ଦୁଇ ମାଓବାଦୀ ମୃତ

July 23, 2020, ଓଡ଼ିଶା, , Anupambharat News Bureau


ଦୁଇ ମାଓବାଦୀ ମୃତ
Anupambharat News Bureau
July 23, 2020

ଫୁଲବାଣୀ, ୨୩ା୭ (ଅନୁପମ ମିଡ଼ିଆ): କନ୍ଧମାଳରେ ଗୁରୁବାର ସନ୍ଧ୍ୟାରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେବା ଫଳରେ ଦୁଇ ଜଣ ମାଓବାଦୀଙ୍କ ମୃତୁ୍ୟ ଘଟିଥିବା ଜଣାପଡିଛି । ଏ ସମ୍ପର୍କରେ ସୂଚନା ଦେଇ ପୁଲିସ ଡିଜି ଅଭୟ କହିଛନ୍ତି ଆଜି ସନ୍ଧ୍ୟାରେ ମାଓବାଦୀମାନେ ପ୍ରଥମେ ଏସଓଜି (ସ୍ପେଶାଲ ଅପରେସନ ଗ୍ରୁପ) ଓ ଡିଭିଏଫ (ଡିଷ୍ଟ୍ରିକଫ ଭଲୁ୍ୟଣ୍ଟାରୀ ଫୋର୍ସ) ଉପରକୁ ଗୁଳି ଚାଲାଣ କରିବା ଫଳରେ ସୁରକ୍ଷା କର୍ମୀମାନେ ପାଲଟା ଗୁଳି ଚାଲାଣ କରିଥିଲେ । ବହୁ ସମୟ ଧରି ଗୁଳି ବିନିମୟ ପରେ ଦୁଇ ମାଓବାଦୀଙ୍କ ମୃତୁ୍ୟ ହୋଇଥିବା ସ୍ପଷ୍ଟ ହୋଇଛି । ସେମାନଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଅନ୍ୟ ଜଣେ ମହିଳା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜସ୍ଥାନ ବାଚସ୍ପତିଙ୍କୁ ଝଟ୍‌କା : ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ମନାକଲେ ସୁପ୍ରିମକୋର୍ଟ

ରାଜସ୍ଥାନ ବାଚସ୍ପତିଙ୍କୁ ଝଟ୍‌କା : ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ମନାକଲେ ସୁପ୍ରିମକୋର୍ଟ

Read More...

ଦେଶରେ ସଂକ୍ରମଣ ସ୍ଥିତି ଗମ୍ଭୀର

ଦେଶରେ ସଂକ୍ରମଣ ସ୍ଥିତି ଗମ୍ଭୀର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page