ଶିଳ୍ପ ବାଣିଜ୍ୟ : Category News


ପୁଞ୍ଜିବଜାରରେ ବିପର୍ଯ୍ୟୟ,: ସୂଚକାଙ୍କରେ ୩୦୦ ପଏଣ୍ଟ ଖସିଲା

Anupambharat News Bureau | ଶିଳ୍ପ ବାଣିଜ୍ୟ | | 2423 | Read...

ପୁଞ୍ଜିବଜାରରେ ବିପର୍ଯ୍ୟୟ,:   ସୂଚକାଙ୍କରେ ୩୦୦ ପଏଣ୍ଟ ଖସିଲା

ମୁମ୍ବାଇ:ବିଶ୍ୱବଜାରରେ ଅସ୍ଥିରତାର ପ୍ରଭାବ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଉପରେ ପଡିବା କାରଣରୁ ଆଜି ବିପର୍ଯ୍ୟୟ ସୃଷ୍ଟି ହେବା ସହ ସୂଚକାଙ୍କ ୩୦୦ ପଏଣ୍ଟ ହ୍ରାସ ପାଇଛି । ଟାଟା ଷ୍ଟିଲ ସେୟାର ସର୍ବାଧିକ ପ୍ରଭାବିତ ହୋଇଥିବା ବେଳ


ସର୍ବୋଚ୍ଚସ୍ତରରେ ମୁଦ୍ରା ସଂରକ୍ଷଣ ଭଣ୍ଡାର

Anupambharat News Bureau | ଶିଳ୍ପ ବାଣିଜ୍ୟ | | 2319 | Read...

 ସର୍ବୋଚ୍ଚସ୍ତରରେ ମୁଦ୍ରା ସଂରକ୍ଷଣ ଭଣ୍ଡାର

ମୁମ୍ବଇ,୧୭ା୭: ଦେଶର ମୁଦ୍ର ସଂରକ୍ଷଣ ଭଣ୍ଡାର(ଫରେକ୍ସ ରିଜର୍ଭ ରେସିଓ)ରେ ୧.୮୮୩ ବିଲିୟନ ଡଲାର ବୃଦ୍ଧି ସହ ରେକର୍ଡ ସ୍ତର ୬୧୧.୮୯୫ ବିଲିୟନ ଡଲାର ହୋଇଛି । ଜୁନ ୯ରେ ଶେଷ ହୋଇଥିବା ସପ୍ତାହରେ ସ୍ତର ଏହା ଥିବା ବେଳେ ପୂର୍ବ ସପ୍ତା


ପେଟ୍ରୋଲ ମୂଲ୍ୟ ବୃଦ୍ଧିିି, ଡିଜେଲ ସ୍ଥିର

Anupambharat News Bureau | ଶିଳ୍ପ ବାଣିଜ୍ୟ | | 2318 | Read...

ପେଟ୍ରୋଲ ମୂଲ୍ୟ ବୃଦ୍ଧିିି, ଡିଜେଲ ସ୍ଥିର

ମୁମ୍ବଇ,୧୭ା୭:ଆନ୍ତର୍ଜାତିକ କାରଣରୁ ପେଟ୍ରୋଲ ଦର ବୃଦ୍ଧି ଅବ୍ୟାହତ ରହିଛି । ଏଭଳି ଦରବୃଦ୍ଧି ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି । ଆୟ ହ୍ରାସ ପାଉଥିବା ଏବଂ ଖାଦ୍ୟ ଦ୍ରବ୍ୟର ମୁîଲ୍ୟ ବୃଦ୍ଧି ବେଳେ ତୈଳ ଦର ବୃଦ୍ଧି ଏବେ ଦେଶର


ଡିଜିଟାଲ୍‌ ପେମେଣ୍ଟର ଅଂଶଧନ ବୃଦ୍ଧି

Anupambharat News Bureau | ଶିଳ୍ପ ବାଣିଜ୍ୟ | | 2196 | Read...

