ଶିଳ୍ପ ବାଣିଜ୍ୟ : Category News


ପିଆଜ ଦର ଆହୁରି ବଢିବା ଆଶଙ୍କା ନାସିକରେ ରେକର୍ଡ ଉଚ୍ଚତାରେ ପହଞ୍ଚିଲା ହୋଲସେଲ୍‌ ଦର

Anupambharat News Bureau | ଶିଳ୍ପ ବାଣିଜ୍ୟ | | 872 | Read...

ପିଆଜ ଦର ଆହୁରି ବଢିବା ଆଶଙ୍କା ନାସିକରେ ରେକର୍ଡ ଉଚ୍ଚତାରେ ପହଞ୍ଚିଲା ହୋଲସେଲ୍‌ ଦର

ନୂଆଦିଲ୍ଲୀ : କାର୍ତ୍ତିକ ମାସ ଓ ଅଦିନିଆ ବର୍ଷା ଯୋଗୁଁ ଏବେ ବଜାରରେ ପନିପରିବା ଦର ଆକାଶଛୁଆଁ ହୋଇଥିବାବେଳେ ପିଆଜ ଦର ଖାଉଟିଙ୍କୁ କନ୍ଦାଇବା ଆରମ୍ଭ କରିଛି । ପିଆଜ ଦର ଆଗକୁ ଆହୁରି ବଢିବାର ସମ୍ଭାବନା ରହିଛି । ଏହାର କାରଣ ହେଉ


ତୁରନ୍ତ ମିଳିବ ପାନକାର୍ଡ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 871 | Read...

ତୁରନ୍ତ ମିଳିବ ପାନକାର୍ଡ

ନୂଆଦିଲ୍ଲୀ : ଆଜି ପାନକାର୍ଡ ଉପରେ ନୂଆ ଘୋଷଣା ଆୟକର ବିଭାଗ କରିଛି । ଏଣିକି ଅନ୍‌ଲାଇନ୍‌ରେ ତୁରନ୍ତ ମିଳିପାରୁଥିବା ପ୍ୟାନ୍‌କାର୍ଡ ଉପଲବ୍ଧ ହେବ । ଯଦି ଆପଣଙ୍କ ପ୍ୟାନକାର୍ଡ ହଜିଯାଇଛି କିମ୍ବା ନଷ୍ଟ ହୋଇଯାଇଛି ଆପଣ ଚା


ଭାରତୀୟ ବି କରିପାରିବେ ବ୍ଲାକ ଫ୍ରାଇଡେ ସେଲରେ ସପିଙ୍ଗ ଇଣ୍ଟରନେଶନାଲ ପ୍ରଡକଫ ଉପରେ ମିଳୁଛି ୪୫ ପ୍ରତିଶତ ଡ଼ିସକାଉଣ୍ଟ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 870 | Read...

ଭାରତୀୟ ବି କରିପାରିବେ ବ୍ଲାକ ଫ୍ରାଇଡେ ସେଲରେ ସପିଙ୍ଗ ଇଣ୍ଟରନେଶନାଲ ପ୍ରଡକଫ ଉପରେ ମିଳୁଛି ୪୫ ପ୍ରତିଶତ ଡ଼ିସକାଉଣ୍ଟ

ନୂଆଦିଲ୍ଲୀ : ପ୍ରତିବର୍ଷ ନଭେମ୍ବର ୨୯ ତାରିଖକୁ ବ୍ଲାକ ଫ୍ରାଇଡେ ଭାବରେ ସେଲିବ୍ରେଟ କରାଯାଇଥାଏ । ବିଶେଷ ଭାବେ ଏହିଦିନରେ କ୍ରିସମାସର ସପିଙ୍ଗ କରାଯାଇଥାଏ କି;ୁ ଏହାର ପ୍ରସ୍ତୁତି ନଭେମ୍ବରରୁ ହିଁ ଆରମ୍ଭ ହୋଇଯାଇଥାଏ । ପୂର


ଏୟାରଟେଲ୍‌ର ବଡ଼ ଘୋଷଣା ପ୍ରିପେଡ୍‌ ରିଚାର୍ଜରେ ମିଳିବ ୪ ଲକ୍ଷ ଟଙ୍କାର ଇନ୍‌ସୁ୍ୟରାନ୍ସ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 859 | Read...

