ନିରୁତ୍ସାହଜନକ ସ୍ଥିତିରେ ସେନ୍‌ସେକ୍ସ

July 24, 2020, ଶିଳ୍ପ ବାଣିଜ୍ୟ, , Anupambharat News Bureau


ନିରୁତ୍ସାହଜନକ ସ୍ଥିତିରେ ସେନ୍‌ସେକ୍ସ
Anupambharat News Bureau
July 24, 2020

ମୁମ୍ବାଇ:ଭାରତୀୟ ଷ୍ଟକ୍‌ ବଜାରରେ କାରବାର ମଧ୍ୟମଧରଣ ବୃଦ୍ଧି ହେବା ସହ ନିରୁତ୍ସାହଜନକ ସ୍ଥିତିରେ ରହିଥିଲା । ଫାଇ ନାସିଆଲ୍‌, ଅଟୋ ଓ ମେଟାଲ୍‌ କାଉଣ୍ଟରେ୍‌ ସାମାନ୍ୟ ଉନ୍ନତି ହୋଇଛି । ରିଲାଏନ୍ସ ଇଣ୍ଡଷ୍ଟି୍ରଜ୍‌ ଓ ଆଇଟି ଷ୍ଟକ୍‌ ସାମାନ୍ୟ ସହାୟକ ହୋଇଛି ।
ଏସ୍‌ଆଣ୍ଡ୍‌ପି ବିଏସ୍‌ଇ ସେନ୍‌ସେକ୍ସ କାରବାର ଶେଷବେଳକୁ ୩୮,୧୨୯ ରହିବା ସହ ୧୨ ପଏଣ୍ଟ ହ୍ରାସ ହୋଇ ୦.୦୩ ପ୍ରତିଶତ ରହିଥିବା ଜଣାଯାଇଛି । ନ୍ୟାଶନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ ନିଫଫି କାରବାର ୨୧ ପଏଣ୍ଟ ଓ ୦.୧୯ ପ୍ରତିଶତ ହ୍ରାସ ହୋଇ ୧୧,୧୯୪ ପଏଣ୍ଟ ରହିଥିବା ଜଣାଯାଇଛି । ୩୦ଟି ଷ୍ଟକ୍‌ ସେନ୍‌ସେକ୍ସରେ ୨୩ଟି ହ୍ରାସ ହୋଇଥିବାବେଳେ ସାତଟି ଉନ୍ନତି ହୋଇଛି । ଏଚ୍‌ସିଏଲ୍‌ ଟେକ୍‌ ୪ ପ୍ରତିଶତ ବୃଦ୍ଧି ହେବା ସହ ଶ୍ରେଷ୍ଠ ଉନ୍ନତି ସ୍ୱରୁପ ଇଣ୍ଡକ୍ସ ରହିଛି । ରିଲାଏନ୍ସ ଇଣ୍ଡଷ୍ଟି୍ରଜ୍‌ ଲିମିଟେଡ୍‌ ୪ ପ୍ରତିଶତ ଓ ଟେକ୍‌ ମହିନ୍ଦ୍ରା ୩ ପ୍ରତିଶତ ରହିବାବେଳେ ଅନ୍‌ ଫ୍ଳିପ୍‌ ସାଇଡ୍‌ ଏକ୍ସିସ୍‌ ବ୍ୟାଙ୍କ୍‌ ୩ ପ୍ରତିଶତ ହ୍ରାସ ହୋଇ ସର୍ବାଧିକ କ୍ଷତି ହୋଇଛି । ଇଣ୍ଡକ୍ସ ସର୍ବନିମ୍ନ ୩୮,୨୩୫.୭୩ ଓ ୩୭,୭୪୮.୪୧ ରହିଥିବା ଜଣାଯାଇଛି । ସପ୍ତାହିକ ବେସିସ୍‌ ସେନ୍‌ସେକ୍ସ ୩ ପ୍ରତିଶତ ରହିବା ସହ ନିଫଫି ୨.୬୮ ପ୍ରତିଶତ ରହିଛି । ବ୍ୟକ୍ତିଗତ ଷ୍ଟକ୍‌ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟି୍ରଜ୍‌ ନିୟମିତ ବୃଦ୍ଧି ହେବାସହ ନୂତନ ସ୍ତରରେ ୨,୧୬୨.୮୦ ବିଏସ୍‌ଇ ରହିଥିଲା । ବଜାର କ୍ୟାପିଟାଲାଇଜେସନ୍‌ କମ୍ପାନୀ ୧୪ ଟି୍ରଲିଅନ୍‌ ହୋଇଛି । ଷ୍ଟକ୍‌ ୨,୧୪୬ ଶେଷବେଳକୁ ୪ ପ୍ରତିଶତ ବିଏସ୍‌ଇ ରହିଥିଲା ।
