ମୁଁ ଗୋଟେ ଗୋଖର : ମିଥୁନ

March 07, 2021, ଦେଶ, , Anupambharat News Bureau


ମୁଁ ଗୋଟେ ଗୋଖର : ମିଥୁନ
Anupambharat News Bureau
March 07, 2021


ବିଜେପିରେ ମିଶିଛନ୍ତି ବଲିଉଡ୍‌ର ମିଥୁନ ଚକ୍ରବର୍ତ୍ତୀ । କୋଲକାତାରେ ଏକ ବିଶାଳ ସମାବେଶରେ ଆଜି ବିଜେପିରେ ଯୋଗ ଦେଇଛନ୍ତି ମିଥୁନ । ବିଜେପିରେ ଦାଦାଙ୍କ ଯୋଗ ଦେବା ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା ଅନେକ ମିଡିଆରେ ଏନେଇ ଖବର ପ୍ରକାଶ ପାଉଥିଲେ ବି ମିଥୁନ କି;ୁ ଏସବୁ ଏଡ଼ାଇ ଯାଉଥିଲେ । ତେବେ ବିଜେପିରେ ସାମିଲ୍‌ ହେବା ପରେ ରାଲିକୁ ସମ୍ଭୋଧନ କରି ମମତା ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ମିଥୁନଛ ମିଥୁନ କହିଛନ୍ତି ମୁଁ ଗୋଟେ ନାଗ, ମୋର ଗୋଟିଏ ଚୋଟ ହିଁ ଯଥେଷ୍ଟ । ଗରିବଙ୍କୁ ସାହାଯ୍ୟ କରିବା ପାଇଁ ମୋର୍‌ ଯେଉଁ ସ୍ୱପ୍ନ ଥିଲା ତାହା ବିଜେପି ଦ୍ୱାରା ପୂରା ହେବ ବୋଲି ମିଥୁନ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରତିଶୃତି ଦେଲେ ମୋଦି, ଗଠନ କରିବେ ସୁନାର ବଙ୍ଗ

ପ୍ରତିଶୃତି ଦେଲେ ମୋଦି, ଗଠନ କରିବେ ସୁନାର ବଙ୍ଗ

Read More...

ସ୍ତ୍ରୀ ଓ ଝିଅକୁ ବଞ୍ଚାଇବା ପାଇଁ ବାଘର ତଣ୍ଟି ଚିପି ମାରିଦେଲେ ଯୁବକ

ସ୍ତ୍ରୀ ଓ ଝିଅକୁ ବଞ୍ଚାଇବା ପାଇଁ ବାଘର ତଣ୍ଟି ଚିପି ମାରିଦେଲେ ଯୁବକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page