ଭୋଟ୍‌ ଦେଲେ ଯୋଗୀ ଆଦିତ୍ୟନାଥ

May 19, 2019, ଦେଶ, , Anupambharat News Bureau


ଭୋଟ୍‌ ଦେଲେ ଯୋଗୀ ଆଦିତ୍ୟନାଥ
Anupambharat News Bureau
May 19, 2019

ଲକ୍ଷ୍ନୌ: ଦେଶର ବିଭିନ୍ନ ସ୍ଥାନରେ ଆଜି ଚାଲିଛି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । ୭ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବାକି ଥିବା ୫୯ଟି ଆସନ ପାଇଁ ହେଉଛି ଭୋଟ୍‌ ଗ୍ରହଣ । ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତିଛ ସକାଳୁ ଉତ୍ତରପ୍ରଦେଶ ଗୁରୁପୁରର ୨୪୬ ନମ୍ବର ବୁଥ୍‌ରେ ଆସି ସେ ଭୋଟ ଦେଇଛନ୍ତି । ଗଣତନ୍ତ୍ରର ଏହି ମହାପର୍ବରେ ନିଜକୁ ସାମିଲ କରି ତଥା ନିଜର ଭୋଟଦାନ ଅଧିକାରକୁ ସାବ୍ୟସ୍ତ କରି ସେ ବହୁତ ଖୁସି ବୋଲି ଗଣମାଧ୍ୟମକୁ କହିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଂଶୁଘାତ ନଲାଗିବାକୁ ପିଆଜ ବଣ୍ଟନ

ଅଂଶୁଘାତ ନଲାଗିବାକୁ ପିଆଜ ବଣ୍ଟନ

Read More...

ଜଳବାୟୁ ପରିବର୍ତ୍ତନ ଯୋଗୁଁ କମୁଛି ପକ୍ଷୀଙ୍କ ସଂଖ୍ୟା,  କେନ୍ଦୁଝର ବନଖଣ୍ଡକୁ ଆସିଛନ୍ତି ୨୮୬୫ ବହିରାଗତ ପକ୍ଷୀ

ଜଳବାୟୁ ପରିବର୍ତ୍ତନ ଯୋଗୁଁ କମୁଛି ପକ୍ଷୀଙ୍କ ସଂଖ୍ୟା, କେନ୍ଦୁଝର ବନଖଣ୍ଡକୁ ଆସିଛନ୍ତି ୨୮୬୫ ବହିରାଗତ ପକ୍ଷୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page