ସେୟାର୍‌ ଅଧିକ ଗୁରୁତ୍ୱସ୍ୱରୁପ ୧୪ ପ୍ରତିଶତରୁ ୧,୧୧୮.୭୦ ବିଏସ୍‌ଇ ରହିବା ସହ କମ୍ପାନୀ ଏପି୍ରଲ୍‌-ଜୁନ୍‌ ତ୍ରେୟମାସିକ ଆୟ ଆକଳନ ହୋଇଛି । ନୂତନ ଚୁକ୍ତି ମୁତାବକ ୨୧୬ ମିଲିୟନ୍‌ ଚୁକ୍ତି ଜୁଲାଇ ୨୦୨୦ ହେବା ସହ ଅତିରିକ୍ତ ପ୍ରଥମ ତ୍ରେୟମାସିକ ଟିସିଭି ପଦକ୍ଷେପ ସ୍ୱରୁପ ୨୫୯ ମିଲିୟନ୍‌ ଆମେରିକା ଡଲାର ରହିଛି । ବଜାରରେ ଏସ୍‌ଆଣ୍ଡ୍‌ପି ବିଏସ୍‌ଇ ମଧ୍ୟବର୍ତ୍ତୀ କ୍ୟାପ୍‌ ଇଣ୍ଡକ୍ସ ୦.୬ ପ୍ରତିଶତରୁ ୧୩,୭୦୨.୫୫ ରହିବା ସହ ଏସ୍‌ଆଣ୍ଡ୍‌ପି ବିଏସ୍‌ଇ କ୍ଷୁଦ୍ରକ୍ୟାପ୍‌ କାରବାର ଶେଷବେଳକୁ ୧୨,୯୬୭ରେ ୦.୨୩ ପ୍ରତିଶ ହ୍ରାସ ହୋଇଛି । ଉଦ୍ୟୋଗ ମଧ୍ୟରେ ନିଫ୍‌ଟି ଆଇଟି ଅନ୍ୟ ଇଣ୍ଡକ୍ସ କାରବାର ଶେଷବେଳକୁ ନିରୁତ୍ସାହଜନକ ରହିବା ସହ ନିଫ୍‌ଟି ବ୍ୟାଙ୍କ୍‌ ୪୨୨ ପଏଣ୍ଟ ହ୍ରାସ ହୋଇ ୧.୮୩ ପ୍ରତିଶତରୁ ୨୨,୬୬୨ ରହିଛି । ୨୨,୬୬୨ ନିଫଫି ମେଟାଲ୍‌ ୨ ପ୍ରତିଶତ ହ୍ରାସ ହୋଇ ୨,୦୮୭.୫୦ ସ୍ତରରେ ରହିଥିବା ଜଣାଯାଇଛି । ନିଫଫି ଆଇଟି ଅନ୍ୟ ପଟେ ୧.୪ ପ୍ରତିଶତରୁ ୧୭,୨୮୬ ସ୍ତରରେ ରହିଥିବା ଜଣାଯାଇଛି ।
ବିଶ୍ୱ ବଜାର:ବିଶ୍ୱ ସେୟାର୍‌ ପାଞ୍ଚମାସରେ ପ୍ରତ୍ୟାବର୍ତ୍ତନ ସ୍ୱରୁପ ୟୁରୋପିୟନ୍‌ ବ୍ୟବସାୟ କାରବାର ସହଜ ହେବା ସହ ସିନୋ-ଆମେରିକା ସମସ୍ୟା ଦେଖାଦେଇଛି । ଫଳରେ ସୁନା ମୂଲ୍ୟରେ ରେକର୍ଡ ବୃଦ୍ଧି ହୋଇଛି ।
ୟୁରୋପିୟନ୍‌ ସେୟାର୍‌ ନିରୁତ୍ସାହଜନକ ମାସରେ ରହିବା ସହ ପାନ୍‌ ଅଞ୍ଚଳରେ ୟୁରୋ ଷ୍ଟକ୍‌ ୫୦ ହ୍ରାସ ହୋଇ ୧.୯ ପ୍ରତିଶତ ରହିଛି । ଏମ୍‌ଏସ୍‌ସିଆଇ ଇଣ୍ଡକ୍ସରେ ଏସିଆ-ପେସିଫିକ୍‌ ସେୟାର୍‌ ଜାପାନ୍‌ ୧.୯ ପ୍ରତିଶତ ରହିଥିବା ଜଣାଯାଇଛି । ନିକି ଟ୍ରେଡିଂ ୧ ପ୍ରତିଶତ ହ୍ରାସ ହୋଇଛି । ତୈଳ ମୂଲ୍ୟ ବୃଦ୍ଧି ହୋଇଛି । ଏହାର କାରଣ ଆମେରିକା ଓ ଚୀନ୍‌ ମଧ୍ୟରେ ଦେ ଖାଦେଇଥିବା ସମସ୍ୟା ବୋଲି ମନେ କରାଯାଏ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଡ୍‌ଭାନୀ ଓ ଯୋଶୀଙ୍କ ଯୋଗୁଁ ଆଜି ରାମମନ୍ଦିର

ଆଡ୍‌ଭାନୀ ଓ ଯୋଶୀଙ୍କ ଯୋଗୁଁ ଆଜି ରାମମନ୍ଦିର

Read More...

ରାଜ୍ୟରେ ଅକ୍ରାନ୍ତ ଓ ସୁସ୍ଥରେ ରେକର୍ଡ଼ : ପୁଣି ୧୫୯୪ ପଜିଟିଭ, ୮୦୮ ସୁସ୍ଥ

ରାଜ୍ୟରେ ଅକ୍ରାନ୍ତ ଓ ସୁସ୍ଥରେ ରେକର୍ଡ଼ : ପୁଣି ୧୫୯୪ ପଜିଟିଭ, ୮୦୮ ସୁସ୍ଥ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page