କ୍ରୀଡ଼ା : Category News


ଭାରତୀୟ ଦଳରେ ହାର୍ଦ୍ଦିକଙ୍କ ସହ କେହି ତୁଳନୀୟ ନୁହଁନ୍ତି: ସେହ୍ୱାଗ୍‌

Anupambharat News Bureau | କ୍ରୀଡ଼ା | | 104 | Read...

ଭାରତୀୟ ଦଳରେ ହାର୍ଦ୍ଦିକଙ୍କ ସହ କେହି ତୁଳନୀୟ ନୁହଁନ୍ତି: ସେହ୍ୱାଗ୍‌

ନୂଆଦିଲ୍ଲୀ,୧୫ ।୫: ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ପୂର୍ବତନ ଓପନର ବୀରେନ୍ଦ୍ର ସେହ୍ୱାଗ୍‌ । ଭାରତୀୟ ଦଳରେ ସମ୍ପ୍ରତି ହାର୍ଦ୍ଦିକଙ୍କ ପ୍ରତିଭାର ତୁଳନା ନାହିଁ । ଏଥିପାଇଁ ସେ ଭାର


ସିଏଟ୍‌ ପୁରସ୍କାର: କୋହଲି ଶ୍ରେଷ୍ଠ କ୍ରିକେଟର

Anupambharat News Bureau | କ୍ରୀଡ଼ା | | 91 | Read...

ସିଏଟ୍‌ ପୁରସ୍କାର: କୋହଲି ଶ୍ରେଷ୍ଠ କ୍ରିକେଟର

ମୁମ୍ବାଇ,୧୪ ।୫: ସିଏଟ୍‌ କ୍ରିକେଟ୍‌ ରେଟିଂ ଅନ୍ତର୍ଜାତୀୟ ପୁରସ୍କାରରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଶ୍ରେଷ୍ଠ ବିବେଚିତ ହୋଇଛନ୍ତି । କୋହଲି ଶ୍ରେଷ୍ଠ ଅନ୍ତର୍ଜାତୀୟ କ୍ରିକେଟର ସହ ୨୦୧୮ ସିଜନ୍‌ର ଶ୍ରେଷ୍ଠ


ଲକ୍ଷ୍ମୀ ପ୍ରଥମ ମହିଳା ଆଇସିସି ରେଫରୀ

Anupambharat News Bureau | କ୍ରୀଡ଼ା | | 90 | Read...

ଲକ୍ଷ୍ମୀ ପ୍ରଥମ ମହିଳା ଆଇସିସି ରେଫରୀ

ଦୁବାଇ,୧୪ ।୫: ପୂର୍ବତନ ଭାରତୀୟ ମହିଳା କ୍ରିକେଟର ଜିଏସ୍‌ ଲକ୍ଷ୍ମୀ ଇତିହାସ ରଚିଛନ୍ତି । ସେ ପ୍ରଥମ ମହିଳା ଭାବେ ଆଇସିସି ମ୍ୟାଚ୍‌ ରେଫରୀ ପ୍ୟାନେଲ୍‌ରେ ସାମିଲ ହୋଇଛନ୍ତି । ଲକ୍ଷ୍ମୀ ଏବେ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ର


କୋହଲିଙ୍କ ନେତୃତ୍ୱାଧିନ ଭାରତ ଏକ ସନ୍ତୁଳନ ଦଳ: ଜଣ୍ଟି

Anupambharat News Bureau | କ୍ରୀଡ଼ା | | 71 | Read...

କୋହଲିଙ୍କ ନେତୃତ୍ୱାଧିନ ଭାରତ ଏକ ସନ୍ତୁଳନ ଦଳ: ଜଣ୍ଟି

ନୂଆଦିଲ୍ଲୀ,୧୩ ।୫: ବିରାଟ କୋହଲିଙ୍କ ନେତୃତ୍ୱାଧିନ ଭାରତ ଏକ ସନ୍ତୁଳନ ଦଳ ବୋଲି ଦକ୍ଷିଣ ଆଫି୍ରକାର ପୂର୍ବତନ ଷ୍ଟାର୍‌ ଫିଲïର ଜଣ୍ଟି ରୋଡ୍ସ ପ୍ରକାଶ କରିଛନ୍ତି । ଚଳିତବର୍ଷ ଇଂଲଣ୍ଡ ଠାରେ ଆଇସିସି କ୍ରିକେଟ୍‌ ବିଶ୍ୱକପ


ମୁମ୍ବାଇ ଚାମ୍ପିଆନ୍‌

Anupambharat News Bureau | କ୍ରୀଡ଼ା | | 51 | Read...

