ସାରା ରାଜ୍ୟରେ କୋହଲା ପାଗ ସହ ଜାରି ରହିଛି ବର୍ଷା

January 04, 2020, ଓଡ଼ିଶା, , Anupambharat News Bureau


ସାରା ରାଜ୍ୟରେ କୋହଲା ପାଗ ସହ ଜାରି ରହିଛି ବର୍ଷା
Anupambharat News Bureau
January 04, 2020

ଭୁବନେଶ୍ୱର,୪ ।୧ (ଅନୁପମ ମିଡିଆ): ଶୁକ୍ରବାର ଦିନ ଠାରୁ ଓଡ଼ିଶାର ଆକାଶ କାଆଁଳିଆ ରହିବା ସହ ଅଧିକାଂଶ ଜିଲ୍ଲାରେ ମଝିରେ ମଝିରେ ଝିପି ଝିପି ବର୍ଷା ଲାଗି ରହିଥିବା କାରଣରୁ ପାଗ କୋହଲା ରହିଛି । ଆହୁରି ୨୪ଘଣ୍ଟା ବର୍ଷା ସହ କୋହଲା ପାଗ ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚନା ମିଳିଛି ।
ଶନିବାର ସକାଳ ୮:୩୦ ସୁଦ୍ଧା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ରାଜ୍ୟର ବିଭିନ୍ନ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଭୂତ ଦିନ ଓ ରାତିର ତାପମାତ୍ରା ସହ ହୋଇଥିବା ବର୍ଷାର ପରିମାଣ ନିମ୍ନମତେ ରେକର୍ଡ କରିଛି ।
ମାଲକାନଗିରିରେ ସର୍ବାଧିକ (ଦିନର) ତାପମାତ୍ରା ୩୦.୦ ସେଲସିୟସ୍‌ ଥିବା ବେଳେ ସୁନ୍ଦରଗଡ଼ରେ ସର୍ବନିମ୍ନ (ରାତିର) ତାପମାତ୍ରା ୧୦.୫ ସେଲସିୟସ୍‌ ଥିବା କଥା ରେକର୍ଡ କରାଯାଇଛି ତାଳଚେରରେ ସବୁଠୁ ଅଧିକ ବୃଷ୍ଟିପାତ (୫୮.୦ମିଲିମିଟର) ହୋଇଥିବା ରେକର୍ଡ କରାଯାଇଛି । ବାଲେଶ୍ୱରରେ ତାପମାତ୍ରା ସର୍ବାଧିକ ୧୯.୬ଡିଗ୍ରି ସେଲସିୟସ୍‌ ଓ ସର୍ବନିମ୍ନ ୧୪.୩ ଡିଗ୍ରି ସେଲସିୟସ୍‌ ଏବ ବୃଷ୍ଟିପାତ ୨୨.୪ ମିଲମିଟର, ଚାନ୍ଦବାଲି ତାପମାତ୍ରା ସର୍ବାଧିକ ୧୯.୯ ଡିଗ୍ରି ସେଲସିୟସ୍‌ ଓ ସର୍ବନିମ୍ନ ୧୫.୯ ଡିଗ୍ରି ସେଲସିୟସ୍‌ ଏବଂ ବୃଷ୍ଟିପାତ ୬.୯ ମିଲିମିଟର, କଟକରେ ତାପମାତ୍ରା ସର୍ବାଧିକ ୨୧.୦ ଡିଗ୍ରି ସେଲସିୟସ୍‌ ଓ ସର୍ବନିମ୍ନ ୧୪.୨ ଡିଗ୍ରି ସେଲସିୟସ୍‌ ଏବଂ ବୃଷ୍ଟିପାତ ୬.୨ ମିଲିମିଟର, ପାରାଦୀପ ତାପମାତ୍ରା ସର୍ବାଧିକ ୨୦.୭ଡିଗ୍ରି ସେଲସିୟସ ଓ ସର୍ବନିମ୍ନ ୧୭.୪ ଡିଗ୍ରି ସେଲସିୟସ୍‌
