ୍କ କ୍ଷେତ୍ରରେ । ତାଙ୍କର ଦୀର୍ଘ ଦିନ


ବସ୍‌ ଦୁର୍ଘଟଣାରେ, ୬ ମୃତ, ୪୦ ଆହତ

Anupambharat News Bureau | ଦେଶ | | 524 | Read...

ବସ୍‌ ଦୁର୍ଘଟଣାରେ,  ୬ ମୃତ, ୪୦ ଆହତ

ରାଞ୍ଚି, ୨୫ା୬: ଝାଡ଼ଖଣ୍ଡର ଗଡ଼ୱା ଜିଲ୍ଲା ଆନ୍ନାରାଜା ନାବାଦି ଘାଟିରେ ଆଜି ଏକ ଘରୋଇ ବସ୍‌ ଓଲଟି ପଡ଼ିବା ଯୋଗୁଁ ଅତିକମ୍‌ରେ ୬ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୪୦ରୁ ଊର୍ଦ୍ଧ୍ୱ ଗୁରୁତର ଆହତ ହୋଇଛନ୍ତି । ମଙ୍ଗଳବାର ସକାଳେ ଏକ ଘ


କେମିତି ହୋଇଥିଲା ଏୟାର ଷ୍ଟ୍ରାଇକ୍‌, ମୁହଁ ଖୋଲିଲେ ପାଇଲଟ୍‌

Anupambharat News Bureau | ଦେଶ | | 519 | Read...

କେମିତି ହୋଇଥିଲା ଏୟାର ଷ୍ଟ୍ରାଇକ୍‌, ମୁହଁ ଖୋଲିଲେ ପାଇଲଟ୍‌

ନୂଆଦିଲ୍ଲୀ: ପାକିସ୍ତାନ ସୀମାରେ ପ୍ରବେଶ କରି ଭାରତୀୟ ବାୟୁସେନା ଜୈଶ-ଏ-ମହମ୍ମଦର ଆତଙ୍କବାଦୀ କ୍ୟାମ୍ପ ଉପରେ କରିଥିବା ଏୟାର ଷ୍ଟ୍ରାଇକ୍‌କୁ ନେଇ କିଛି ତଥ୍ୟ ପ୍ରକାଶ କରିଛନ୍ତି । ଏୟାର ଷ୍ଟ୍ରାଇକ୍ରେ ସାମିଲ ଥିବା ୨ ଜଣ ପା


ହରର୍‌ ଶୋ’ର ନକଲ କରି ଚାଲିଗଲା ଝିଅର ଜୀବନ

Anupambharat News Bureau | ଦେଶ | | 518 | Read...

ହରର୍‌ ଶୋ’ର ନକଲ କରି ଚାଲିଗଲା ଝିଅର ଜୀବନ

ଭୋପାଲ୍‌: ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି । ଏଠାରେ ଜଣେ ୧୨ ବର୍ଷୀୟ ଝିଅ ମଜାରେ ଏକ ଭୀତିପ୍ରଦ ବା ହରର୍‌ ଟିଭି ଶୋ’ର ନକଲ କରୁଥିବା ବେଳେ ଜୀବନ ହରାଇଛି । ଝିଅଟି ଗୋଟିଏ ଷ୍ଟìଲ୍‌ ଉପରେ ଠିଆ ହ


ସରିଲା ରାହୁଲଙ୍କ ଇସ୍ତଫା ଡ୍ରାମା, ଆକ୍ସନ୍‌ ମୋଡରେ କଂଗ୍ରେସ ଅଧ୍ୟକ୍ଷ

Anupambharat News Bureau | ଦେଶ | | 517 | Read...

ସରିଲା ରାହୁଲଙ୍କ ଇସ୍ତଫା ଡ୍ରାମା, ଆକ୍ସନ୍‌ ମୋଡରେ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜ ପଦରୁ ଇସ୍ତଫା ଦେବାକୁ ଜିଦ୍‌ କରିଥିଲେ । ଏହାକୁ ନେଇ ସମଗ୍ର ଦେଶରେ ରାଜନୀତିକ ହଟଚମଟ ସୃଷ୍ଟି ହୋଇଥିଲା । ତେବେ


ବୋହୂକୁ ବଞ୍ଚାଇବାକୁ ଯାଇ ପୁଅକୁ ଗୁଳିକଲେ ମା’

Anupambharat News Bureau | ଦେଶ | | 516 | Read...

ବୋହୂକୁ ବଞ୍ଚାଇବାକୁ ଯାଇ ପୁଅକୁ ଗୁଳିକଲେ ମା’

କୋଲକାତା : ଚଳିତ ଦିନରେ ଶାଶୁ ବୋହୂଙ୍କ କଳି ସବୁବେଳେ ଶୁଣିବାକୁ ମିଳୁଥିବା ବେଳେ ପଶ୍ଚିମ ବଙ୍ଗରେ ଜଣେ ଶାଶୁ ବୋହୂ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ହାୱଡା ଜିଲ୍ଲାର ସାଲିକାରେ ଜଣେ ଶାଶୁ ବୋହୂକୁ ବଞ୍ଚାଇବାକୁ ଯାଇ ନ


ଯୋଗ ମୁଦ୍ରାରେ ସାରା ଦେଶ

Anupambharat News Bureau | ଦେଶ | | 501 | Read...

