ଶିଳ୍ପ ବାଣିଜ୍ୟ : Category News


ଦେଶରେ ଆମାଜନ୍‌ ଚଳଚ୍ଚିତ୍ର ଟିକଟ୍‌ ବିକି୍ର କରିବ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 849 | Read...

ଦେଶରେ ଆମାଜନ୍‌ ଚଳଚ୍ଚିତ୍ର ଟିକଟ୍‌ ବିକି୍ର କରିବ

ନୂଆଦିଲ୍ଲୀ:ଇ-କର୍ମସ କମ୍ପାନୀ ଆମାଜନ୍‌ ଦେଶରେ ଚଳଚ୍ଚିତ୍ର ଟିକଟ୍‌ ବିକି୍ର ବୋଲି ଜଣାପଡିଛି । ଦେଶରେ ନୂତନ ଭାବରେ ଆମାଜନ୍‌ ବ୍ୟବସାୟ କରିବ । ଅନ୍‌ଲାଇନ୍‌ ଜରିଆରେ ଚଳଚ୍ଚିତ୍ର ଟିକଟ୍‌ ବିକି୍ର ହେବ । ଇ-କର୍ମସ୍‌


ବେରୋଜଗାର ଅକେଫାବରରେ ୮.୫% ବୃଦ୍ଧି

Anupambharat News Bureau | ଶିଳ୍ପ ବାଣିଜ୍ୟ | | 838 | Read...

ବେରୋଜଗାର ଅକେଫାବରରେ ୮.୫% ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ବେ ରୋଜଗାର ଅକେଫାବର ମାସରେ ୮.୫ ପ୍ରତିଶତ ବୃଦ୍ଧି ହୋଇଛି । ଯାହା ଗତ ତିନିବର୍ଷ ମଧ୍ୟରେ ସର୍ବାଧିକ ରହିଥିବା ଜଣାପଡିଛି । ଫ୍ରେସ୍‌ ଡାଟା ଜାରି ହୋଇଥିବା କେନ୍ଦ୍ର ଅନୁସାରେ ମନିଟେରିଂ ଦେଶର ଅର୍ଥନୀତି


ଭାରତରେ ସେବା ବନ୍ଦ ନେଇ ଗୁଜବକୁ ଭୋଡାଫୋନ୍‌ର ଖଣ୍ଡନ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 837 | Read...

ଭାରତରେ ସେବା ବନ୍ଦ ନେଇ ଗୁଜବକୁ ଭୋଡାଫୋନ୍‌ର ଖଣ୍ଡନ

ନୂଆଦିଲ୍ଲୀ: ଭାରତରେ ସେବା ନେଇ ଗୁଜବକୁ ଭୋଡାଫୋନ୍‌ ପକ୍ଷରୁ ସମ୍ପୂର୍ଣ୍ଣ ଖଣ୍ଡନ କରାଯାଇଛି । ଏଜିଆର୍‌ ପ୍ରସଙ୍ଗ ନେଇ ସରକାରଙ୍କ ବୁଝାମଣା କରାଯିବ ବୋଲି କୁହାଯାଇଛି । ତେବେ ଭୋଡାଫୋନ୍‌ ଦେଶରେ ଟେଲିକମ୍‌ ସେବା ବନ୍ଦ


ଟଙ୍କା ମୂଲ୍ୟରେ ହ୍ରାସ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 821 | Read...

ଟଙ୍କା ମୂଲ୍ୟରେ ହ୍ରାସ

ମୁମ୍ବାଇ: ଭାରତୀୟ ଟଙ୍କା ଆମେରିକା ଡଲାର ତୁଳନାରେ ୬ ପଇସା ହ୍ରାସ ହୋଇ ୭୦.୯୦ ସହ କାରବାର କରିଥିଲା । ପ୍ରତିଯୋଗିତା ମୂଳକ ଭାବରେ ସତର୍କତା ସ୍ୱରୁପ ଫେଡେରାଲ୍‌ ରିଜଭ ମୁଦ୍ରାନୀତି ନିଷ୍ପତ୍ତି ହୋଇଛି । ଟଙ୍କା ମୂଲ୍ୟରେ ହ୍ର


୪ ଦିନ ବନ୍ଦ ରହିବ ବ୍ୟାଙ୍କ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 768 | Read...

