କ୍ରୀଡ଼ା : Category News


ଦୀପଗ୍ରେସ, ବିରେନ୍ଦ୍ର ମହିଳା ଓ ପୁରୁଷ ଦଳର ଉପ ଅଧିନାୟକ

Anupambharat News Bureau | କ୍ରୀଡ଼ା | | 2279 | Read...

ଦୀପଗ୍ରେସ, ବିରେନ୍ଦ୍ର ମହିଳା ଓ ପୁରୁଷ ଦଳର ଉପ ଅଧିନାୟକ

ଭୁବନେଶ୍ୱର, ୨୨ା୬(ଅନୁପମ ମିଡ଼ିଆ): ଟୋକିଓ ଅଲମ୍ପିକ୍ସ ପାଇଁ ଭାରତୀୟ ହକି ଦଳରେ ସ୍ଥାନ ପାଇଥିବା ଦୀପଗ୍ରେସ ଏMା ଓ ବିରେନ୍ଦ୍ର ଲାକ୍ରା ଯଥାକ୍ରମେ ମହିଳା ଓ ପୁରୁଷ ଦଳ ପକ୍ଷରୁ ଉପ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ । ଏଥିପାଇଁ ମୁଖ


ମିଲ୍‍ଖା ସିଂହଙ୍କ ପରଲୋକ

Anupambharat News Bureau | କ୍ରୀଡ଼ା | | 2266 | Read...

  ମିଲ୍‍ଖା ସିଂହଙ୍କ ପରଲୋକ

ନୂଆଦିଲ୍ଲ୍ଲୀ: ଭାରତୀୟ ଦୌଡ଼କୁଦ ଜଗତର ମିଲ୍‍ଖା ସିଂହଙ୍କ ପରଲୋକ ଘଟିଛି, ସେ କରୋନା ପରବର୍ତ୍ତୀ ଜଟିଳତାରେ ପୀଡିତ ଥିଲେ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ଗତ ମେ’ ମାସରେ


ଆଜିଠୁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌

Anupambharat News Bureau | କ୍ରୀଡ଼ା | | 2260 | Read...

ଆଜିଠୁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌

ସାଉଥମ୍ପଟନ୍‌,୧୭ା୬: ବହୁ ପ୍ରତୀକ୍ଷିତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ (ଡବ୍ଲୁଟିସି) ଫାଇନାଲ୍‌ ଶୁକ୍ରବାରଠାରୁ ଆରମ୍ଭ ହେଉଛି । ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତର ମୁକାବିଲା କେନ୍‌ ୱିଲିୟମସନଙ୍କ ନୁ୍ୟଜିଲାଣ୍ଡ ସହ


ଆଇପିଏଲ୍‌ : ବିଦେଶୀ ଖେଳାଳିଙ୍କ ଦରମା କାଟିପାରେ ବିସିସିଆଇ

Anupambharat News Bureau | କ୍ରୀଡ଼ା | | 2219 | Read...

ଆଇପିଏଲ୍‌  : ବିଦେଶୀ ଖେଳାଳିଙ୍କ ଦରମା କାଟିପାରେ ବିସିସିଆଇ

୨ା୬: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ଆଇପିଏଲର ଅବଶିଷ୍ଟ ୩୧ଟି ମ୍ୟାଚ୍‌ ଆୟୋଜନ ପାଇଁ ବିସିସିଆଇ ପ୍ରସ୍ତୁତି ଆରମ୍ଭ କରିଛି । ବୋର୍ଡ ସଭାପତି ସୌରଭ ଗାଙ୍ଗୁଲି ଏବଂ ସଚିବ ଜୟ ଶାହାଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ବର୍ତ୍ତ


ଖେଳାଳିଙ୍କ ମାନସିକ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ:କୋହଲି

Anupambharat News Bureau | କ୍ରୀଡ଼ା | | 2218 | Read...

ଖେଳାଳିଙ୍କ ମାନସିକ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ:କୋହଲି

ମୁମ୍ବାଇ,୨ା୬: ଇଂଲଣ୍ଡ ଯାତ୍ରା ପୂର୍ବରୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଖେଳାଳିଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱାରୋପ କରିଛନ୍ତି । କରୋନା ମହାମାରୀ ଯୋଗୁଁ ଖେଳାଳିଙ୍କୁ ଅଧିକ ସମୟ ବାୟୋ ବବଲରେ ବିତାଇବାକୁ ପଡ


ଟିମ୍ ଇଣ୍ଡିଆକୁ ବିସିସିଆଇର କଡ଼ା ଚେତାବନୀ

Anupambharat News Bureau | କ୍ରୀଡ଼ା | | 2176 | Read...

ଟିମ୍ ଇଣ୍ଡିଆକୁ ବିସିସିଆଇର କଡ଼ା ଚେତାବନୀ

ଦିଲ୍ଲୀ:ଟିମ୍ ଇଣ୍ଡିଆକୁ ବିସିସିଆଇର କଡ଼ା ଚେତାବନୀ । ଯଦି କରୋନା ପଜିଟିଭ ବାହାରିବ ତେବେ ଜୁନ୍ ୨ରେ ଥିବା ଇଂଲଣ୍ଡ ଗସ୍ତରୁ ବିଦା ହୋଇଯିବ । ଦିନକୁ ଦିନ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ସବୁଥିରେ ଲାଗିଛି ରୋକ୍ । ଆଉ ଏନେ


ପ୍ରଥମ ବିଜୟ ଲକ୍ଷ୍ୟରେ ହାଇଦ୍ରାବାଦ

Anupambharat News Bureau | କ୍ରୀଡ଼ା | | 2088 | Read...