ଏବଂ ବୃଷ୍ଟିପାତ ୪.୪ ମିମିଟର, ଭୁବନେଶ୍ୱରରେ ତାପମାତ୍ରା ସର୍ବାଧିକ ୨୦.୮ ଡିଗ୍ରି ସେଲସିୟସ୍‌ ଓ ସର୍ବନିମ୍ନ ୧୬.୧ ଡିଗ୍ରି ସେଲସିୟସ ଏବଂ ବୃଷ୍ଟିପାତ ୧୨.୩ ମିଲିମିଟର୍‌ , ଗୋପାଳପୁରରେ ତାପମାତ୍ରା ସର୍ବାଧିକ ୨୩.୩ ଡିଗ୍ରି ସେଲସିୟସ୍‌ ଓ ସର୍ବନିମ୍ନ ୧୮.୦ ଡିଗ୍ରି ସେଲସିୟସ୍‌ ଏବଂ ବୃଷ୍ଟିପାତ ୦.୧ ମିମିଟର, ପୁରୀରେ ତପାମାତ୍ରା ସର୍ବାଧିକ ୨୦.୫ ଡିଗ୍ରି ସେଲସିୟସ୍‌ ଓ ସର୍ବନିମ୍ନ ୧୬.୨ ଡିଗ୍ରି ସେଲସିୟସ୍‌ ଏବ ବୃଷ୍ଟିପାତ ୨.୭ ମିିଟର, ଅନୁଗୁଳରେ ତାପମାତ୍ରା ସର୍ବାଧିକ ୨୦.୧ ଡିଗ୍ରି ସେଲସିୟସ୍‌, ଓ ସର୍ବନିମ୍ନ ୧୨.୦ ଡିଗ୍ରି ସେଲସିୟସ୍‌ ଏବଂ ବୃଷ୍ଟିପାତ ୧୨.୬ ମିମିଟର, ବାରିପଦାରେ ସର୍ବନିମ୍ନ ତାପମାତ୍ରା ୧୬.୦ , ଝାରସୁଗୁଡ଼ାରେ ତାପମାତ୍ରା ସର୍ବାଧିକ ୧୮.୮ ଡିଗ୍ରି ସେଲସିୟସ୍‌ ସର୍ବନିମ୍ନ ୧୬.୮ ହିଗ୍ରି ସେଲସିୟସ୍‌ ଏବଂ ବୃଷ୍ଟିପାତ ୦.୬ ମିଲିିମିଟର, କେନ୍ଦୁଝରଗଡ଼ରେ ତାପମାତ୍ରା ସର୍ବାଧିକ ୧୯.୭ ଡିଗ୍ରି ସେଲସିୟସ୍‌ ଓ ସର୍ବନିମ୍ନ ୧୫.୦ ଡିଗ୍ରି ସେଲସିୟସ୍‌ ଏବଂ ବୃଷ୍ଟିପାତ ୧୪.୮ ମିଲିମିଟର୍‌, ସମ୍ବଲପୁରରେ ତାପାମାତ୍ରା ସର୍ବାଧିକ ୨୦.୨ ଡିଗ୍ରି ସେଲସିୟସ୍‌ ଓ ସର୍ବନିମ୍ନ ୧୫.୬ ଡିଗ୍ରି ସେଲସିୟସ୍‌ ଏବଂ ବୃଷ୍ଟିପାତ ୦.୨ ମିଲିମିଟର, , ସୁନ୍ଦରଗ୍‌ଡ଼ରେ ତାପମାତ୍ରା ସର୍ବାଧିକ ୧୯.୦ ଡିଗ୍ରି ସେଲସିୟସ୍‌ ଓ ସର୍ବନିମ୍ନ ୧୦.୫ ଡିଗ୍ରି ସେଲସିୟସ୍‌ ଏବଂ ବୃଷ୍ଟିପାତ ୪.୦ ମିମିଟର, ହୀରାକୁଦରେ ତାପାମାତ୍ରା ସର୍ବାଧିକ ୨୦.୧ ଡିଗ୍ରି ସେଲସିୟସ୍‌ ଓ ସର୍ବନିମ୍ନ ୧୬.୭ ଡିଗ୍ରି ସେଲିସିୟସ୍‌, ତାଳଚେରରେ ତାପମାତ୍ରା ସର୍ବାଧିକ ୨୩. ଡିଗ୍ରି ସେଲିସିୟସ୍‌ ଓ ସର୍ବନିମ୍ନ ୧୨.୩ ଡିଗ୍ରି ସେଲସିୟସ୍‌ ଏବଂ ବୃଷ୍ଟିପାତ ୫୮.୦ ମିମିଟର, ଭବନାୀପାଟଣାରେ ତାପମାତ୍ରା ସର୍ବାଧିକ ୨୧.