ବେରୋଜଗାର ଅକେଫାବରରେ ୮.୫% ବୃଦ୍ଧି

November 01, 2019, ଶିଳ୍ପ ବାଣିଜ୍ୟ, , Anupambharat News Bureau


ବେରୋଜଗାର ଅକେଫାବରରେ ୮.୫% ବୃଦ୍ଧି
Anupambharat News Bureau
November 01, 2019

ନୂଆଦିଲ୍ଲୀ: ଦେଶରେ ବେ ରୋଜଗାର ଅକେଫାବର ମାସରେ ୮.୫ ପ୍ରତିଶତ ବୃଦ୍ଧି ହୋଇଛି । ଯାହା ଗତ ତିନିବର୍ଷ ମଧ୍ୟରେ ସର୍ବାଧିକ ରହିଥିବା ଜଣାପଡିଛି । ଫ୍ରେସ୍‌ ଡାଟା ଜାରି ହୋଇଥିବା କେନ୍ଦ୍ର ଅନୁସାରେ ମନିଟେରିଂ ଦେଶର ଅର୍ଥନୀତି ଉତ୍ସାହଜନକ ଦେଶରେ ବେ ରୋଜଗର ବୃଦ୍ଧି ହୋଇଥିବା ଜଣାପଡିଛି । ସର୍ବାଧିକ ଅଗଷ୍ଟରେ ୨୦୧୬ରେ ରହିଥିବା ଜଣାଯାଇଛି । ସରକାରଙ୍କ ଘୋଷଣା ଅନୁଯାୟୀ ଉତ୍ସାହଜନକ ଚାହିଦା ରହିଥିଲେ ମଧ୍ୟ ନିଯୁକ୍ତି ସୃଷ୍ଟି ହ୍ରାସ ହୋଇଥିବା ପରିଲକ୍ଷିତ ହୋଇଛି । ଯାହା ଦେଶର ଅର୍ଥନୈତିକ ଅଭିବୃଦ୍ଧି ପ୍ରଭାବ ପକାଇଥିବା ଜଣାପଡିଛି । ଦେଶର ଭିତ୍ତିଭ ୂମି କ୍ଷେତ୍ରରେ ସେପେଫମ୍ବର ମାସରେ ୫.୨ ପ୍ରତିଶତ ବର୍ଷରେ ରହିଛି । ଆଠଟି କୋର୍‌ ଭିତ୍ତିଭୂମି ଇଣ୍ଡଷ୍ଟ୍ରିଜ୍‌ରେ ନିରୁତ୍ସାହଜନକ କାରବାର ହୋଇଥିବା ଜଣାପଡିଛି । ସେପେଫମ୍ବରରେ ଆଠଟି କୋର୍‌ ଇଣ୍ଡଷ୍ଟି୍ରଜ୍‌ ମଧ୍ୟରେ ସାତଟିରେ ଉତ୍ପାଦନ ଉନ୍ନତମାନର ରହିନାହିଁ ।
ନୂତନ ଗବେଷଣା ପେପର୍‌ ଜାରି ହୋଇଥିବାବେଳେ ଉତ୍ସାହଜନକ ଭାବରେ ନିଯୁକ୍ତି ସୃଷ୍ଟି ନିରୁତ୍ସାହଜନକ ଭାବରେ ହ୍ରାସ ହୋଇଛି । ୨୦୧୧-୧୨ ଓ ୨୦୧୭ -୧୮ରେ ଦେଶରେ ନିଯୁକ୍ତି ରିପୋର୍ଟରେ ହ୍ରାସ ଘଟିଥିବା ଜଣାପଡିଛି । ଗବେଷଣା ପେପର୍‌ ସନ୍ତୋଷ ମେହତ୍ରା ଏବଂ ଜଜାତି କେ ପରିଡା ଅନୁଧ୍ୟାନ ପୂର୍ବକ ସମୁଦାୟ ନିଯୁକ୍ତି କମ୍‌ ପରିମାଣରେ ରହିଥିବା ଜଣାଯାଇଛି । ଭାରତୀୟ ଇତିହାସରେ ପ୍ରଥମଥର ପାଇଁ ଏହି ସ୍ଥିତିରେ ଦେଖାଦେଇଥିବା ଜଣାଯାଇଛି । ବିଶେଷଜ୍ଞ କହିବାନୁସାରେ ବେରୋଜଗାର ଦେଶରେ ଗୁରୁତ୍ୱପୂର୍ଣ୍ଣ ଭାବରେ ଅଣସଂରକ୍ଷିତ ଉଦ୍ୟୋଗ ମଧ୍ୟରେ ଶ୍ରମିକଙ୍କ ପାଉଣା ଏଥିରେ ଜଡିତ ହୋଇଛି । ଦୈନିକ ଶ୍ରମିକଙ୍କ ପାଉଣା କ ।ରବାର ହ୍ରାସ ଯୋଗୁଁ ବିଶେଷ ଭାବରେ ପ୍ରଭାବ ପକାଉଥିବା ଜଣାଯାଇଛି । ବହୁ ଉତ୍ପାଦନ ପରିମାଣ ହ୍ରାସ ହେବା ଗତ ମାସରେ ରହିଥିବା ଜଣାଯାଇଛି । ବହୁ ସଂଖ୍ୟାରେ ବେରୋଜଗାର ବ୍ୟକ୍ତିଗତ କାର୍ଯ୍ୟରେ ଦୈନିକ ପାଉଣା ଠିକା ଶ୍ରମିକଙ୍କୁ ପ୍ରଦାନ କରାଯାଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସାତ ସୁଦ୍ଧା ନହେଲେ ରାଷ୍ଟ୍ରପତି ଶାସନ !

ସାତ ସୁଦ୍ଧା ନହେଲେ ରାଷ୍ଟ୍ରପତି ଶାସନ !

Read More...

ଭାରତରେ ସେବା ବନ୍ଦ ନେଇ ଗୁଜବକୁ ଭୋଡାଫୋନ୍‌ର ଖଣ୍ଡନ

ଭାରତରେ ସେବା ବନ୍ଦ ନେଇ ଗୁଜବକୁ ଭୋଡାଫୋନ୍‌ର ଖଣ୍ଡନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page