୪ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ : ଚଳିତ ସପ୍ତାହରେ ଦେଶର ବିଭିନ୍ନ ପ୍ରାନ୍ତରେ ୪ ଦିନ ବ୍ୟାଙ୍କ ବନ୍ଦ ରହିବ । ବ୍ୟାଙ୍କ ଧର୍ମଘଟ ଏବଂ ବିଧାନ ସଭା ନିର୍ବାଚନ ରହୁଥିବା ମହାରାଷ୍ଟ୍ର ଏବଂ ହରିୟାଣାରେ ବ୍ୟାଙ୍କ ୩ ଦିନ କାମ କରିବ । ମଙ୍ଗଳବାର ବ୍ୟାଙ୍କ


ସୁନାଦର ୩୦ ଟଙ୍କା ହ ୍ରାସ : ଆଗକୁ ବଢିବା ସମ୍ଭାବନା

Anupambharat News Bureau | ଶିଳ୍ପ ବାଣିଜ୍ୟ | | 767 | Read...

ସୁନାଦର ୩୦ ଟଙ୍କା ହ ୍ରାସ : ଆଗକୁ ବଢିବା ସମ୍ଭାବନା

ନୂଆଦିଲ୍ଲୀ : ଆଜି ସୁନାଦର ମାତ୍ର ୩୦ ଟଙ୍କା ହ୍ରାସ ପାଇଛି । ଦିଲ୍ଲୀର ବୁଲିୟନ ମାର୍କେଟରେ ସୁନାଦର ୧୦ ଗ୍ରାମ ପିଛା ୩୦ ଟଙ୍କା ହ୍ରାସ ପାଇ ୩୮,୯୫୫ ଟଙ୍କାରେ ପହଞ୍ଚିଛି । ଗତ କିଛି ସପ୍ତାହ ଧରି ସୁନା କ୍ରମାଗତ ଭାବେ ବଢି ଚାଲିଥି


ନନ୍‌ ଜିଓକୁ କଲ୍‌ କରିବା ପାଇଁ ଜିଓର ନୂଆ ରିଚାର୍ଜ ପ୍ଲାନ୍‌

Anupambharat News Bureau | ଶିଳ୍ପ ବାଣିଜ୍ୟ | | 766 | Read...

ନନ୍‌ ଜିଓକୁ କଲ୍‌ କରିବା ପାଇଁ ଜିଓର ନୂଆ ରିଚାର୍ଜ ପ୍ଲାନ୍‌

ନୂଆଦିଲ୍ଲୀ : ଇଣ୍ଟରକନେକସନ ୟୁଜେସ ଚାର୍ଜ (ଆଇୟୁସି) ଲଗାଇ ଗ୍ରାହକଙ୍କ ଅସନ୍ତୋଷର ଶିକାର ହୋଇଥିବା ଜିଓ ଏବେ ଗ୍ରାହକଙ୍କୁ ବାନ୍ଧି ରଖିବା ପାଇଁ ସମାଧାନର ସୂତ୍ର ବାହାର କରିଛି । ଅନ୍ୟ ନେଟୱର୍କକୁ କଲ୍‌ କରିବା ପାଇଁ ଆଇୟୁସି


ରିଲାଏନ୍ସ ଜିଓ ନିଟ୍‌ ଲାଭ ୪୫% ବୃଦ୍ଧି

Anupambharat News Bureau | ଶିଳ୍ପ ବାଣିଜ୍ୟ | | 743 | Read...

ରିଲାଏନ୍ସ ଜିଓ ନିଟ୍‌ ଲାଭ ୪୫% ବୃଦ୍ଧି

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ନିଟ୍‌ଲାଭ ୪୫ % ବୃଦ୍ଧି ହୋଇଛି । ସେପେଫମ୍ବର ତ୍ରୈମାସିକରେ ଏହା ହୋଇଛି । ରିଲାଏନ୍ସ ଇଣ୍ଡଷ୍ଟି୍ରଜ୍‌ ନିଟ୍‌ଲାଭ ୯୯୦ କୋଟି ହେବା ସହ ସମୀକ୍ଷାରେ ୬୮୧ କୋଟ


ବ୍ୟାଙ୍କ୍‌ ବଦଳାଇଲା ଲୋନ ଦେବାର ତରିକା, ଏବେ ଆଉ ଦରମା ନୁହେଁ ଏହି ସ୍କୋର ଦେଖାଇ ନେଇପାରିବେ ଋଣ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 716 | Read...

