ଶିଳ୍ପ ବାଣିଜ୍ୟ : Category News


ପ୍ରଥମ ଦିନରେ ୪ ରାଉଣ୍ଡ ବିଡିଂ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 2693 | Read...

ପ୍ରଥମ ଦିନରେ ୪ ରାଉଣ୍ଡ ବିଡିଂ

ନୂଆଦିଲ୍ଲୀ : ଭାରତରେ ଟେଲି ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ବ୍ୟାପକ କରିବା ସହ ତୀବ୍ରତର କରିବା ନିମନ୍ତେ ଅତ୍ୟାଧୁନିକ ଯାନ୍ତ୍ରିକ କୌଶଳ ପ୍ରୟୋଗ କରାଯାଉଛି । ଚଳିତ ସ୍ଥିତିରେ ୪-ଜି ବ୍ୟବସ୍ଥା ଯୋଗାଯୋଗ କରାଇବା କ୍ଷେତ୍ରରେ ବ


ହ ୍ରାସ ପାଉଛି ବୈଦେଶିକ ମୁଦ୍ରାଭଣ୍ଡାର

Anupambharat News Bureau | ଶିଳ୍ପ ବାଣିଜ୍ୟ | | 2689 | Read...

ହ ୍ରାସ ପାଉଛି ବୈଦେଶିକ ମୁଦ୍ରାଭଣ୍ଡାର

ମୁମ୍ବାଇ:ଦେଶର ବୈଦେଶିକ ମୁଦ୍ରାଭଣ୍ଡାର ୧୫ ଜୁଲାଇରେ ସମାପ୍ତ ସପ୍ତାହରେ ୭.୫୪୧ ବିଲିୟନ ଡଲାର ଖସି ୫୭୨.୭୧୨ ବିଲିୟନ ଡଲାରରେ ପହଞ୍ଚିଛି । ଟଙ୍କାର ମୂଲ୍ୟ ହ ୍ରାସ ରୋକିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କଙ୍କ ବାରମ୍ବାର ହସ୍


ଭାରତର ସ୍ଥିତି ଭଲ ରହିିିଛି :ଶକ୍ତିକାନ୍ତ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 2688 | Read...

 ଭାରତର ସ୍ଥିତି ଭଲ ରହିିିଛି :ଶକ୍ତିକାନ୍ତ

ମୁମ୍ବାଇ: ସାରା ବିଶ୍ୱର ଅର୍ଥନୀତି ସଙ୍କଟ ଦେଇ ଗତି କରୁଥିବା ବେଳେ ଭାରତ କି;ୁ ଅନ୍ୟମାନଙ୍କ ତୁଳନାରେ ଅପେକ୍ଷାକୃତ ଭଲ ସ୍ଥିତିରେ ରହିଛି । ବ୍ୟାଙ୍କ ଅଫ୍‌ ବରୋଦାର ବାର୍ଷିକ ବ୍ୟାଙ୍କିଙ୍ଗ୍‌ କନେP୍ଲଭ୍‌ ୨୦୨୨କୁ ଭର୍ଚୁ୍ୟଆ


ଉତ୍ପାଦ ଶୁÂ ହ୍ରାସ ପରେ ପେଟ୍ରୋଲ, ଡିଜେଲ ମୂଲ୍ୟ ସ୍ଥିର

Anupambharat News Bureau | ଶିଳ୍ପ ବାଣିଜ୍ୟ | | 2609 | Read...

ଉତ୍ପାଦ ଶୁÂ ହ୍ରାସ ପରେ ପେଟ୍ରୋଲ, ଡିଜେଲ ମୂଲ୍ୟ ସ୍ଥିର

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର ଉତ୍ପାଦ ଶୁÂ ଓ ରାଜ୍ୟସରକାରମାନେ ଭାଟ ହ୍ରାସ କରିବା ଫଳରେ କିଛି ଦିନ ହେଲା ଏହି ଦୁଇ ଦ୍ରବ୍ୟର ମୂଲ୍ୟବୃଦ୍ଧି ହୋଇନାହିଁ । ଫଳରେ ଗ୍ରାହକ ଆଶ୍ୱସ୍ତ ହୋଇଛନ୍ତି । କ୍ରମାଗତ


ତିନି କାରଣରୁ ପ୍ରଭାବିତ ହେବ ପୁଞ୍ଜିବଜାର

Anupambharat News Bureau | ଶିଳ୍ପ ବାଣିଜ୍ୟ | | 2608 | Read...

