ଶିଳ୍ପ ବାଣିଜ୍ୟ : Category News


ୱାଟ୍ସଅପ୍‌ରେ ଆରମ୍ଭ ହେଲା ଶପିଂ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 1600 | Read...

ୱାଟ୍ସଅପ୍‌ରେ ଆରମ୍ଭ ହେଲା ଶପିଂ

ନୂଆଦିଲ୍ଲୀ:ଗତ କିଛି ଦିନ ହେବ ଲଗାତାର ଗୋଟିଏ ପରେ ଗୋଟିଏ ଫିଚର ଆଣୁଛିଛ ଏହି କ୍ରମରେ ଘhଚ୍ଚଟ୍ଟଟଅଞ୍ଛଞ୍ଛ ଏବେ ଆପ୍ରେ ଶପିଂ ବଟନ୍‌ ଆଡ୍‌ କରୁଛିଛ କମ୍ପାନୀ କହିବା ଅନୁସାରେ ଏହି ଫିଚର ବ୍ୟବସାୟ ପାଇଁ ଲାଭଦାୟକ ରହିବ ଏବଂ ସେ�


କିଆ ସୋନେଟ୍‌ ପ୍ରଥମଦିନର ବୁକିଂ ୬,୫୨୩

Anupambharat News Bureau | ଶିଳ୍ପ ବାଣିଜ୍ୟ | | 1535 | Read...

କିଆ ସୋନେଟ୍‌ ପ୍ରଥମଦିନର ବୁକିଂ ୬,୫୨୩

ନୂଆଦିଲ୍ଲୀ:କିଆ ସୋନେଟ୍‌ ପ୍ରଥମଥର ବୁକିଂ ୬,୫୨୩ ରହିଥିବା ଜଣାପଡିଛି ।ସୋନେଟ୍‌ ସେପେଫମ୍ବରରେ ବଜାର ପ୍ରବେଶ କରିବ । ଅନ୍ୟ କାର୍‌ ଗୁଡିକ ତୁଳନାରେ ଅଧିକ ପ୍ରତିଯୋଗିତା କରିବ । ଯେଉଁଥିରେ ସବ୍‌କମ୍ପାଟ୍‌ ଏସ୍‌ୟୁଭ�


ଟୟେଟା ଆର୍ବାନ୍‌ କ୍ର୍ୟସେର୍‌ ବୁକିଂ ଆରମ୍ଭ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 1534 | Read...

ଟୟେଟା ଆର୍ବାନ୍‌ କ୍ର୍ୟସେର୍‌ ବୁକିଂ ଆରମ୍ଭ

ନୂଆଦିଲ୍ଲୀ:ଟୟେଟା ଇଣ୍ଡିଆ ପକ୍ଷରୁ ଆର୍ବାନ୍‌ କ୍ର୍ୟସେର୍‌ ସବ୍‌କମ୍ପାଟ୍‌ ଏସ୍‌ୟୁଭି ବୁକିଂ ଆରମ୍ଭ ହୋଇଛି । ଏହି ବୁକିଂଗୁଡିକ ଟୟେଟା ଡିଲରସିପ୍‌ ଓ ଅନ୍‌ଲାଇନ୍‌ରେ ହୋଇଛି । ବୁକିଂ ବାବଦରେ ଗ୍ରାହକଙ୍କୁ କେବଳ


ସୁନା ଓ ରୁପା ମୂଲ୍ୟରେ ହ୍ରାସ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 1533 | Read...

ସୁନା ଓ ରୁପା ମୂଲ୍ୟରେ ହ୍ରାସ

ନୂଆଦିଲ୍ଲୀ:ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ଧାତବ ପଦାର୍ଥ ସୁନା ଓ ରୁପା ମୂଲ୍ୟରେ ହ୍ରାସ ହୋଇଛି । ସୁନା ମୂଲ୍ୟରେ ୧୦ଗ୍ରାମ ପିଛା ୪ହଜାର ହ୍ରାସ ଚଳିତ ମାସରେ ହୋଇଛି । ସୁନା ଓ ରୁପା ମୂଲ୍ୟ ଭାରତୀୟ ବଜାରରେ ସପ୍ତାହିକରେ ହ୍ରାସ ଘଟ�


ଆସନ୍ତା ବିତ୍ତୀୟରେ ଅର୍ଥନୈତିକ ଅଭିବୃଦ୍ଧି ୬% ରହିବ :ନୀତି ଆୟୋଗ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 1362 | Read...

