ଦୁଷ୍କର୍ମ ମାମଲାରେ ଅଧ୍ୟକ୍ଷଙ୍କୁ ଫାଶୀ ଦଣ୍ଡ ଶୁଣାଣି

February 16, 2021, ଦେଶ, , Anupambharat News Bureau


ଦୁଷ୍କର୍ମ ମାମଲାରେ ଅଧ୍ୟକ୍ଷଙ୍କୁ ଫାଶୀ ଦଣ୍ଡ ଶୁଣାଣି
Anupambharat News Bureau
February 16, 2021


ବିହାରର ରାଜଧାନୀ ନଗରୀ ପାଟଣାର ଏକ ଘରୋଇ ସ୍କୁଲର ଅଧ୍ୟକ୍ଷଙ୍କୁ ଦୁଷ୍କର୍ମ ମାମଲାରେ ଫାଶି ଦଣ୍ଡ ଶୁଣାଣି କରାଯାଇଛି । ସୂଚନା ମୁତାବକ ଜନୈକା ୧୧ ବର୍ଷ ବୟସ୍କା ନାବାଳିକାଙ୍କୁ ଉକ୍ତ ସ୍କୁଲର ଅଧ୍ୟକ୍ଷ ବହୁବାର ଦୁଷ୍କର୍ମ କରିଥିଲେ । ଘଟଣା ସମ୍ପର୍କରେ ପରିବାର ଲୋକ ଅଭିଯୋଗ କରିବା ପରେ ମାମଲାଟି ଅତ୍ୟନ୍ତ ଗମ୍ଭୀରଜନକ ହୋଇଥିଲା । ପୀଡ଼ିତା ନାବାଳିକାର ବାପା ଜଣେ ଦିନ ମଜୁରୀଆ ହୋଇଥିବା ଯୋଗୁ ଏ ସମ୍ପର୍କରେ ବହୁ ବିଳମ୍ବରେ ମଧ୍ୟ ମାନ୍ୟବର କୋର୍ଟ ମାମଲାଟିକୁ ଗୁରୁତର ସହ ଗ୍ରହଣ କରିଥିଲେ । ଦୋଷୀ ସାବ୍ୟସ୍ତ ହୋଇଥିବା ଉକ୍ତ ଅଧ୍ୟକ୍ଷ ଅରବିନ୍ଦ କୁମାରଙ୍କୁ ମୃତୁ୍ୟ ଦଣ୍ଡର ଶୁଣାଣି ସହିତ ପୀଡ଼ିତାଙ୍କୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କେନାଲକୁ ଖସିଲା ବସ୍‌, ୪୭ ମୃତ

କେନାଲକୁ ଖସିଲା ବସ୍‌, ୪୭ ମୃତ

Read More...

କନ୍ୟା ଯାତ୍ରୀ ଗାଡ଼ି ଓଲଟି ତିନି ମୃତ

କନ୍ୟା ଯାତ୍ରୀ ଗାଡ଼ି ଓଲଟି ତିନି ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page