ପୁରୀର ବାତ୍ୟା କ୍ଷତିଗ୍ରସ୍ତଙ୍କୁ ମିଳିବ ଅତିରିକ୍ତ ହଜାରେ

May 19, 2019, ଓଡ଼ିଶା, , Anupambharat News Bureau


ପୁରୀର ବାତ୍ୟା କ୍ଷତିଗ୍ରସ୍ତଙ୍କୁ ମିଳିବ ଅତିରିକ୍ତ ହଜାରେ
Anupambharat News Bureau
May 19, 2019

ଭୁବନେଶ୍ୱର,୧୮ ।୫ (ଅନୁପମ ମିଡିଆ):ଉଦ୍ଧାର ଓ ଅନ୍ୟାନ୍ୟ ରିଲିଫ କାର୍ଯ୍ୟରେ ନିୟୋଜିତ ଅଗ୍ନିଶମ ବାହିନୀ ଓ ସିଭିଲ ଡିଫେନ୍ସ ସେ୍ୱଚ୍ଛାସେବୀ ମାନଙ୍କୁ ରାସନ ଭତା ଦେବା ସହ ପୁରୀ ଜିଲ୍ଲାରେ କ୍ଷତିଗ୍ରସ୍ତ ଲୋକମାନଙ୍କୁ ଆଉ ଏକ ମାସ ପାଇଁ ୧୦୦୦ ଟଙ୍କା ଲେଖାଏଁ ସହାୟତା ଦେବା ପାଇଁ ରାଜ୍ୟ ମନ୍ତ୍ରୀ ମଣ୍ଡଳ ବୈଠକରେ ନିଷ୍ପତ୍ତି ହୋଇଛି । ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଲେ ଯେ, ଉଦ୍ଧାର ଓ ଅନ୍ୟାନ୍ୟ ରିଲିଫ୍‌ କାର୍ଯ୍ୟରେ ନିୟୋଜିତ ୧୨୦୦ ଅଗ୍ନିଶମ କର୍ମଚାରୀଙ୍କୁ ରାଶନ୍‌ ଭତ୍ତା ବାବଦରେ ମୁଣ୍ଡପିଛା ୨୦୦ ଟଙ୍କା ହିସାବରେ ୧୦ ଦିନ ପାଇଁ ରାଜ୍ୟ/ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣwିରୁ ୨୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସେହିପରି ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ୫୦ ସିଭିଲ୍‌ ଡିଫେନ୍ସ ସେ୍ୱଚ୍ଛାସେବୀଙ୍କୁ ଦିନକୁ ମୁଣ୍ଡପିଛା ୨୦୦ ଟଙ୍କା ହିସାବରେ ୧୦ ଦିନ ପାଇଁ ରାଜ୍ୟ / ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣwିରୁ ୧ ଲକ୍ଷ ଟଙ୍କା





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚାରି ଦିନ ଯାଏଁ ତାତିରୁ ନିସ୍ତାର ନାହିଁ

ଚାରି ଦିନ ଯାଏଁ ତାତିରୁ ନିସ୍ତାର ନାହିଁ

Read More...

କୋହଲିଙ୍କ ନେତୃତ୍ୱ ଦକ୍ଷତାର ଅସଲ ପରୀକ୍ଷା

କୋହଲିଙ୍କ ନେତୃତ୍ୱ ଦକ୍ଷତାର ଅସଲ ପରୀକ୍ଷା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page