ଆସନ୍ତା ବିତ୍ତୀୟରେ ଅର୍ଥନୈତିକ ଅଭିବୃଦ୍ଧି ୬% ରହିବ :ନୀତି ଆୟୋଗ

ନୂଆଦିଲ୍ଲୀ:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଆସନ୍ତା ବିତ୍ତୀୟରେ ୬% ରହିବ ବୋଲି ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ପ୍ରକାଶ କରିଛନ୍ତି । ଦେଶର ଅର୍ଥନୀତି ଯେଭଳି ଭାବେ ହ୍ରାସ ହୋଇଛି,ସେଥିରେ ସୁଧାର ଆସିବ ବୋଲି କହିଛନ୍ତି ।


ନିରୁତ୍ସାହଜନକ ସ୍ଥିତିରେ ସେନ୍‌ସେକ୍ସ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 1353 | Read...

ନିରୁତ୍ସାହଜନକ ସ୍ଥିତିରେ ସେନ୍‌ସେକ୍ସ

ମୁମ୍ବାଇ:ଭାରତୀୟ ଷ୍ଟକ୍‌ ବଜାରରେ କାରବାର ମଧ୍ୟମଧରଣ ବୃଦ୍ଧି ହେବା ସହ ନିରୁତ୍ସାହଜନକ ସ୍ଥିତିରେ ରହିଥିଲା । ଫାଇ ନାସିଆଲ୍‌, ଅଟୋ ଓ ମେଟାଲ୍‌ କାଉଣ୍ଟରେ୍‌ ସାମାନ୍ୟ ଉନ୍ନତି ହୋଇଛି । ରିଲାଏନ୍ସ ଇଣ୍ଡଷ୍ଟି୍ରଜ୍‌ ଓ �


ସୁନା ଓ ରୁପା ମୂଲ୍ୟ ହ୍ରାସ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 930 | Read...

ସୁନା ଓ ରୁପା ମୂଲ୍ୟ ହ୍ରାସ

ନୂଆଦିଲ୍ଲୀ: ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ଧାତବ ପଦାର୍ଥ ସୁନା ଓ ରୁପା ମୂଲ୍ୟ ବୁଧବାର ହ୍ରାସ ହୋଇଛି । ୧୦ଗ୍ରାମ ପିଛା ସୁନା ୭୩ ଟଙ୍କା ହ୍ରାସ ହୋଇ ୩୮,୪୮୬ ଟଙ୍କା ଦେଶର ରାଜଧାନୀ ନଗରୀ ଦିଲ୍ଲୀରେ ରହିଥିଲା । ଫଳରେ ଟଙ୍କା ମୂଲ୍ୟର


ପିଆଜ ଦର ଆହୁରି ବଢିବା ଆଶଙ୍କା ନାସିକରେ ରେକର୍ଡ ଉଚ୍ଚତାରେ ପହଞ୍ଚିଲା ହୋଲସେଲ୍‌ ଦର

Anupambharat News Bureau | ଶିଳ୍ପ ବାଣିଜ୍ୟ | | 872 | Read...

ପିଆଜ ଦର ଆହୁରି ବଢିବା ଆଶଙ୍କା ନାସିକରେ ରେକର୍ଡ ଉଚ୍ଚତାରେ ପହଞ୍ଚିଲା ହୋଲସେଲ୍‌ ଦର

ନୂଆଦିଲ୍ଲୀ : କାର୍ତ୍ତିକ ମାସ ଓ ଅଦିନିଆ ବର୍ଷା ଯୋଗୁଁ ଏବେ ବଜାରରେ ପନିପରିବା ଦର ଆକାଶଛୁଆଁ ହୋଇଥିବାବେଳେ ପିଆଜ ଦର ଖାଉଟିଙ୍କୁ କନ୍ଦାଇବା ଆରମ୍ଭ କରିଛି । ପିଆଜ ଦର ଆଗକୁ ଆହୁରି ବଢିବାର ସମ୍ଭାବନା ରହିଛି । ଏହାର କାରଣ ହେଉ


ତୁରନ୍ତ ମିଳିବ ପାନକାର୍ଡ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 871 | Read...