ପ୍ରଥମ ବିଜୟ ଲକ୍ଷ୍ୟରେ ହାଇଦ୍ରାବାଦ

ଚେନ୍ନାଇ,୨୦ା୪: ବ୍ୟାଟ୍ସମ୍ୟାନଙ୍କ ନୈରାଶ୍ୟଜନକ ପ୍ରଦର୍ଶନ କାରଣରୁ ପ୍ରଥମ ତିନୋଟି ମ୍ୟାଚ୍‌ ହାରିଥିବା ସନରାଇଜର୍ସ ହାଇଦ୍ରାବାଦ ବୁଧବାର ଆଇପିଏଲରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ । ଉଭୟ ଦଳର ନଜର ବିଜୟ ଉପରେ ରହିବ । ଏହି ସ


ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟି୨୦

Anupambharat News Bureau | କ୍ରୀଡ଼ା | | 1973 | Read...

ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟି୨୦

ଅହମ୍ମଦାବାଦ,୧୧ା୩: ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍‌ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଟେଷ୍ଟ ସିରିଜରେ ଇଂଲଣ୍ଡକୁ ୩-୧ରେ ହରାଇବା ପରେ ଟି୨୦ରେ ମଧ୍ୟ ପ୍ରାଧାନ୍ୟ


ପୁଣି ଅଶ୍ୱିନ-ଅକ୍ଷର ମ୍ୟାଜିକ୍‌ : ପ୍ରଥମ ଇନିଂସରେ ଇଂଲଣ୍ଡ ୨୦୫ରେ ଅଲ୍‌ଆଉଟ୍‌, ଭାରତ ୨୪/୧

Anupambharat News Bureau | କ୍ରୀଡ଼ା | | 1940 | Read...

ପୁଣି ଅଶ୍ୱିନ-ଅକ୍ଷର ମ୍ୟାଜିକ୍‌ : ପ୍ରଥମ ଇନିଂସରେ ଇଂଲଣ୍ଡ ୨୦୫ରେ ଅଲ୍‌ଆଉଟ୍‌, ଭାରତ ୨୪/୧

ଅହମ୍ମଦାବାଦ,୪ା୩: ରବିଚନ୍ଦ୍ରନ ଅଶ୍ୱିନ ଓ ଅକ୍ଷର ପଟେଲଙ୍କ ସ୍ପିନ ଚକ୍ରବ୍ୟୁହରେ ପୁଣି ଫସିଛି ଇଂଲଣ୍ଡ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟର ପ୍ରଥମ ଦିନରେ ଏହି ଭାରତ


ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର, କଥା ହେଲେ ମୋଦି

Anupambharat News Bureau | କ୍ରୀଡ଼ା | | 1760 | Read...

ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର, କଥା ହେଲେ ମୋଦି

କୋଲକାତା,୩ା୧: ବିସିିସିଆଇ ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଗାଙ୍ଗୁଲି ଗତକାଲି ହୃଦଘାତର ଶିକାର ହୋଇଥିଲେ । ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିଲା । ବର୍ତ୍ତମାନ ସେ ଠିକ


ନମିତା ଟେªା ପାଇଲେ ଏକଲବ୍ୟ ପୁରସ୍କାର

Anupambharat News Bureau | କ୍ରୀଡ଼ା | | 1733 | Read...

ନମିତା ଟେªା ପାଇଲେ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର, ୨୭ା୧୨(ଅନୁପମ ମିଡ଼ିଆ): ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟେªାଙ୍କୁ ଏକଲବ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଛି । ତାଙ୍କୁ ପୁରସ୍କାର ବାବଦକୁ ୫ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି । ସେହିପରି ଭାରୋତ୍ତ


ଦଳ ଚୟନ ପୂର୍ବରୁ ଅଭ୍ୟାସ୍‌ ମ୍ୟାଚ୍‌ରେ ସଂଘର୍ଷ କରୁଛନ୍ତି ଅର୍ଜୁନ୍‌ ତେନ୍ଦୁଲକର

Anupambharat News Bureau | କ୍ରୀଡ଼ା | | 1732 | Read...

ଦଳ ଚୟନ ପୂର୍ବରୁ ଅଭ୍ୟାସ୍‌ ମ୍ୟାଚ୍‌ରେ ସଂଘର୍ଷ କରୁଛନ୍ତି ଅର୍ଜୁନ୍‌ ତେନ୍ଦୁଲକର

ନୂଆଦିଲ୍ଲୀ,୨୭ ।୧୨:ଭାରତର ବ୍ୟାଟିଂ ମହାରଥି ସଚିନ୍‌ ତେନ୍ଦୁଲକର ଙ୍କ ପୁଅ ଅର୍ଜୁନ୍‌ ତେନ୍ଦୁଲକର ଅଭ୍ୟାସ୍‌ ମ୍ୟାଚ୍‌ରେ ରନ୍‌ ସଂଗ୍ରହ କରିବାକୁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି । ସୟଦ୍‌ ମୁସ୍ତାକ୍‌ ଅଲ୍ଲୀ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page