ଡିଜିଟାଲ୍‌ ପେମେଣ୍ଟର ଅଂଶଧନ ବୃଦ୍ଧି

ମୁମ୍ବାଇ : ରିଅଲ ଟାଇମ ପେମେଣ୍ଟ କାରବାର ଦୃଷ୍ଟିରୁ ସମଗ୍ର ବିଶ୍ୱର ଶ୍ରେଷ୍ଠ ୧୦ଟି ଦେଶରେ ଭାରତ ଶୀର୍ଷରେ ରହିଛି । ଚୀନ୍‌ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଆମେରିକା ପରି ଏକ ବିକଶିତ ଦେଶ ଏହି କ୍ଷେତ୍ରରେ ୯ ନମ୍ବରରେ ଅଛି । ଜାପା


ବଜେଟ୍‌ ଆପ୍‌ ଉନ୍ମୋଚିିତ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 1806 | Read...

ବଜେଟ୍‌ ଆପ୍‌ ଉନ୍ମୋଚିିତ

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଚଳିତବର୍ଷ ବଜେଟ୍‌ ପ୍ରସ୍ତୁତିରେ ଅନେକ ପରିବର୍ତ୍ତନ ଅଣାଯାଇଛି । ବଜେଟ୍‌ ବହି ଛାପି ଏମ୍ପଲୟ ମାନଙ୍କୁ ପ୍ରଦାନ କରିବା ପରିବର୍ତ୍ତେ ସେମାନଙ୍କୁ ସଫଫ କପିରେ ଏହାକୁ ଉପଲବ୍ଧ କରାଯିବ ।


ବ୍ୟାଙ୍କରେ ସେଭିଂ ଆକାଉଣ୍ଟ ବନ୍ଦ କଲେ ଦେବାକୁ ପଡିବନି ଚାର୍ଜ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 1804 | Read...

ବ୍ୟାଙ୍କରେ ସେଭିଂ ଆକାଉଣ୍ଟ ବନ୍ଦ କଲେ ଦେବାକୁ ପଡିବନି ଚାର୍ଜ

ନୂଆଦିଲ୍ଲୀ: ସେଭିଂ ଆକାଉଣ୍ଟ ରଖିବାରେ ଅନେକଙ୍କୁ ବହୁ ଅସୁବିଧା ହୋଇଥାଏ । ବ୍ୟାଙ୍କରେ ସେଭିଂ ଖାତାକୁ ଆକଫିଭ ରଖିବା ପାଇଁ ହାରାହାରି ତ୍ରୈମାସିକ ସ;ୁଳନ ବଜାୟ ରଖିବାକୁ ପଡିବ । ଏହାଛଡା ଆୟକର ରିଟର୍ଣ୍ଣରେ ମଧ୍ୟ ସମସ୍ତଙ୍କର


ବିଦେଶରୁ ଫେରିବ କଳାଧନ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 1765 | Read...

ବିଦେଶରୁ ଫେରିବ କଳାଧନ

ନୂଆଦିଲ୍ଲୀ: ବିଦେଶରେ ଥିବା କଳାଧନ ବିଷୟରେ ବିଭିନ୍ନ ଉପାୟରେ କେନ୍ଦ୍ର ସରକାରଙ୍କ ପାଖକୁ ତଥ୍ୟ ଓ ସୂଚନା ପହଞ୍ଚୁଛି । ନିକଟ ଅତୀତରେ ଅନେକ ଦେଶ ଓ ସଂସ୍ଥା ସହ ତଥ୍ୟ ଆଦାନପ୍ରଦାନ ପାଇଁ ସରକାର ଚୁକ୍ତି କରିଥିଲେ । ସେଥିରୁ ଅନେ


ସରିଲା ଡେଡ୍‌ଲାଇନ, କଟିବ ଫାଇନ୍‌

Anupambharat News Bureau | ଶିଳ୍ପ ବାଣିଜ୍ୟ | | 1764 | Read...

ସରିଲା ଡେଡ୍‌ଲାଇନ, କଟିବ ଫାଇନ୍‌

ନୂଆଦିଲ୍ଲୀ : ଗତ ରବିବାର ଥିଲା ୨୦୧୯-୨୦ ଆର୍ଥିକ ବର୍ଷର ଆୟକର ରିଟର୍ନ ଦାଖଲ କରିବାର ଶେଷ ଦିନ । ଏହା ପୂର୍ବରୁ ଆଇଟିଆର ଫାଇଲ କରିବାର ଶେଷ ତାରିଖ ଡିସେମ୍ବର ୩୧ ରହିଥିଲା । ବିଭାଗୀୟ ତ୍ରୁଟି ଓ କରଦାତାଙ୍କ ନିବେଦନକୁ ସମ୍ମାନ ଜ


ବଢୁଛି ବିଟ କଏନ ବ୍ୟବହାର: ୨୦୩୦ ବେଳକୁ ୧କୋଟି ଛୁଇଁବ ମୂଲ୍ୟ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 1763 | Read...