ଏୟାରଟେଲ୍‌ର ବଡ଼ ଘୋଷଣା ପ୍ରିପେଡ୍‌ ରିଚାର୍ଜରେ ମିଳିବ ୪ ଲକ୍ଷ ଟଙ୍କାର ଇନ୍‌ସୁ୍ୟରାନ୍ସ

ନୂଆଦିଲ୍ଲୀ, : ଭାରତୀୟ ଟେଲିକମ୍‌ କମ୍ପାନୀ ଭାରତୀ ଏୟାରଟେଲ ଏକ ବଡ଼ ଘୋଷଣା କରିଛି । ଏଣିକି ଏୟାରଟେଲ ପ୍ରିପେଡ ପ୍ଲାନ୍‌ରେ ଲାଇଫ୍‌ ଇନ୍‌ସୁ୍ୟରାନ୍ସ ଦିଆଯିବ । ଏଥିପାଇଁ ଇନ୍‌ସୁ୍ୟରାାନ୍ସ କମ୍ପାନୀ ଭାରତୀ ଏକ୍ସା (ଇhଚ୍


୯ ଘଣ୍ଟା ହୋଇପାରେ କାର୍ଯ୍ୟଦିବସ ସମୟ ମଜୁରି କୋଡ୍‌ରେ ପରିବର୍ତ୍ତନ ଲାଗି ସରକାରଙ୍କ ପ୍ରସ୍ତାବ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 858 | Read...

୯ ଘଣ୍ଟା ହୋଇପାରେ କାର୍ଯ୍ୟଦିବସ ସମୟ  ମଜୁରି କୋଡ୍‌ରେ ପରିବର୍ତ୍ତନ ଲାଗି ସରକାରଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ : କାର୍ଯ୍ୟ ଦିବସର ସମୟ କେତେ ଘଣ୍ଟା ହେବା ଦରକାର ? ଦେଶରେ ୯ ଘଣ୍ଟିଆ କାର୍ଯ୍ୟ ଦିବସ ଲାଗୁ କରିବାକୁ ସରକାର ଚାହୁଛନ୍ତି । ସରକାରଙ୍କ ତରଫରୁ ପ୍ରସ୍ତୁତ କରାଯାଇଥିବା ଚିଠା ମଜୁରି କୋଡ୍‌ରେ ଏଭଳି ପ୍ରସ୍ତାବ ଦିଆଯା


ଦେଶରେ ଆମାଜନ୍‌ ଚଳଚ୍ଚିତ୍ର ଟିକଟ୍‌ ବିକି୍ର କରିବ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 849 | Read...

ଦେଶରେ ଆମାଜନ୍‌ ଚଳଚ୍ଚିତ୍ର ଟିକଟ୍‌ ବିକି୍ର କରିବ

ନୂଆଦିଲ୍ଲୀ:ଇ-କର୍ମସ କମ୍ପାନୀ ଆମାଜନ୍‌ ଦେଶରେ ଚଳଚ୍ଚିତ୍ର ଟିକଟ୍‌ ବିକି୍ର ବୋଲି ଜଣାପଡିଛି । ଦେଶରେ ନୂତନ ଭାବରେ ଆମାଜନ୍‌ ବ୍ୟବସାୟ କରିବ । ଅନ୍‌ଲାଇନ୍‌ ଜରିଆରେ ଚଳଚ୍ଚିତ୍ର ଟିକଟ୍‌ ବିକି୍ର ହେବ । ଇ-କର୍ମସ୍‌


ବେରୋଜଗାର ଅକେଫାବରରେ ୮.୫% ବୃଦ୍ଧି

Anupambharat News Bureau | ଶିଳ୍ପ ବାଣିଜ୍ୟ | | 838 | Read...

ବେରୋଜଗାର ଅକେଫାବରରେ ୮.୫% ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ବେ ରୋଜଗାର ଅକେଫାବର ମାସରେ ୮.୫ ପ୍ରତିଶତ ବୃଦ୍ଧି ହୋଇଛି । ଯାହା ଗତ ତିନିବର୍ଷ ମଧ୍ୟରେ ସର୍ବାଧିକ ରହିଥିବା ଜଣାପଡିଛି । ଫ୍ରେସ୍‌ ଡାଟା ଜାରି ହୋଇଥିବା କେନ୍ଦ୍ର ଅନୁସାରେ ମନିଟେରିଂ ଦେଶର ଅର୍ଥନୀତି


ଭାରତରେ ସେବା ବନ୍ଦ ନେଇ ଗୁଜବକୁ ଭୋଡାଫୋନ୍‌ର ଖଣ୍ଡନ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 837 | Read...

