ବିଦେଶ : Category News


ଟ୍ରମ୍ପ ଆମ ପାଇଁ ବିପଦ: ଚୀନ୍‌

Anupambharat News Bureau | ବିଦେଶ | | 1476 | Read...

ଟ୍ରମ୍ପ ଆମ ପାଇଁ ବିପଦ: ଚୀନ୍‌

ୱାସିଂଟନ : ଆମେରିକା ରାଷ୍ଟ୍ରପତି ନିର୍ବାଚନ ଯେତିକି ପାଖଉଛି ସେତିକି ଉଷ୍ମ ହେଉଛି ରାଜନୀତି । କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଏବେ ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି । ଏହି ସୂଚନା ଦେଇ


ଜୋରଦାର ବିସ୍ପୋରଣ : ୭୦ରୁ ଅଧିକ ମୃତ, ୩ହଜାରରୁ ଅଧିକ ଲୋକ ଆହତ

Anupambharat News Bureau | ବିଦେଶ | | 1440 | Read...

ଜୋରଦାର ବିସ୍ପୋରଣ : ୭୦ରୁ ଅଧିକ ମୃତ, ୩ହଜାରରୁ ଅଧିକ ଲୋକ ଆହତ

ବେରୁଟ୍‌: ଲେବାନନ୍‌ ରାଜଧାନୀ ବେରୁଟ୍‌ ସହରରେ ଭୟଙ୍କର ବିସ୍ପୋରଣ । ବିସ୍ପୋରଣ ମାତ୍ରା ଏତି ଅଧିକ ଥିଲା ଯେ ସ୍ଥାନୀୟ ଅଞ୍ଚଳ ଥରି ଉଠିବା ସହ କୋଠା ଗୁଡିକ ବାଲିଘର ଭଳି ଭୁଶୁଡ଼ି ପଡ଼ିଛି । ଏଥିରେ ଶତାଧିକ ଆହତ ହୋଇଥିବା ଖବର ଆ


ଚୀନ-ଅଷ୍ଟ୍ରେଲିଆ ମଧ୍ୟରେ ବାକଯୁଦ୍ଧ

Anupambharat News Bureau | ବିଦେଶ | | 1418 | Read...

ଚୀନ-ଅଷ୍ଟ୍ରେଲିଆ ମଧ୍ୟରେ ବାକଯୁଦ୍ଧ

ନୂଆଦିଲ୍ଲୀ : ଚୀନ ଓ ଭାରତ ବିବାଦରେ ଅଷ୍ଟ୍ରେଲିଆ ଭାରତକୁ ସମର୍ଥନ କରିବା ପରେ ଚୀନ ଅଷ୍ଟ୍ରେଲିଆର ସମାଲୋଚନା କରିଛି । ବେଜିଂ ବିରୁଦ୍ଧରେ ଭାରତରେ ଥିବା ଅଷ୍ଟ୍ରେଲିଆ ଉଚ୍ଚାୟୁକ୍ତ ବେରି ଓ’ ଫେରାଲ ଦେଇଥିବା ମନ୍ତବ୍ୟ ବେଆଇନ


ଜୀବଜନ୍ତୁ ଖାଇ ପୁଣି ଚୀନ୍‌ରେ କରୋନା ଚିହ୍ନଟ

Anupambharat News Bureau | ବିଦେଶ | | 1407 | Read...

ଜୀବଜନ୍ତୁ ଖାଇ ପୁଣି ଚୀନ୍‌ରେ କରୋନା ଚିହ୍ନଟ

ନୂଆଦିଲ୍ଲୀ: ଚୀନରେ ପୁଣି ଥରେ କରୋନା ଭାଇରସ୍‌ ଆକ୍ରମଣାତ୍ମକ ଭାବେ ଫେରିଛି । କାରଣ କ୍ରମାଗତ ଚତୁର୍ଥ ଦିନରେ ମଧ୍ୟ ଅଧିକ ସଂଖ୍ୟାରେ କେସ୍‌ ବୃଦ୍ଧି ଘଟିଛି । ଦେଶର ସ୍ୱାସ୍ଥ୍ୟ ବିଭାଗ ଗୁରୁବାର କହିଛି ଜୁଲାଇ ୩୦ ରେ ଦେଶରେ


ଭାରତୀୟମାନେ ବଡ ଦାୟିତ୍ୱହୀନ: ଟ୍ରମ୍ପ

Anupambharat News Bureau | ବିଦେଶ | | 1406 | Read...

ଭାରତୀୟମାନେ ବଡ ଦାୟିତ୍ୱହୀନ: ଟ୍ରମ୍ପ

ୱାଶିଂଟନ୍‌: ଭାରତ, ଚୀନ୍‌ ଏବଂ ଋଷ ନିଜ ଏୟାର କ୍ୱାଲିଟିର ଧ୍ୟାନ ରଖନ୍ତିନାହିଁ କି;ୁ ଆମେରିକା ସବୁବେଳେ ବାୟୁର ମାନ ପ୍ରତି ଗୁରୁତ୍ୱ ଦେଇଥାଏ । ଏଭଳି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲï ଟ୍ରମ୍ପ । ସେ ପ୍ୟାରିସ୍‌


ବ୍ରିଟେନ୍‌ରେ ନିର୍ମାଣ ହେବ ଜଗନ୍ନାଥ ମନ୍ଦିର

Anupambharat News Bureau | ବିଦେଶ | | 1348 | Read...

