ୱାଟ୍ସଅପ୍‌ରେ ଆରମ୍ଭ ହେଲା ଶପିଂ

November 11, 2020, ଶିଳ୍ପ ବାଣିଜ୍ୟ, , Anupambharat News Bureau


ୱାଟ୍ସଅପ୍‌ରେ ଆରମ୍ଭ ହେଲା ଶପିଂ
Anupambharat News Bureau
November 11, 2020

ନୂଆଦିଲ୍ଲୀ:ଗତ କିଛି ଦିନ ହେବ ଲଗାତାର ଗୋଟିଏ ପରେ ଗୋଟିଏ ଫିଚର ଆଣୁଛିଛ ଏହି କ୍ରମରେ ଘhଚ୍ଚଟ୍ଟଟଅଞ୍ଛଞ୍ଛ ଏବେ ଆପ୍ରେ ଶପିଂ ବଟନ୍‌ ଆଡ୍‌ କରୁଛିଛ କମ୍ପାନୀ କହିବା ଅନୁସାରେ ଏହି ଫିଚର ବ୍ୟବସାୟ ପାଇଁ ଲାଭଦାୟକ ରହିବ ଏବଂ ସେମାନେ ନିଜ ସେଲ୍‌ ବଢ଼ାଇ ପାରିବେ ।
ଏହି ନୂଆ ଫିଚର ଅନୁସାରେ ୟୁଜର୍ସଙ୍କୁ ବିଜନେସ୍‌ ଆକାଉଣ୍ଟସ୍‌ ପ୍ରୋଫାଇଲ୍‌ ପାଖରେ ଶପିଂ ବଟନ୍‌ ଦେଖାଯିବଛ ଏହି ବଟନ୍‌ ଷ୍ଟୋର୍‌ ଆଇକନ୍‌ ଭଳି ଦେଖାଯିବଛ ଏହା ନର୍ମାଲ୍‌ ଘhଚ୍ଚଟ୍ଟଟଅଞ୍ଛଞ୍ଛ ଆକାଉଣ୍ଟ ୟୁଜର୍ସ ବିଜନେସ୍‌ ଆକାଉଣ୍ଟରେ ଦେଖି ପାରିବେ ।
ଇନଷ୍ଟାଣ୍ଟ୍‌ ମ୍ୟାସେଜିଂ ଆପ୍‌ ମୁତାବକ ପ୍ରତି ଦିନ ୧୭୫ ମିଲିୟନ୍‌ ଲୋକ ହ୍ୱାଟସଆପ୍‌ ବିଜନେସ୍‌ ଆକାଉଣ୍ଟରେ ମ୍ୟାସେଜ କରନ୍ତିଛ କମ୍ପାନୀ ଏହା ମଧ୍ୟ କହିଛି ଯେ ପ୍ରତି ଦିନ ୪୦ମିଲିୟନ ୟୁଜର୍ସ ବିଜନେସ୍‌ କ୍ୟାଟଲଗ୍‌ ହ୍ୱାଟସଆପରେ ଦେଖି ଥା;ି ।ଶପିଂ ବଟନ୍‌ ବିଶ୍ୱବ୍ୟାପି ହ୍ୱାଟସଆପ୍‌ ୟୁଜର୍ସଙ୍କ ପାଇଁ ଜାରି କରାଯାଉଛି । କମ୍ପାନୀ ଏହା ମଧ୍ୟ କହିଛି ଯେ ଏହି ବିଜନେସ୍‌ ଆକାଉଣ୍ଟରେ ଭଏସ୍‌ କଲ୍‌ ବଟନର ସ୍ଥାନ ଦିଆଯିବ । ଭଏସ୍‌ କଲ୍‌ ବଟନ୍‌ ପାଇଁ ୟୁଜର୍ସ କଲ୍‌ ବଟନ୍‌ ଉପରେ ଟ୍ୟାପ୍‌ କରି ଭଏସ୍‌ ଏବଂ ଭିଡିଓରୁ ବାଛି ପାରିବେ ।
ଶପିଂ ବଟନ୍‌ ବ୍ୟବହାର କରିବା ପାଇଁ ଆପଣଙ୍କୁ ହ୍ୱାଟସଆପର ଯେକୌଣସି ବିଜନେସ୍‌ ଆକାଉଣ୍ଟକୁ ଯିବାକୁ ପଡ଼ିବ । ଏହି ଆକାଉଣ୍ଟ କାହାର ବି ହୋଇପାରେ ଯାହା ଦ୍ୱାରା ଆପଣ ନିକଟରେ କୌଣସି ପ୍ରଡକଫ କିମ୍ବା ସର୍ଭିସ୍‌ କିଣିବା ପାଇଁ ଆପଣ ମ୍ୟାସେଜ ସେଣ୍ଡ କିମ୍ବା ରିସିଭ କରିଥିବେ ।
ବିଜନେସ୍‌ ଆକାଉଣ୍ଟରେ ଏଠାରେ ଆପଣଙ୍କୁ ଶପିଂ ଆଇକନ୍‌ ଦେଖିବାକୁ ମିଳିବ । ଏଥିରେ ଟ୍ୟାପ୍‌ କରି ଆପଣ ସେହି ବିଜନେସ୍‌ ଦ୍ୱାରା ଅଫର କରାଯାଉଥିବା ପ୍ରଡକଫର କ୍ୟାଟଲଗ୍‌ ଦେଖି ପାରିବେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଯୋଡା ଫ୍ଲାଇ ଓଭର ନିର୍ମାଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : ୨୦୬ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ୪.୮୭୫ କିମି ଦୈର୍ଘ୍ୟ ବିଶିଷ୍ଟ ଫ୍ଲାଇ ଓଭର

ଯୋଡା ଫ୍ଲାଇ ଓଭର ନିର୍ମାଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : ୨୦୬ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ୪.୮୭୫ କିମି ଦୈର୍ଘ୍ୟ ବିଶିଷ୍ଟ ଫ୍ଲାଇ ଓଭର

Read More...

ବିହାର ଭୋଟ: ଏନ୍‌ଡିଏ ଆଗରେ ଆରଜେଡ଼ି ଏକକ ସଂଖ୍ୟାଗରିଷ୍ଠତା ଦଳ

ବିହାର ଭୋଟ: ଏନ୍‌ଡିଏ ଆଗରେ ଆରଜେଡ଼ି ଏକକ ସଂଖ୍ୟାଗରିଷ୍ଠତା ଦଳ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page