 ତିନି କାରଣରୁ ପ୍ରଭାବିତ ହେବ ପୁଞ୍ଜିବଜାର

ମୁମ୍ବାଇ:ଚଳିତ ସପ୍ତାହରେ ପୁଞ୍ଜି ବଜାର ମୁଖ୍ୟତଃ ତିନିଟି କାରଣ ପାଇଁ ପ୍ରଭାବିତ ହେବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି । ସେହି ତିନି କାରଣ ହେଲା ବିଶ୍ୱବଜାର ସ୍ଥିତି, ବିଭିନ୍ନ କମ୍ପାନୀଙ୍କ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ


ବ୍ୟାଙ୍କ ଘରୋଇକରଣର ପ୍ରଥମ ପଦକ୍ଷେପ ନେଲେ ସରକାର

Anupambharat News Bureau | ଶିଳ୍ପ ବାଣିଜ୍ୟ | | 2510 | Read...

ବ୍ୟାଙ୍କ ଘରୋଇକରଣର ପ୍ରଥମ ପଦକ୍ଷେପ ନେଲେ ସରକାର

ନୂଆଦିଲ୍ଲୀ:ଦେଶରେ ବ୍ୟାଙ୍କର ଘରୋଇକରଣର ପ୍ରଥମ ପଦକ୍ଷେପ ସରକାର ଆରମ୍ଭ କରିଛନ୍ତି । ଅନ୍ୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ଠାରୁ ବ୍ୟାଙ୍କ ଘରୋଇକରଣକୁ ସରକାର ଭିନ୍ନ ପ୍ରକାରେ କରିବାକୁ ଚାହଁଛନ୍ତି । ବ୍ୟାଙ୍କ ଘରୋଇକର


ରେଳ କର୍ମଚାରୀଙ୍କୁ ବୋନସ,ଟେକ୍ସଟାଇଲ କ୍ଷେତ୍ରକୁ ପ୍ରୋତ୍ସାହନ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 2509 | Read...

 ରେଳ କର୍ମଚାରୀଙ୍କୁ ବୋନସ,ଟେକ୍ସଟାଇଲ କ୍ଷେତ୍ରକୁ ପ୍ରୋତ୍ସାହନ

ନୂଆଦିଲ୍ଲୀ: ରେଳବାଇ ଓ ଟେକ୍ସଟାଇଲ ଓ ପୋଷାକ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର କ୍ୟାବିନେଟ ଆଜି କେତେ ଗୁଡିଏ ଗୁìରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । କେନ୍ଦ୍ର କ୍ୟାବିନେଟର ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ପିୟ


ପୁଞ୍ଜିବଜାରରେ ବିପର୍ଯ୍ୟୟ,: ସୂଚକାଙ୍କରେ ୩୦୦ ପଏଣ୍ଟ ଖସିଲା

Anupambharat News Bureau | ଶିଳ୍ପ ବାଣିଜ୍ୟ | | 2423 | Read...

ପୁଞ୍ଜିବଜାରରେ ବିପର୍ଯ୍ୟୟ,:   ସୂଚକାଙ୍କରେ ୩୦୦ ପଏଣ୍ଟ ଖସିଲା

ମୁମ୍ବାଇ:ବିଶ୍ୱବଜାରରେ ଅସ୍ଥିରତାର ପ୍ରଭାବ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଉପରେ ପଡିବା କାରଣରୁ ଆଜି ବିପର୍ଯ୍ୟୟ ସୃଷ୍ଟି ହେବା ସହ ସୂଚକାଙ୍କ ୩୦୦ ପଏଣ୍ଟ ହ୍ରାସ ପାଇଛି । ଟାଟା ଷ୍ଟିଲ ସେୟାର ସର୍ବାଧିକ ପ୍ରଭାବିତ ହୋଇଥିବା ବେଳ


ସର୍ବୋଚ୍ଚସ୍ତରରେ ମୁଦ୍ରା ସଂରକ୍ଷଣ ଭଣ୍ଡାର

Anupambharat News Bureau | ଶିଳ୍ପ ବାଣିଜ୍ୟ | | 2319 | Read...

