ରିଲାଏନ୍ସ ଜିଓ ନିଟ୍‌ ଲାଭ ୪୫% ବୃଦ୍ଧି

October 18, 2019, ଶିଳ୍ପ ବାଣିଜ୍ୟ, , Anupambharat News Bureau


ରିଲାଏନ୍ସ ଜିଓ ନିଟ୍‌ ଲାଭ ୪୫% ବୃଦ୍ଧି
Anupambharat News Bureau
October 18, 2019

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ନିଟ୍‌ଲାଭ ୪୫ % ବୃଦ୍ଧି ହୋଇଛି । ସେପେଫମ୍ବର ତ୍ରୈମାସିକରେ ଏହା ହୋଇଛି । ରିଲାଏନ୍ସ ଇଣ୍ଡଷ୍ଟି୍ରଜ୍‌ ନିଟ୍‌ଲାଭ ୯୯୦ କୋଟି ହେବା ସହ ସମୀକ୍ଷାରେ ୬୮୧ କୋଟି ରହିଛି । ରିଲାଏନ୍ସ ଜିଓ ଷ୍ଟାଣ୍ଡ୍‌ଲୋନ୍‌ ରାଜସ୍ୱ ପରିଚାଳନାରେ ସେପେଫମ୍ବର ତ୍ରୈମାସିକରେ ୧୨,୩୫୪ କୋଟିରେ ୩୩.୭ ପ୍ରତିଶତ ବୃଦ୍ଧି ହୋଇ ୯,୨୪୦ କୋଟି ରିପୋର୍ଟରେ ହୋଇଥିବା ଗତବର୍ଷ ଜଣାଯାଇଛି । କମ୍ପାନୀର ଇବିଆଇଟିଡିଏ ସେପେଫମ୍ବର ତ୍ରୈମାସିକରେ ୫,୧୬୬ କୋଟିରେ ୪୪.୬ ପ୍ରତିଶତରେ ୩,୫୭୩ କୋଟି ରିପୋର୍ଟରେ ଦ୍ୱିତୀୟ ତ୍ରୈୟମାସିକ ଗତବର୍ଷ ରହିଥିଲା । ଇବିଆଇଟିଡିଏ ମଧ୍ୟମଧର ଣ ତ୍ରୈୟମାସିକରେ ୪୧.୮ ପ୍ରତିଶତ,୩୧୫ ବିପିଏସ୍‌ ଉତ୍ସାହଜନକ ବାର୍ଷିକ ବେସିସ୍‌ ରହିଛି । କମ୍ପାନୀର ବିବୃତି ଅନୁସାରେ କେବଳ ୫୦ ପ୍ରତିଶତ ଇବିଆଇଟିଡିଏ ମଧ୍ୟମଧରଣ ରହିଛି । ସେପେଫମ୍ବର ତ୍ରୈମାସିକରେ ରିଲାଏନ୍ସ ଗ୍ରାହକ ୩୫୫.୨ ମିଲିୟନ ଛୁଇଁଛି । ଯାହା ୪୦.୮ ପ୍ରତିଶତ ବୃଦ୍ଧି ହୋଇଛି । କମ୍ପାନୀର ପଞ୍ଜିକରଣ ହୋଇଥିବା ଗ୍ରାହକ ମଧ୍ୟରେ ଅତିରିକ୍ତ ୧୦୩ ମିଲିୟନ୍‌ ପୂର୍ବ ଏକବର୍ଷରେ ରହିଛି । ନିଟ୍‌ ଗ୍ରାହକ ଅତିରିକ୍ତ ୨୪ ମିଲିୟନ୍‌ ତ୍ରୈମାସିକରେ ଯୋଗ ହୋଇଥିଲା । ଡାଟା ଶୁÂ ୫୫.୯ ପ୍ରତିଶତ ବାର୍ଷିକରୁ ୧,୨୦୨ କୋଟି ଜିବି ରହିଛି । ଭୋଇସ୍‌ ଶୁÂ ୫୨.୨ ପ୍ରତିଶତ ବର୍ଷ ବୃଦ୍ଧି ହୋଇ ୮୧,୨୬୨ କୋଟି ମିନିଟ୍‌ ରହିଛି । ଜିଓ ଆଭରେଜ୍‌ ରାଜସ୍ୱ ୟୁଜର୍‌ଙ୍କ ସେପେଫମ୍ବର ତ୍ରୈମାସିକ ୧୨୦ ପ୍ରତିମାସରେ ହୋଇଥିଲା । ଯାହା ବିରୁଦ୍ଧରେ ୧୨୨ ୟୁଜର୍‌ ମାସରେ ଗତ ବିତ୍ତୀୟରେ ରହିଥିଲା । ମୋବାଇଲ୍‌ ବ୍ରୋଡ୍‌ବ୍ୟାଣ୍ଡ୍‌ ସଂଯୋଗ ବ୍ୟବସାୟ , ଜିଓ ଗେର୍‌ ଅଭିବୃଦ୍ଧି ଇଞ୍ଜିନ୍‌ ହୋମ୍‌ ବ୍ରୋଡ୍‌ବ୍ୟାଣ୍ଡ୍‌, ଇଣ୍ଟରପ୍ରାଇଜ୍‌ ସାର୍ଭିସ, କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ ସଂଯୋଗ ଏବଂ ଇଣ୍ଟରନେଟ୍‌ ଅଫ୍‌ ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆସନ୍ତା ସପ୍ତାହରେ ବ୍ୟାଙ୍କ୍‌ ଧର୍ମଘଟ, ଷ୍ଟେଟ୍‌ବ୍ୟାଙ୍କ୍‌ ଶାଖା ପ୍ରଭାବିତ ହେବନାହିିଁ

ଆସନ୍ତା ସପ୍ତାହରେ ବ୍ୟାଙ୍କ୍‌ ଧର୍ମଘଟ, ଷ୍ଟେଟ୍‌ବ୍ୟାଙ୍କ୍‌ ଶାଖା ପ୍ରଭାବିତ ହେବନାହିିଁ

Read More...

ପାକିସ୍ତାନକୁ ବିଶ୍ୱବ୍ୟାଙ୍କ୍‌ରୁ ଆର୍ଥିକ ସହାୟତା ମିଳିବ ନାହିଁ

ପାକିସ୍ତାନକୁ ବିଶ୍ୱବ୍ୟାଙ୍କ୍‌ରୁ ଆର୍ଥିକ ସହାୟତା ମିଳିବ ନାହିଁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page