ପରଦାକୁ ଆସିଲା ମୋଦିଙ୍କ ବାୟୋପିକ

May 24, 2019, ଦେଶ, , Anupambharat News Bureau


ପରଦାକୁ ଆସିଲା ମୋଦିଙ୍କ ବାୟୋପିକ
Anupambharat News Bureau
May 24, 2019

ମୁମ୍ବାଇ, ବହୁ ବାଦ ବିବାଦ ପରେ ଶୁକ୍ରବାର ପରଦାରେ ରିଲିଜ୍‌ ହୋଇଛି ମୋଦିଙ୍କ ବାୟୋପିକ ‘ପିଏମ୍‌ ମୋଦି’ । ଏହି ଫିଲ୍ମକୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିଥିବା ଜଣାପଡ଼ିଛି । ଗୋଟିଏ ପଟେ ମୋଦିଙ୍କ ଦ୍ୱିତୀୟ ବିଜୟକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଭରି ରହିଥିବା ବେଳେ ଅନ୍ୟପଟେ ପରଦାରେ ତାଙ୍କ ଜୀବନିକୁ ଦେଖି ତାଙ୍କ ପ୍ରତି କ୍ରେଜ ବଢ଼ିବାରେ ଲାଗିଛି । ପ୍ରଶଂସକ ଫିଲ୍ମକୁ ଦେଖି କାହାଣୀ ଓ ଅଭିନୟକୁ ବହୁ ପ୍ରଶଂସା କରିଥିବା ଜଣାପଡ଼ିଛିଛ ଏଥିସହ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି । ଜଣେ ୟୁଜର୍ସ ଲେଖିଛନ୍ତି, ଯଦି ଏହି ଫିଲ୍ମ ନିର୍ବାଚନ ପୂର୍ବରୁ ରିଲିଜ ହୋଇଥାନ୍ତା ତା’ହେଲେ କଂଗ୍ରେସକୁ ୧୦ଟି ଆସନ ମଧ୍ୟ ମିଳି ନ ଥାନ୍ତାଛ ଓମାଙ୍ଗ କୁମାର ନିର୍ଦ୍ଦେଶିତ ଏହି ଫିଲ୍ମରେ ବିବେକ ଓବରୟ ମୋଦିଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୩୦ରେ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ, ବିଜେପି ଏକାକୀ ଗଢ଼ିବ ସରକାର

୩୦ରେ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ, ବିଜେପି ଏକାକୀ ଗଢ଼ିବ ସରକାର

Read More...

ରାଜନୀତି ମଇଦାନରେ ଗମ୍ଭୀର ପାରି ଆରମ୍ଭ

ରାଜନୀତି ମଇଦାନରେ ଗମ୍ଭୀର ପାରି ଆରମ୍ଭ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page