ହୀରାକୁଦ ଡ୍ୟାମରେ ଫାଟ !

August 24, 2022, ଓଡ଼ିଶା, , Anupambharat News Bureau


ହୀରାକୁଦ ଡ୍ୟାମରେ ଫାଟ !
Anupambharat News Bureau
August 24, 2022


ଭୁବନେଶ୍ୱର, ୨୪ା୮(ଅନୁପମ ମିଡ଼ିଆ): ହୀରାକୁଦ ଡ୍ୟାମର ବିଭିନ୍ନ ସ୍ଥାନରେ ଫାଟ ଥିବା ନେଇ ରିପୋର୍ଟ ମିଳିଛି । ଡ୍ୟାମ୍‌ର ଅପରେସନ ଗ୍ୟାଲେରୀ, ଫାଉଣ୍ଡେସନ ଗ୍ୟାଲେରୀରେ ଫାଟ ରହିଛି । ଉଭୟ ବାମ ଓ ଦକ୍ଷିଣ ସ୍ପିଲେେୱ ଗେଟ୍‌ ସାଫଫ, ସ୍ଳୁଇସ୍‌ ବ୍ୟାରେଲରେ ଫାଟ ରହିଛି । ତୁରନ୍ତ ଏକ୍ସପର୍ଟ ପ୍ୟାନେଲ ଦ୍ୱାରା ଡ୍ୟାମ୍‌ ନିରୀକ୍ଷଣ କରିବାକୁ ମହାନଦୀ ବେସିନ୍‌ ମୁଖ୍ୟଯନ୍ତ୍ରୀଙ୍କୁ ଚିଠି ଲେଖିଛି । ତେବେ ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି ଯେ, ଡ୍ୟାମ ପ୍ରତି ଆଦୌ ବିପଦ ନାହିଁ । ୨୦୨୦ ମସିହାରେ ଡ୍ୟାମ୍‌ ସେଫଫି ରିଭୁ୍ୟ ପ୍ୟାନେଲ ଟିମ୍‌ ଯାଞ୍ଚ
କରି ଅଧିକ ଅନୁଧ୍ୟାନ ପାଇଁ କହିଥିଲେ । ସ୍ପିଲେୱ ତଳମୁଣ୍ଡ ଯାଞ୍ଚ ଡ୍ରୋନ ଦ୍ୱାରା କରିବାକୁ ପରାମର୍ଶ ଦେଇଥିଲେ । ଅଣ୍ଡରୱାଟର ଭିଡିଓଗ୍ରାଫି କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ପ୍ରତି ୫ ବର୍ଷରେ ଥରେ ସର୍ଭେ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା । ତେବେ ୧୯୯୯ ପରଠାରୁ ସର୍ଭେ କରାଯାଇନଥିବା ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସମସ୍ତ ଜାତୀୟ ରାଜପଥରୁ ହଟିବ ଟୋଲ୍‌ ପ୍ଲାଜା

ସମସ୍ତ ଜାତୀୟ ରାଜପଥରୁ ହଟିବ ଟୋଲ୍‌ ପ୍ଲାଜା

Read More...

ଆୟୁଷ୍ମାନ ଓ ଜନ ଆରୋଗ୍ୟ ଯୋଜନା: କିନ୍ନରଙ୍କୁ ପାଞ୍ଚଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା

ଆୟୁଷ୍ମାନ ଓ ଜନ ଆରୋଗ୍ୟ ଯୋଜନା: କିନ୍ନରଙ୍କୁ ପାଞ୍ଚଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page