ସିବିଏସଇ ପରୀକ୍ଷାଫଳ ନିଷ୍ପତ୍ତିି ହୋଇନାହିଁ

July 09, 2020, ଓଡ଼ିଶା, , Anupambharat News Bureau


ସିବିଏସଇ ପରୀକ୍ଷାଫଳ ନିଷ୍ପତ୍ତିି ହୋଇନାହିଁ
Anupambharat News Bureau
July 09, 2020

ଭୁବନେଶ୍ୱର, ୯ା୭ (ଅନୁପମ ମିଡିଆ): ଆସନ୍ତା ୧୧ ଓ ୧୩ ତାରିଖରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ ) ବୋର୍ଡ଼ର ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ଯେଉଁ ସମ୍ବାଦ ପ୍ରକାଶ ପାଇଛି ତାହା ଭିତ୍ତିହୀନ ଏବଂ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଜଣାପଡିଛି । ସେଭଳି କୌଣସି ନିଷ୍ପତି ବୋର୍ଡ଼ ପକ୍ଷରୁ ନିଆଯାଇନାହିଁ । ସୂଚନାଯୋଗ୍ୟ ଯେ, ପରୀକ୍ଷାଫଳ ନେଇ ଏକ ଖବର ସରବରାହ ସଂସ୍ଥା ପକ୍ଷରୁ ପ୍ରକାଶ ପାଇଥିଲା । ତୁରନ୍ତ ଏହା ସୋସିଆଲ ମିଡ଼ିଆରେ ଭାଇରାଲ ମଧ୍ୟ ହୋଇଯାଇଥିଲାା ଏହି ଭୁଲ୍‌ ଖବର ପାଇଁ ସମ୍ପୃକ୍ତ ସଂସ୍ଥା ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି । ଅନ୍ୟପକ୍ଷରେ ୧୦.୭.୨୦ରିଖ ଅପରାହ୍ନ ୩ଟାରେ ଆଇଏସସିଇ ଦଶମ ଏବଂ ଆଇଏସସି ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇବ । େୱବ୍‌ସାଇଟ୍‌ରେ ଏହି ପରୀକ୍ଷାଫଳ ଉପଲବ୍ଧ ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶିକ୍ଷୟିତ୍ରୀଙ୍କୁ ହତ୍ୟା

ଶିକ୍ଷୟିତ୍ରୀଙ୍କୁ ହତ୍ୟା

Read More...

ମୋଷ୍ଟ ୱାଣ୍ଟେଡ଼୍‌ ବିକାଶ ଦୁବେ ଗିରଫ

ମୋଷ୍ଟ ୱାଣ୍ଟେଡ଼୍‌ ବିକାଶ ଦୁବେ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page