ବଢୁଛି ବିଟ କଏନ ବ୍ୟବହାର: ୨୦୩୦ ବେଳକୁ ୧କୋଟି ଛୁଇଁବ ମୂଲ୍ୟ

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ବିଟ୍‌ କଏନ୍‌ର ବ୍ୟବହାର ଓ ଚାହିଦା ମାତ୍ରାଧିକ ବୃଦ୍ଧି ପାଉଛି ।ଫଳରେ ଦେଶ ବିଦେଶରେ ପ୍ରଚଳିତ ବିଭିନ୍ନ ମୁଦ୍ରାର ଏକ ବିକଳ୍ପ ହୋଇଛି ଏହି ବିଟ୍‌ କଏନ୍‌ । ଭାରତରେ ଟଙ୍କା, ଆମେରିକାରେ ଡ


ଭାରତର ଧନୀ ମହିଳା ବ୍ୟବସାୟୀଙ୍କ ମଧ୍ୟରେ ରୋସନି ଓ କିରୋନ୍‌

Anupambharat News Bureau | ଶିଳ୍ପ ବାଣିଜ୍ୟ | | 1644 | Read...

ଭାରତର ଧନୀ ମହିଳା ବ୍ୟବସାୟୀଙ୍କ ମଧ୍ୟରେ ରୋସନି ଓ କିରୋନ୍‌

ନୂଆଦିଲ୍ଲୀ:ଭାରତର ଧନୀ ମହିଳା ବ୍ୟବସାୟୀଙ୍କ ମଧ୍ୟରେ ରୋସନି ନାଡର ମାଲ୍‌ହୋତ୍ରା ଓ କିରୋନ୍‌ ମଞ୍ଜୁଦାର ଶାହା ରହିଛନ୍ତି । ରୋସନି ଆଇଟି କମ୍ପାନୀ ଏଚ୍‌ସିଏଲ୍‌ ଟେକ୍ନୋଲୋଜିର ଚେୟାର୍‌ମ୍ୟାନ୍‌ ହୋଇଛନ୍ତି । ଭାରତର


ୱାଟ୍ସଅପ୍‌ରେ ଆରମ୍ଭ ହେଲା ଶପିଂ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 1600 | Read...

ୱାଟ୍ସଅପ୍‌ରେ ଆରମ୍ଭ ହେଲା ଶପିଂ

ନୂଆଦିଲ୍ଲୀ:ଗତ କିଛି ଦିନ ହେବ ଲଗାତାର ଗୋଟିଏ ପରେ ଗୋଟିଏ ଫିଚର ଆଣୁଛିଛ ଏହି କ୍ରମରେ ଘhଚ୍ଚଟ୍ଟଟଅଞ୍ଛଞ୍ଛ ଏବେ ଆପ୍ରେ ଶପିଂ ବଟନ୍‌ ଆଡ୍‌ କରୁଛିଛ କମ୍ପାନୀ କହିବା ଅନୁସାରେ ଏହି ଫିଚର ବ୍ୟବସାୟ ପାଇଁ ଲାଭଦାୟକ ରହିବ ଏବଂ ସେ


କିଆ ସୋନେଟ୍‌ ପ୍ରଥମଦିନର ବୁକିଂ ୬,୫୨୩

Anupambharat News Bureau | ଶିଳ୍ପ ବାଣିଜ୍ୟ | | 1535 | Read...

କିଆ ସୋନେଟ୍‌ ପ୍ରଥମଦିନର ବୁକିଂ ୬,୫୨୩

ନୂଆଦିଲ୍ଲୀ:କିଆ ସୋନେଟ୍‌ ପ୍ରଥମଥର ବୁକିଂ ୬,୫୨୩ ରହିଥିବା ଜଣାପଡିଛି ।ସୋନେଟ୍‌ ସେପେଫମ୍ବରରେ ବଜାର ପ୍ରବେଶ କରିବ । ଅନ୍ୟ କାର୍‌ ଗୁଡିକ ତୁଳନାରେ ଅଧିକ ପ୍ରତିଯୋଗିତା କରିବ । ଯେଉଁଥିରେ ସବ୍‌କମ୍ପାଟ୍‌ ଏସ୍‌ୟୁଭ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page