ଓମ୍‌ଫେଡ୍‌ର ନୂଆଁ ପ୍ୟାକେଜ

May 25, 2020, ଓଡ଼ିଶା, , Anupambharat News Bureau


ଓମ୍‌ଫେଡ୍‌ର ନୂଆଁ ପ୍ୟାକେଜ
Anupambharat News Bureau
May 25, 2020

ଭୁବନେଶ୍ୱର: ପାଇକାରୀ ବିକେତ୍ରା ଓ ରିସେଲର୍ମାନଙ୍କ ପାଇଁ ଓମ୍ଫେଡ୍‌ ନୂଆ ପ୍ୟାକେଜ୍‌ ଘୋଷଣା କରିଛି । ବ୍ୟକ୍ତିବିଶେଷ, ସଂସ୍ଥା, ଏଜେନ୍ସି, ପାଇକାରୀ ବିକ୍ରେତା ଓ ବିତରକମାନେ ଏକ ସର୍ବନିମ୍ନ ବିଲିଂ ଜରିଆରେ ନିକଟସ୍ଥ ଓମ୍ଫେଡ୍‌ ଡେରି ଓ ଓମ୍ଫେଡ୍‌ ହୋଲ୍ସେଲ୍‌ ପଏଣ୍ଟ୍ରୁ କଂପାନିର ସାମଗ୍ରୀ ନେଇପାରିବେ । ଭୁବନେଶ୍ୱର ଡେରି ପାଇଁ ସର୍ବନିମ୍ନ ବିଲ ମୂଲ୍ୟ ୭୫୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ରାଜ୍ୟର ଅନ୍ୟ ଡେରିଗୁଡ଼ିକ ପାଇଁ ଏହି ମୂଲ୍ୟ ୫୦୦୦ ଟଙ୍କା ରହିଛି । ତେବେ ସର୍ବୋଚ୍ଚ ବିଲ୍ର କେଣସି ସୀମା ଧାର୍ଯ୍ୟ କରାଯାଇନାହିଁ । ଯେଉଁ ଗ୍ରାହକମାନେ ସର୍ବନିମ୍ନ ବିଲ୍‌ ଜରିଆରେ ଓଏମ୍ଫେଡ୍‌ ସାମଗ୍ରୀ କିଣୁଛନ୍ତି ସେମାନେ ଅଧିକ ସାଧାରଣ ଦୁU କିଣିପାରିବେ । କି;ୁ ଦୁU ପାଇଁ ପ୍ରତି ବିଲ୍‌ ପିଛା ସର୍ବନିମ୍ନ ବରାଦ ପରିମାଣ ୩୦ ଲିଟର ରହିବଛ ପାଇକାରୀ ବିକ୍ରେତା ତଥା ଗ୍ରାହକମାନେ ଫୋନ୍‌ କଲ୍‌ କିମ୍ବା ହ୍ୱାଟସ୍‌ଆପ୍‌ ଜରିଆରେ ନିକଟସ୍ଥ ଡେରିରେ ଆଗୁଆ ବରାଦ ଦେଇପାରିବେ । ପାଇକାରୀ ଦରରେ ଓମ୍ଫେଡ୍‌ ସାମଗ୍ରୀ କିଣିବା ଲାଗି ଆଉ ଏମ୍ପାନେଲ୍‌ ହେବା, ସିକ୍ୟୁରିଟି ଜମା ଦେବା କିମ୍ବା ଚୁକ୍ତି ସ୍ୱାକ୍ଷର କରିବାର କେଣସି ଆବଶ୍ୟକତା ନାହିଁ





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜିଠୁ ମାଟ୍ରିକ୍‌ ଖାତା ଦେଖା

ଆଜିଠୁ ମାଟ୍ରିକ୍‌ ଖାତା ଦେଖା

Read More...

ଚାଇନିଜ କମ୍ପାନୀକୁ ବ୍ଲାକଲିଷ୍ଟ କଲା ଆମେରିକା

ଚାଇନିଜ କମ୍ପାନୀକୁ ବ୍ଲାକଲିଷ୍ଟ କଲା ଆମେରିକା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page