ଭାରତରେ ସେବା ବନ୍ଦ ନେଇ ଗୁଜବକୁ ଭୋଡାଫୋନ୍‌ର ଖଣ୍ଡନ

ନୂଆଦିଲ୍ଲୀ: ଭାରତରେ ସେବା ନେଇ ଗୁଜବକୁ ଭୋଡାଫୋନ୍‌ ପକ୍ଷରୁ ସମ୍ପୂର୍ଣ୍ଣ ଖଣ୍ଡନ କରାଯାଇଛି । ଏଜିଆର୍‌ ପ୍ରସଙ୍ଗ ନେଇ ସରକାରଙ୍କ ବୁଝାମଣା କରାଯିବ ବୋଲି କୁହାଯାଇଛି । ତେବେ ଭୋଡାଫୋନ୍‌ ଦେଶରେ ଟେଲିକମ୍‌ ସେବା ବନ୍ଦ


ଟଙ୍କା ମୂଲ୍ୟରେ ହ୍ରାସ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 821 | Read...

ଟଙ୍କା ମୂଲ୍ୟରେ ହ୍ରାସ

ମୁମ୍ବାଇ: ଭାରତୀୟ ଟଙ୍କା ଆମେରିକା ଡଲାର ତୁଳନାରେ ୬ ପଇସା ହ୍ରାସ ହୋଇ ୭୦.୯୦ ସହ କାରବାର କରିଥିଲା । ପ୍ରତିଯୋଗିତା ମୂଳକ ଭାବରେ ସତର୍କତା ସ୍ୱରୁପ ଫେଡେରାଲ୍‌ ରିଜଭ ମୁଦ୍ରାନୀତି ନିଷ୍ପତ୍ତି ହୋଇଛି । ଟଙ୍କା ମୂଲ୍ୟରେ ହ୍ର


୪ ଦିନ ବନ୍ଦ ରହିବ ବ୍ୟାଙ୍କ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 768 | Read...

୪ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ : ଚଳିତ ସପ୍ତାହରେ ଦେଶର ବିଭିନ୍ନ ପ୍ରାନ୍ତରେ ୪ ଦିନ ବ୍ୟାଙ୍କ ବନ୍ଦ ରହିବ । ବ୍ୟାଙ୍କ ଧର୍ମଘଟ ଏବଂ ବିଧାନ ସଭା ନିର୍ବାଚନ ରହୁଥିବା ମହାରାଷ୍ଟ୍ର ଏବଂ ହରିୟାଣାରେ ବ୍ୟାଙ୍କ ୩ ଦିନ କାମ କରିବ । ମଙ୍ଗଳବାର ବ୍ୟାଙ୍କ


ସୁନାଦର ୩୦ ଟଙ୍କା ହ ୍ରାସ : ଆଗକୁ ବଢିବା ସମ୍ଭାବନା

Anupambharat News Bureau | ଶିଳ୍ପ ବାଣିଜ୍ୟ | | 767 | Read...

ସୁନାଦର ୩୦ ଟଙ୍କା ହ ୍ରାସ : ଆଗକୁ ବଢିବା ସମ୍ଭାବନା

ନୂଆଦିଲ୍ଲୀ : ଆଜି ସୁନାଦର ମାତ୍ର ୩୦ ଟଙ୍କା ହ୍ରାସ ପାଇଛି । ଦିଲ୍ଲୀର ବୁଲିୟନ ମାର୍କେଟରେ ସୁନାଦର ୧୦ ଗ୍ରାମ ପିଛା ୩୦ ଟଙ୍କା ହ୍ରାସ ପାଇ ୩୮,୯୫୫ ଟଙ୍କାରେ ପହଞ୍ଚିଛି । ଗତ କିଛି ସପ୍ତାହ ଧରି ସୁନା କ୍ରମାଗତ ଭାବେ ବଢି ଚାଲିଥି


ନନ୍‌ ଜିଓକୁ କଲ୍‌ କରିବା ପାଇଁ ଜିଓର ନୂଆ ରିଚାର୍ଜ ପ୍ଲାନ୍‌

Anupambharat News Bureau | ଶିଳ୍ପ ବାଣିଜ୍ୟ | | 766 | Read...

ନନ୍‌ ଜିଓକୁ କଲ୍‌ କରିବା ପାଇଁ ଜିଓର ନୂଆ ରିଚାର୍ଜ ପ୍ଲାନ୍‌

ନୂଆଦିଲ୍ଲୀ : ଇଣ୍ଟରକନେକସନ ୟୁଜେସ ଚାର୍ଜ (ଆଇୟୁସି) ଲଗାଇ ଗ୍ରାହକଙ୍କ ଅସନ୍ତୋଷର ଶିକାର ହୋଇଥିବା ଜିଓ ଏବେ ଗ୍ରାହକଙ୍କୁ ବାନ୍ଧି ରଖିବା ପାଇଁ ସମାଧାନର ସୂତ୍ର ବାହାର କରିଛି । ଅନ୍ୟ ନେଟୱର୍କକୁ କଲ୍‌ କରିବା ପାଇଁ ଆଇୟୁସି




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page