ବ୍ରିଟେନ୍‌ରେ ନିର୍ମାଣ ହେବ ଜଗନ୍ନାଥ ମନ୍ଦିର

ନୂଆଦିଲ୍ଲୀ: ବ୍ରିଟେନ (ସଂଯୁକ୍ତ ରାଷ୍ଟ୍ର)ରେ ଲକ୍ଷାଧିକ ଜଗନ୍ନାଥ ଭକ୍ତ ରହିଛନ୍ତି । ଯେଉଁମାନେ କେବଳ ପ୍ରତିଦିନ ଜଗନ୍ନାଥଙ୍କ ଆରାଧନ କରନ୍ତି, ତାହା ନୁହେଁ , ସନାତନ ଧର୍ମର ପ୍ରଚାର ଓ ପ୍ରସାର ମଧ୍ୟ କରିଥାନ୍ତି । ଏମିତିକି ଜଗ


ଆମେରିକା ମୋର କିଛି କରିପାରିବ ନାହିଁ: ଚୀନ୍‌

Anupambharat News Bureau | ବିଦେଶ | | 1338 | Read...

ଆମେରିକା ମୋର କିଛି କରିପାରିବ ନାହିଁ: ଚୀନ୍‌

ୱାଶିଂଟନ: ଆମେରିକା ଏକ ଅପ୍ରତ୍ୟାଶିତ ପଦକ୍ଷେପ ନେଇ ଚୀନକୁ ହ୍ୟୁଷ୍ଟନ ସ୍ଥିତ ନିଜର ବାଣିଜ୍ୟିକ ଦୂତାବାସକୁ ୭୨ ଘଣ୍ଟା ଭିତରେ ବନ୍ଦ କରିବାକୁ ଆଦେଶ ଦେଇଛି । ଆମେରିକାର ଏହି ଆଦେଶ ପରେ ଚୀନୀ ଦୂତାବାସର କର୍ମଚାରୀ ଗୋପନୀୟ ଦସ୍



ପ୍ରଥମ ଥର ପାଇଁ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିଲେ ୟୁଏସ ରାଷ୍ଟ୍ରପତି

Anupambharat News Bureau | ବିଦେଶ | | 1305 | Read...

ପ୍ରଥମ ଥର ପାଇଁ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିଲେ ୟୁଏସ ରାଷ୍ଟ୍ରପତି

ନ୍ୟୁୟର୍କ: ଆମେରିକା ରାଷ୍ଟ୍ରପତି ଡୋନାଲï ଟ୍ରମ୍ପ ଏବେଯାଏଁ ମାସ୍କ ପିନ୍ଧିବାକୁ ମନା କରୁଥିଲେ । ମାର୍ଚ୍ଚ ମାସରେ ଆରମ୍ଭ ହୋଇଥିବା କରୋନା ଆତଙ୍କ ପରେ ମଧ୍ୟ ସେ ପ୍ରଥମ ଥର ପାଇଁ ଶନିବାର ସାର୍ବଜନିକ ଭାବେ ମାସ୍କ ପରିଧାନ କର


ଆମେରିକା ସୈନ୍ୟଙ୍କୁ ଡରିଲା ଚୀନ୍‌

Anupambharat News Bureau | ବିଦେଶ | | 1296 | Read...

ଆମେରିକା ସୈନ୍ୟଙ୍କୁ ଡରିଲା ଚୀନ୍‌

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀ ମଧ୍ୟରେ ହଙ୍ଗକଙ୍ଗ ଉପରେ ବେଜିଙ୍ଗର କାର୍ଯ୍ୟାନୁଷ୍ଠାନ ଭଳି ପ୍ରସଙ୍ଗରେ ଆମେରିକା ଓ ଚୀନ ମଧ୍ୟରେ ବଢି ଚାଲିଥିବା ଉତ୍ତେଜନା ମଧ୍ୟରେ ଚୀନର ବୈଦେଶିକ ମନ୍ତ୍ରୀ ବାଙ୍ଗ ୟା କହିଛନ୍ତି ଯେ ଉ


ମହିଳାଙ୍କ ପାଇଁ ନର୍କ ପାଲଟିଛି ମେକ୍ସିକୋ

Anupambharat News Bureau | ବିଦେଶ | | 1257 | Read...

ମହିଳାଙ୍କ ପାଇଁ ନର୍କ ପାଲଟିଛି ମେକ୍ସିକୋ

ମେକ୍ସିକୋ: ମେକ୍ସିକୋରେ ମହିଳା ବିରୋଧି ହିଂସା ବୃଦ୍ଧି ପାଇବାରେ ଲାଗିଛି । ଚଳିତ ବର୍ଷ ପ୍ରାୟ ୯୮୭ରୁ ଅଧିକ ମହିଳା ଓ ଯୁବତୀଙ୍କୁ ହତ୍ୟା କରାଯାଇ ସାରିଛି । ତେବେ ଏହାରୁ ଦେଶର ରାଷ୍ଟ୍ରପତି ଲୋପେଜ୍‌ ଓବ୍ରୋଡୋର୍‌ ଖଣ୍ଡାନ


କରୋନା ଛାଇରେ ବଢୁଛି ଯୁଦ୍ଧ ଭୟ

Anupambharat News Bureau | ବିଦେଶ | | 1235 | Read...

କରୋନା ଛାଇରେ ବଢୁଛି ଯୁଦ୍ଧ ଭୟ

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲï ଟ୍ରମ୍ପ କହିଛନ୍ତି ଯେ, ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର କରିବାର ସମୟ ଆସିଛି । କି;ୁ ଯଦି କିଛି ଭୁଲ ହୁଏ ତେବେ ଏପରି ଆକ୍ରମଣ ହେବ ଯାହା ପୂର୍ବରୁ କେବେ ହୋଇ ନ ଥିଲ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page