ତୁରନ୍ତ ମିଳିବ ପାନକାର୍ଡ

ନୂଆଦିଲ୍ଲୀ : ଆଜି ପାନକାର୍ଡ ଉପରେ ନୂଆ ଘୋଷଣା ଆୟକର ବିଭାଗ କରିଛି । ଏଣିକି ଅନ୍‌ଲାଇନ୍‌ରେ ତୁରନ୍ତ ମିଳିପାରୁଥିବା ପ୍ୟାନ୍‌କାର୍ଡ ଉପଲବ୍ଧ ହେବ । ଯଦି ଆପଣଙ୍କ ପ୍ୟାନକାର୍ଡ ହଜିଯାଇଛି କିମ୍ବା ନଷ୍ଟ ହୋଇଯାଇଛି ଆପଣ ଚା�


ଭାରତୀୟ ବି କରିପାରିବେ ବ୍ଲାକ ଫ୍ରାଇଡେ ସେଲରେ ସପିଙ୍ଗ ଇଣ୍ଟରନେଶନାଲ ପ୍ରଡକଫ ଉପରେ ମିଳୁଛି ୪୫ ପ୍ରତିଶତ ଡ଼ିସକାଉଣ୍ଟ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 870 | Read...

ଭାରତୀୟ ବି କରିପାରିବେ ବ୍ଲାକ ଫ୍ରାଇଡେ ସେଲରେ ସପିଙ୍ଗ ଇଣ୍ଟରନେଶନାଲ ପ୍ରଡକଫ ଉପରେ ମିଳୁଛି ୪୫ ପ୍ରତିଶତ ଡ଼ିସକାଉଣ୍ଟ

ନୂଆଦିଲ୍ଲୀ : ପ୍ରତିବର୍ଷ ନଭେମ୍ବର ୨୯ ତାରିଖକୁ ବ୍ଲାକ ଫ୍ରାଇଡେ ଭାବରେ ସେଲିବ୍ରେଟ କରାଯାଇଥାଏ । ବିଶେଷ ଭାବେ ଏହିଦିନରେ କ୍ରିସମାସର ସପିଙ୍ଗ କରାଯାଇଥାଏ କି;ୁ ଏହାର ପ୍ରସ୍ତୁତି ନଭେମ୍ବରରୁ ହିଁ ଆରମ୍ଭ ହୋଇଯାଇଥାଏ । ପୂର�


ଏୟାରଟେଲ୍‌ର ବଡ଼ ଘୋଷଣା ପ୍ରିପେଡ୍‌ ରିଚାର୍ଜରେ ମିଳିବ ୪ ଲକ୍ଷ ଟଙ୍କାର ଇନ୍‌ସୁ୍ୟରାନ୍ସ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 859 | Read...

ଏୟାରଟେଲ୍‌ର ବଡ଼ ଘୋଷଣା ପ୍ରିପେଡ୍‌ ରିଚାର୍ଜରେ ମିଳିବ ୪ ଲକ୍ଷ ଟଙ୍କାର ଇନ୍‌ସୁ୍ୟରାନ୍ସ

ନୂଆଦିଲ୍ଲୀ, : ଭାରତୀୟ ଟେଲିକମ୍‌ କମ୍ପାନୀ ଭାରତୀ ଏୟାରଟେଲ ଏକ ବଡ଼ ଘୋଷଣା କରିଛି । ଏଣିକି ଏୟାରଟେଲ ପ୍ରିପେଡ ପ୍ଲାନ୍‌ରେ ଲାଇଫ୍‌ ଇନ୍‌ସୁ୍ୟରାନ୍ସ ଦିଆଯିବ । ଏଥିପାଇଁ ଇନ୍‌ସୁ୍ୟରାାନ୍ସ କମ୍ପାନୀ ଭାରତୀ ଏକ୍ସା (ଇhଚ୍


୯ ଘଣ୍ଟା ହୋଇପାରେ କାର୍ଯ୍ୟଦିବସ ସମୟ ମଜୁରି କୋଡ୍‌ରେ ପରିବର୍ତ୍ତନ ଲାଗି ସରକାରଙ୍କ ପ୍ରସ୍ତାବ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 858 | Read...

୯ ଘଣ୍ଟା ହୋଇପାରେ କାର୍ଯ୍ୟଦିବସ ସମୟ  ମଜୁରି କୋଡ୍‌ରେ ପରିବର୍ତ୍ତନ ଲାଗି ସରକାରଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ : କାର୍ଯ୍ୟ ଦିବସର ସମୟ କେତେ ଘଣ୍ଟା ହେବା ଦରକାର ? ଦେଶରେ ୯ ଘଣ୍ଟିଆ କାର୍ଯ୍ୟ ଦିବସ ଲାଗୁ କରିବାକୁ ସରକାର ଚାହୁଛନ୍ତି । ସରକାରଙ୍କ ତରଫରୁ ପ୍ରସ୍ତୁତ କରାଯାଇଥିବା ଚିଠା ମଜୁରି କୋଡ୍‌ରେ ଏଭଳି ପ୍ରସ୍ତାବ ଦିଆଯା�




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

13192
Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page