ମୁମ୍ବାଇ ଚାମ୍ପିଆନ୍‌

ହାଇଦ୍ରାବାଦ,୧୨ା୫: ଟିମ୍‌ ମୁମ୍ବାଇ ରେକର୍ଡ଼ ଚତୁର୍ଥ ଥର ପାଇଁ ଆଇପିଏଲ ଟ୍ରଫି ବିଜୟୀ ହୋଇଛି । ଆଜି ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଚେନ୍ନାଇକୁ ୧ ରନ୍‌ରେ ପରାଜିତ କରି ମୁମ୍ବାଇ ଇଣ୍ଡିଆନ୍ସ ଦ୍ୱାଦଶ ଇଣ୍ଡିଆନ୍‌ ପ୍ରିମିୟର


ମୁମ୍ବାଇ-ଚେନ୍ନାଇ ଫାଇନାଲ୍‌ ମୁକାବିଲା

Anupambharat News Bureau | କ୍ରୀଡ଼ା | | 46 | Read...

ମୁମ୍ବାଇ-ଚେନ୍ନାଇ ଫାଇନାଲ୍‌ ମୁକାବିଲା

ହାଇଦ୍ରାବାଦ୍‌,୧୧ ।୫:ଚଳିତ ଆଇପିଏଲ୍‌ର ସବୁଠାରୁ ଦୁଇଟି ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ରବିବାର ରାଜୀବଗାନ୍ଧୀ ଇଣ୍ଟରନ୍ୟାଶନାଲ୍‌ କି୍ରକେଟ୍‌ ଷ୍ଟାଡିୟମ୍‌ ଉପାଲ୍‌, ହାଇଦ୍ରାବା


ଆଇପିଏଲ୍‌ ଫାଇନାଲ୍‌ ଟିକେଟ୍‌ ୨ ମିନିଟ୍‌ରେ ଶେଷ

Anupambharat News Bureau | କ୍ରୀଡ଼ା | | 29 | Read...

ଆଇପିଏଲ୍‌ ଫାଇନାଲ୍‌  ଟିକେଟ୍‌ ୨ ମିନିଟ୍‌ରେ ଶେଷ

ନୂଆଦିଲ୍ଲୀ,୯ ।୫: ଆଇପିଏଲ୍‌ ଫାଇନାଲ୍‌ ପାଇଁ ସବୁ ଟିକେଟ୍‌ ମାତ୍ର ୨ ମିନିଟ୍‌ରେ ବିକ୍ରି ହୋଇଯାଇଛି । ଅନେକ କ୍ରିକେଟ୍‌ପ୍ରେମୀ ଟିକେଟ୍‌ରୁ ବଞ୍ଚିତ ହୋଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେମାନେ ଟିକେଟ୍‌ ବ


ଷ୍ଟିମାକ୍‌ ହେବେ ଭାରତର ପରବର୍ତ୍ତୀ ଫୁଟ୍‌ବଲ୍‌ କୋଚ୍‌

Anupambharat News Bureau | କ୍ରୀଡ଼ା | | 28 | Read...

ଷ୍ଟିମାକ୍‌ ହେବେ ଭାରତର ପରବର୍ତ୍ତୀ ଫୁଟ୍‌ବଲ୍‌ କୋଚ୍‌

ନୂଆଦିଲ୍ଲୀ,୯ ।୫: କ୍ରୋଏସିଆର ପୂର୍ବତନ ଖେଳାଳି ତଥା ମ୍ୟାନେଜର ଇଗୋର ଷ୍ଟିମାକ୍‌ ଭାରତୀୟ ପୁରୁଷ ଫୁଟ୍‌ବଲ ଦଳର ପରବର୍ତ୍ତୀ କୋଚ୍‌ ଭାବେ ନିଯୁକ୍ତ ହେବେ । ଏନେଇ ସର୍ବଭାରତୀୟ ଫୁଟ୍‌ବଲ୍‌ ସଂଘ (ଏଆଇଏଫ୍‌ଏଫ୍‌)ର ଟେକ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page