୦ ଡିଗ୍ରି ସେଲିସିୟସ୍‌ ଓ ସର୍ବନିମ୍ନ ୧୯.୭ ଡିଗ୍ରି ସେଲସିୟସ୍‌ ଓ ସର୍ବନିମ୍ନ ୧୬.୫ ଡିଗ୍ରି ସେଲସିୟସ ଏବଂ ବୃଷ୍ଟିପାତ ୫.୦ ମିମିଟର, କୋରାପୁଟରେ ତାପମାତ୍ରା ସର୍ବାଧିକ ୨୪.୮ ଡିଗ୍ରି ସେଲସିୟସ୍‌ ଓ ସର୍ବନିମ୍ନ ୧୫.୬ ଡିଗ୍ରି ସେଲସିୟସ୍‌ ଏବଂ ବୃଷ୍ଟିପାତ ୯.୨ ମିମିଟର୍‌ , ବଲାଙ୍ଗୀରରେ ତାପମାତ୍ରା ସର୍ବାଧିକ ୧୯.୭ ଡିଗ୍ରି ସେଲସିୟସ୍‌ ଓ ସର୍ବନିମ୍ନ ୧୬.୫ ଡିଗ୍ରି ସେଲସିୟସ୍‌ । ଏବଂ ବୃଷ୍ଟିପାତ
୫.୦ ମିମିଟର, କୋରାପୁଟରେ ତାପମାତ୍ରା ସର୍ବାଧିକ ୨୪.୮ ଡିଗ୍ରି ସେଲସିୟସ୍‌ ଓ ସର୍ବନିମ୍ନ ୧୫.୬ ଡିଗ୍ରି ସେଲସିୟସ୍‌ ଏବଂ ବୃଷ୍ଟିପାତ ୩.୪ ମିଲିମିଟର, ଫୁଲବାଣୀରେ ତାପମାତ୍ରା ସର୍ବାଧିକ ୧୫.୬ ଡିଗ୍ରି ସେଲସିୟସ୍‌ ଓ ସର୍ବନିମ୍ନ ୧୨.୦ ଡିଗ୍ରି ସେଲସିୟସ୍‌ ଏବଂ ବୃଷ୍ଟିପାତ ୯.୪ ମିଲିିମିଟର, ଟିଟିଲାଗଡ଼ରେ ତାପମାତ୍ରା ସର୍ବାଧିକ ୨୧.୫ ଡିଗ୍ରି ସେଲସିୟସ୍‌ ସର୍ବନିମ୍ନ ୧୩.୧ ଡିଗ୍ରି ସେଲସିୟସ୍‌ , ବୃଷ୍ଟିପାତ ୬.୦ ମିମିଟର, ମାଲକାନଗିରିରେ ତାପମାତ୍ରା ସର୍ବାଧିକ ୩୦.୦ ଡିଗ୍ରି ସେଲସିୟସ୍‌ ଓ ସର୍ବନିମ୍ନ ୧୪.୦ ଡିଗ୍ରି ସେଲସିୟସ୍‌ ବୃଷ୍ଟିପାତ ୨.୪ ମିଲିମିଟର, ସୋନପୁରରେ ତାପମାତ୍ରା ସର୍ବାଧିକ ୧୯.୮ ଡିଗ୍ରି ସେଲସିୟସ୍‌ ଓ ସର୍ବନିମ୍ନ ୧୩.୬ ଡିଗ୍ରି ସେଲସିୟସ୍‌ ବୃଷ୍ଟିପାତ ୩.୬ ମିମିଟର ଏବଂ ଦାରିଙ୍ଗବାଡିରେ ତପାମାତ୍ର ସର୍ବାଧିକ ୨୦.୫ ଡିଗ୍ରି ସେଲସିୟସ୍‌ ଓ ସର୍ବନିମ୍ନ ୧୩.୫ ଡିଗ୍ରି ସେଲସିୟସ୍‌ ଏବଂ ବୃଷ୍ଟିପାତ ୬.୦ ମିମିଟର ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୁଣି ଇରାନ ଉପରେଏୟାର ଷ୍ଟ୍ରାଇକ୍‌, ଛ’ ମୃତ

ପୁଣି ଇରାନ ଉପରେଏୟାର ଷ୍ଟ୍ରାଇକ୍‌, ଛ’ ମୃତ

Read More...

୬ ବର୍ଷ ପରେ ‘ବିଧବା’ ହେଲେ ସଧବା

୬ ବର୍ଷ ପରେ ‘ବିଧବା’ ହେଲେ ସଧବା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page