ଟଙ୍କା ମୂଲ୍ୟରେ ହ୍ରାସ

October 30, 2019, ଶିଳ୍ପ ବାଣିଜ୍ୟ, , Anupambharat News Bureau


ଟଙ୍କା ମୂଲ୍ୟରେ ହ୍ରାସ
Anupambharat News Bureau
October 30, 2019

ମୁମ୍ବାଇ: ଭାରତୀୟ ଟଙ୍କା ଆମେରିକା ଡଲାର ତୁଳନାରେ ୬ ପଇସା ହ୍ରାସ ହୋଇ ୭୦.୯୦ ସହ କାରବାର କରିଥିଲା । ପ୍ରତିଯୋଗିତା ମୂଳକ ଭାବରେ ସତର୍କତା ସ୍ୱରୁପ ଫେଡେରାଲ୍‌ ରିଜଭ ମୁଦ୍ରାନୀତି ନିଷ୍ପତ୍ତି ହୋଇଛି । ଟଙ୍କା ମୂଲ୍ୟରେ ହ୍ରାସ ହେବା ସହ ବିଦେଶୀ ପାଣ୍ଠି ଇନ୍‌ପ୍ଳୋ, ଘରୋଇ ଷ୍ଟକ୍‌ ଏବଂ ସର୍ବନିମ୍ନ ଅଶୋଧିତ ତୈଳ ମୂଲ୍ୟ ରହିଥିଲା । ଘରେ ।ଇ ମୁଦ୍ରା ସ୍ତରରେ ସର୍ବନିମ୍ନ ୭୧.୦୩ ତୁଳନାରେ ଆମେରିକା ଡଲାରରେ ୬ ପଇସା ପୂର୍ବ କାରବାର ବନ୍ଦ ହୋଇଥିଲା । ବିଶ୍ୱ ବଜାରରେ ଗୁରୁତ୍ୱପୂର୍ଣ୍ଣ ଭାବରେ ଫେଡେରାଲ୍‌ ଖୋଲା ବଜାରରେ ମୁଦ୍ରାନୀତି କମିଟି ନିଷ୍ପତ୍ତି ଘୋଷଣାରେ ୧୮୦୦ ଜିଏମ୍‌ଟି ରହିଛି । ଅଶୋଧିତ ତୈଳ ବିଶ୍ୱ ବଜାରରେ ତୈଳ ବେଞ୍ଚମାର୍କ ୦.୦୮ ପ୍ରତିଶତରୁ ୬୧.୫୪ ବ୍ୟାରେଲ୍‌ ଭବିଷ୍ୟତ ବାଣିଜ୍ୟ କାରବାର ହୋଇଛି । ୧୦ବର୍ଷ ସରକାର ବଣ୍ଡ୍‌ ଟ୍ରେଡିଂ ୬.୫ ପ୍ରତିଶତ ରହିଛି । ନିୟମିତ ଭାବରେ ଆଉଟ୍‌ଲୁକ୍‌,ବିଦେଶୀ ଇନ୍‌ଷ୍ଟିଚୁ୍ୟଟ୍‌ ନିବେଶକ ଇକୁ୍ୟଟି ୭,୧୯୨.୪୨ କୋଟି ଏକ୍ସଚେଞ୍ଜ ତଥ୍ୟ ଅନୁସାରେ ଜଣାଯାଇଛି । ଡଲାର ଇଣ୍ଡକ୍ସ ମଧ୍ୟରେ ଗ୍ରୀନ୍‌ବ୍ୟାକ୍‌ ଉତ୍ସାହଜନକ ରହିବାସହ ଛଅଟି ମୁଦ୍ରା ୦.୦୩ ପ୍ରତିଶତ ହ୍ରାସ ହୋଇ ୯୭.୬୬ ରହିଛି । ଟଙ୍କା ମୂଲ୍ୟରେ ହ୍ରାସ ହୋଇ ନିୟମିତ ଭାବରେ ମଧ୍ୟମଧରଣ ବଜାରରେ ପ୍ରତିଯୋଗିତା ସ୍ଥିତିରେ ସତର୍କତାମୂଳକ ଗୁରୁତ୍ୱପୂର୍ଣ୍ଣ ଏଫ୍‌ଓଏମ୍‌ସ ନୀତି ସ୍ପଷ୍ଟ ଭାବରେ ଜାରି ହୋଇଛି । ଆକଳନ ଅନୁସାରେ କେନ୍ଦ୍ରୀୟ ବ୍ୟାଙ୍କ୍‌ ସୁଧହାର ୨୫ ବିପିଏସ୍‌ ଏବଂ ଡଲାର ସହାୟକ ସର୍ବନିମ୍ନ ସ୍ତରରେ ରହିଥିବା ଗୌରାଙ୍ଗ ସୌମୟ, ଫରେକ୍ସ ଏବଂ ବୁଲିଅନ୍‌ ବିଶ୍ଲେଷଣ, ମୋତିଲାଲ୍‌ ଓସୱାଲ୍‌ ଫାଇନାସିଆଲ୍‌ ସାର୍ଭିସ୍‌ ରହିଛି । ଆମେରିକ ଜିଡିପି ଏବଂ ବେସରକାରୀ ପ୍ଳୋ ନମ୍ବର ଯେଉଁ ସ୍ଥିତିରେ ଉତ୍ସାହଜନକ ଭାବରେ ଆକଳନରେ ଅତିରିକ୍ତ ବୃଦ୍ଧି ହୋଇଛି । ଇକୁ୍ୟଟ ସ୍ତରରେ ବିଏସ୍‌ଇ ସେନ୍‌ସେକ୍ସ ଶେଷବେଳକୁ ୨୨୦.୦୩ ପଏଣ୍ଟ ଓ ୦.୫୫ ପ୍ରତିଶତ ବୃଦ୍ଧି ହୋଇ ୪୦,୦୫୧.୮୭ ରହିଛି । ବେଞ୍ଚମାର୍କ କାରବାର ଶେଷବେଳକୁ ୪୦ ହଜାର ସ୍ତରରେ ଜୁନ୍‌ ୪,୨୦୧୯ ରହିଛି । ନ୍ୟାଶନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ ନିଫଫି ବୃଦ୍ଧି ହୋଇ ୫୭.୨୫ ପଏଣ୍ଟ ଓ ୦.୪୯ ପ୍ରତିଶତରେ ୧୧,୮୪୪.୧ ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଖୋର୍ଦ୍ଧାରୋଡ଼୍‌ ରେଳ ଜଙ୍କସନ୍‌ ଜଟଣୀର ପୂର୍ବକଥା

ଖୋର୍ଦ୍ଧାରୋଡ଼୍‌ ରେଳ ଜଙ୍କସନ୍‌ ଜଟଣୀର ପୂର୍ବକଥା

Read More...

ଭୋଡାଫୋନ୍‌ ଇଣ୍ଡିଆ ବନ୍ଦ ହେବ: ରିପୋର୍ଟ

ଭୋଡାଫୋନ୍‌ ଇଣ୍ଡିଆ ବନ୍ଦ ହେବ: ରିପୋର୍ଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page