ଯୋଗ ମୁଦ୍ରାରେ ସାରା ଦେଶ

ରାଞ୍ଚି ,୨୧ ।୬ (ଅନୁପମ ମିଡ଼ିଆ): ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଜି ସାରା ଦେଶରେ ଯୋଗାଭ୍ୟାସ ଦେଖିବାକୁ ମିଳିଛି । ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ବର୍ଗଙ୍କୁ ଆଜି ଯୋଗମୁଦ୍ରାରେ ଦେଖିବାକୁ ମିଳିଥିଲା । ଝାଡ଼ଖଣ


ଲୋକସଭାରେ ସାନି ଟ୍ରିପଲ୍‌ ତଲାକ୍‌ ବିଲ୍‌ ଆଗତ

Anupambharat News Bureau | ଦେଶ | | 497 | Read...

ଲୋକସଭାରେ ସାନି ଟ୍ରିପଲ୍‌ ତଲାକ୍‌ ବିଲ୍‌ ଆଗତ

ନୂଆଦିଲ୍ଲୀ: ପୂର୍ବ ଏନ୍‌ଡ଼ିଏ ସରକାର ସମୟରେ ରାଜ୍ୟସଭାରେ ପାରିତ ହୋଇପାରିନଥିବା ‘ଟ୍ରିପଲ୍‌ ତଲାକ୍‌’ ବିଲ୍‌ ନୂଆ ରୂପରେ ଆଜି ଲୋକସଭାରେ ଆଗତ ହୋଇଛି । କେନ୍ଦ୍ର ଆଇନ୍ମନ୍ତ୍ରୀ ରବିଶଙ୍କର ପ୍ରସାଦ ବିରୋଧୀଙ୍କ ହୋ-ହ


ହିମାଚଳ ବସ ଦୁର୍ଘଟଣା: ୪୪ ଯାତ୍ରୀଙ୍କ ମୃତଦେହ ଉଦ୍ଧାର

Anupambharat News Bureau | ଦେଶ | | 496 | Read...

ହିମାଚଳ ବସ ଦୁର୍ଘଟଣା: ୪୪ ଯାତ୍ରୀଙ୍କ ମୃତଦେହ ଉଦ୍ଧାର

କୁଲ୍ଲì: ହିମାଚଳ ପ୍ରଦେଶର କୁଲ୍ଲì ଜିଲ୍ଲାରେ ଗୁରୁବାର ଏକ ମର୍ମ;ୁଦ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ୪୪ ଜଣ ଯାତ୍ରୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ବଞ୍ଜର ଅଞ୍ଚଳର ୬୦ରୁ ଅଧିକ ଯାତ୍ରୀ ଥିବା ବେଳେ କିଛି ଆହତ


ଓମ୍‌ ବିର୍ଲା ଲୋକସଭା ବାଚସ୍ପତି

Anupambharat News Bureau | ଦେଶ | | 486 | Read...

ଓମ୍‌ ବିର୍ଲା ଲୋକସଭା ବାଚସ୍ପତି

ନୂଆଦିଲ୍ଲୀ,୧୯ା୬: ସପ୍ତଦଶ ଲୋକସଭାର ବାଚସ୍ପତି ଭାବେ ଆଜି ଓମ୍‌ ବିର୍ଲା ନିର୍ବାଚିତ ହୋଇଛନ୍ତି । ବିଜେପିର ଏହି ବରିଷ୍ଠ ନେତା ଆଜି ଏହି ପଦବୀ ଲାଗି ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଓମ୍‌ ବିର୍ଲାଙ୍କ ପ୍ରାର୍ଥିତ


ପାଣି ପାଇଁ ଚେନ୍ନାଇରେ ହାହାକାର

Anupambharat News Bureau | ଦେଶ | | 483 | Read...

ପାଣି ପାଇଁ ଚେନ୍ନାଇରେ ହାହାକାର

ଚେନ୍ନାଇ: ଦେଶର ଅଳ୍ପ ସ୍ଥାନରେ ମୌସୁମୀ ଛୁଇଁଥିୁବା ବେଳେ ଅନେକ ସ୍ଥାନରେ ମୌସୁମୀ ପହଞ୍ଚିବାକୁ ବାକି ରହିଛିଛ ଇତିମଧ୍ୟରେ ତାମିଲନାଡୁ ରାଜଧାନୀ ଚେନ୍ନାଇରେ ପାଣି ପାଇଁ ଘୋର ସମସ୍ୟା ଦେଖାଦେଇଛି । ପ୍ରଚଣ୍ଡ ଖରା ଯୋଗୁ ଭୂତଳ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page