ବ୍ୟାଙ୍କ୍‌ ବଦଳାଇଲା ଲୋନ ଦେବାର ତରିକା, ଏବେ ଆଉ ଦରମା ନୁହେଁ ଏହି ସ୍କୋର ଦେଖାଇ ନେଇପାରିବେ ଋଣ

ନୂଆଦିଲ୍ଲୀ : ଯଦି ଆପଣ ଘର କିଣିବା ପାଇଁ ଲୋନ ନେବାକୁ ଚାହୁଁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ କାରଣ କିଛି ସରକାରୀ ବ୍ୟାଙ୍କ୍‌ ଲୋନ ଦେବା ନିୟମରେ କିଛି ପରିବର୍ତ୍ତନ କରିଛନ୍ତି । ବ୍ୟାଙ୍କ୍‌ ଏବ


ପୁଣି ବଜାରକୁ ଆସୁଛି ବଜାଜ ଚେତକ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 715 | Read...

ପୁଣି ବଜାରକୁ ଆସୁଛି ବଜାଜ ଚେତକ

ନୂଆଦିଲ୍ଲୀ : ବଜାଜ ଏବେ ଏହାର ନୂଆ ସ୍କୁଟରକୁ ନେଇ ଚର୍ଚ୍ଚାରେ ରହିଛି । ଆସନ୍ତା ୧୬ ତାରିଖରେ ବଜାଜ ପକ୍ଷରୁ ଏହି ସ୍କୁଟରକୁ ଲଞ୍ଚ କରାଯିବ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡକାରୀଙ୍କ ସମେତ ନୀ


ଭାରତ ସହ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କରେ ସନ୍ତୁଳନ ନହେବାରୁ ଆମେରିକା ନିରାଶ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 613 | Read...

ଭାରତ ସହ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କରେ ସନ୍ତୁଳନ ନହେବାରୁ ଆମେରିକା ନିରାଶ

ୱାସିଂଟନ: ଭାରତ ସହ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କରେ ସନ୍ତୁଳନ ନହେବାରୁ ଆମେରିକା ନିରାଶ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲï ଟ୍ରମ୍ପ ଓ ବାଣିଜ୍ୟ ପ୍ରତିନିଧି ରୋବର୍ଟ ଲାଇଟ୍‌ହାଇଜେର୍‌ ନିରାଶ ହୋଇଛି । ଭାରତ ସହ


ଦେଶର ପ୍ରଥମ ଇଥେନୋଲ୍‌ ବାଇକ୍‌ ଲଞ୍ଚ କଲା ଟିଭିଏସ୍‌

Anupambharat News Bureau | ଶିଳ୍ପ ବାଣିଜ୍ୟ | | 612 | Read...

ଦେଶର ପ୍ରଥମ ଇଥେନୋଲ୍‌ ବାଇକ୍‌ ଲଞ୍ଚ କଲା ଟିଭିଏସ୍‌

ନୂଆଦିଲ୍ଲୀ: ଟିଭିଏସ୍‌ ମୋଟର ଦେଶର ପ୍ରଥମ ଇଥେନୋଲ୍‌ ପାୱାରଡ୍‌ ମୋଟର ସାଇକେଲ୍‌ ବଜାର ପ୍ରବେଶ କରାଇଛି । ଦା ଗ୍ରିନ୍‌ ଆପାଚି ଆର୍‌ଟିଆର୍‌ ୨୦୦ ୪ଭିର ମୂଲ୍ୟ ୧.୨୦ ଲକ୍ଷ ର ହିଛି । ଇଥେନୋଲ୍‌ ପାୱାରଡ୍‌ ଆପାଚି ୨୦




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page