ସୌମେନ୍ଦ୍ର ପ୍ରିୟଦର୍ଶୀ ନୂଆ କମିଶନର

March 08, 2021, ଓଡ଼ିଶା, , Anupambharat News Bureau


ସୌମେନ୍ଦ୍ର ପ୍ରିୟଦର୍ଶୀ ନୂଆ କମିଶନର
Anupambharat News Bureau
March 08, 2021


ଭୁବନେଶ୍ୱର, ୮ା୩(ଅନୁପମ ମିଡ଼ିଆ): ­ ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍‌ କ୍ୟାଡରରେ ଏକ ଛୋଟ ଧରଣର ଅଦଳ ବଦଳ କରିଛନ୍ତି । ସରକାରୀ ବିଜ୍ଞପ୍ତି ଅନୁଯାୟୀ ଭୁବନେଶ୍ୱର-କଟକ ଦେ୍ୱðତ ନଗରୀ ପୋଲିସ୍‌ କମିଶନର ପଦବୀରେ ଥିବା ସୁଧାଂଶୁ ମୋହନ ଷଡ଼ଙ୍ଗୀଙ୍କୁ ପୋଲିସ୍‌ ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ ଭାବେ ବଦଳି କରାଯାଇଛି । ଏଥିପୂର୍ବରୁ ଷଡ଼ଙ୍ଗୀ ଏହି ପଦବୀରେ ରହିଥିଲେ । ପୁନର୍ବାର ତାଙ୍କୁ ସେହି ପଦବୀରେ ଅବସ୍ଥାପିତ କରାଯାଇଛି । ଏହାବ୍ୟତୀତ ଏମ୍‌. ଅକ୍ଷୟଙ୍କୁ ଅଗ୍ନିଶମ ଓ ହୋମ୍‌ଗାର୍ଡ଼ ଡିଜି ଭାବେ ଅବସ୍ଥାପିତ
କରାଯାଇଥିଲାବେଳେ କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଦେ୍ୱðତନଗରୀ ନୂଆ ପୋଲିସ୍‌ କମିଶନର ଭାବେ ଅବସ୍ଥାପିତ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜଙ୍ଗଲ ନିଆଁ ନିୟନ୍ତ୍ରଣ: ଟାସ୍କଫୋର୍ସ ଗଠିତ

ଜଙ୍ଗଲ ନିଆଁ ନିୟନ୍ତ୍ରଣ: ଟାସ୍କଫୋର୍ସ ଗଠିତ

Read More...

ଦଣ୍ଡ ଯାତ୍ରାରେ ଅପେରା ମନା : ପାରମ୍ପରିକ ରୀତିରେ ପାଳନ ଅନୁମତି

ଦଣ୍ଡ ଯାତ୍ରାରେ ଅପେରା ମନା : ପାରମ୍ପରିକ ରୀତିରେ ପାଳନ ଅନୁମତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page