 ସର୍ବୋଚ୍ଚସ୍ତରରେ ମୁଦ୍ରା ସଂରକ୍ଷଣ ଭଣ୍ଡାର

ମୁମ୍ବଇ,୧୭ା୭: ଦେଶର ମୁଦ୍ର ସଂରକ୍ଷଣ ଭଣ୍ଡାର(ଫରେକ୍ସ ରିଜର୍ଭ ରେସିଓ)ରେ ୧.୮୮୩ ବିଲିୟନ ଡଲାର ବୃଦ୍ଧି ସହ ରେକର୍ଡ ସ୍ତର ୬୧୧.୮୯୫ ବିଲିୟନ ଡଲାର ହୋଇଛି । ଜୁନ ୯ରେ ଶେଷ ହୋଇଥିବା ସପ୍ତାହରେ ସ୍ତର ଏହା ଥିବା ବେଳେ ପୂର୍ବ ସପ୍ତା


ପେଟ୍ରୋଲ ମୂଲ୍ୟ ବୃଦ୍ଧିିି, ଡିଜେଲ ସ୍ଥିର

Anupambharat News Bureau | ଶିଳ୍ପ ବାଣିଜ୍ୟ | | 2318 | Read...

ପେଟ୍ରୋଲ ମୂଲ୍ୟ ବୃଦ୍ଧିିି, ଡିଜେଲ ସ୍ଥିର

ମୁମ୍ବଇ,୧୭ା୭:ଆନ୍ତର୍ଜାତିକ କାରଣରୁ ପେଟ୍ରୋଲ ଦର ବୃଦ୍ଧି ଅବ୍ୟାହତ ରହିଛି । ଏଭଳି ଦରବୃଦ୍ଧି ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି । ଆୟ ହ୍ରାସ ପାଉଥିବା ଏବଂ ଖାଦ୍ୟ ଦ୍ରବ୍ୟର ମୁîଲ୍ୟ ବୃଦ୍ଧି ବେଳେ ତୈଳ ଦର ବୃଦ୍ଧି ଏବେ ଦେଶର


ଡିଜିଟାଲ୍‌ ପେମେଣ୍ଟର ଅଂଶଧନ ବୃଦ୍ଧି

Anupambharat News Bureau | ଶିଳ୍ପ ବାଣିଜ୍ୟ | | 2196 | Read...

ଡିଜିଟାଲ୍‌ ପେମେଣ୍ଟର ଅଂଶଧନ ବୃଦ୍ଧି

ମୁମ୍ବାଇ : ରିଅଲ ଟାଇମ ପେମେଣ୍ଟ କାରବାର ଦୃଷ୍ଟିରୁ ସମଗ୍ର ବିଶ୍ୱର ଶ୍ରେଷ୍ଠ ୧୦ଟି ଦେଶରେ ଭାରତ ଶୀର୍ଷରେ ରହିଛି । ଚୀନ୍‌ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଆମେରିକା ପରି ଏକ ବିକଶିତ ଦେଶ ଏହି କ୍ଷେତ୍ରରେ ୯ ନମ୍ବରରେ ଅଛି । ଜାପା


ବଜେଟ୍‌ ଆପ୍‌ ଉନ୍ମୋଚିିତ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 1806 | Read...

ବଜେଟ୍‌ ଆପ୍‌ ଉନ୍ମୋଚିିତ

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଚଳିତବର୍ଷ ବଜେଟ୍‌ ପ୍ରସ୍ତୁତିରେ ଅନେକ ପରିବର୍ତ୍ତନ ଅଣାଯାଇଛି । ବଜେଟ୍‌ ବହି ଛାପି ଏମ୍ପଲୟ ମାନଙ୍କୁ ପ୍ରଦାନ କରିବା ପରିବର୍ତ୍ତେ ସେମାନଙ୍କୁ ସଫଫ କପିରେ ଏହାକୁ ଉପଲବ୍ଧ କରାଯିବ ।




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page