’ମହାଭାରତ’ ଆକ୍ଟର ସତୀଶ କୌଲଙ୍କ ପରଲୋକ

April 10, 2021, ଦେଶ, , Anupambharat News Bureau


’ମହାଭାରତ’ ଆକ୍ଟର ସତୀଶ କୌଲଙ୍କ ପରଲୋକ
Anupambharat News Bureau
April 10, 2021

ନୂଆଦିଲ୍ଲୀ: ଆରପାରିରେ ଭେଟେରାନ୍ ଅଭିନେତା ସତୀଶ କୌଲ। ସେ ପ୍ରାୟ ୩୦୦ ପଞ୍ଜାବୀ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଲୋକପ୍ରିୟ ଟିଭି ଶୋ ମହାଭାରତରେ ପ୍ରଭୁ ଇନ୍ଦ୍ରଙ୍କ ଭୂମିକାରେ ଅଭିନୟ କରି ସେ ପ୍ରସିଦ୍ଧିତା ଲାଭ କିଥିଲେ। ଶନିବାର ଦିନ ଲୁଧିଆନାରେ ୭୪ ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଛି। କରୋନା ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ସତୀଶଙ୍କ ଭଉଣୀ ସତ୍ୟା ଦେବୀ କହିଛନ୍ତି ଯେ, ‘ଗତ ପାଞ୍ଚ ଦିନ ଧରି ତାଙ୍କର ଜ୍ୱର ହୋଇଥିଲା ଏବଂ ସେ ଅସୁସ୍ଥ ଥିଲେ। ତେଣୁ ଗୁରୁବାର ଦିନ ଆମେ ତାଙ୍କୁ ଶ୍ରୀ ରାମା ଚାରିଟେବୁଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲୁ ଏବଂ ପରେ ତାଙ୍କର କରୋନା ରିପୋର୍ଟ ପଜିଟଭ ଆସିଥିବା ଜାଣିବାକୁ ପାଇଥିଲୁ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୋଭିଡ୍‌ ନିୟମ ଉଲ୍ଲଂଘନ କରି ଜରିମାନା ଭରିଲେ ପ୍ରଧାନମନ୍ତ୍ରୀ

କୋଭିଡ୍‌ ନିୟମ ଉଲ୍ଲଂଘନ କରି ଜରିମାନା ଭରିଲେ ପ୍ରଧାନମନ୍ତ୍ରୀ

Read More...

ଟ୍ରକ୍‌ ଦୁର୍ଘଟଣାରେ ୧୦ ମୃତ

ଟ୍ରକ୍‌ ଦୁର୍ଘଟଣାରେ ୧୦ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page