ବର୍ଷାରେ ଜଳାର୍ଣ୍ଣବ ମୁମ୍ବାଇ, ବିମାନ ସେବା ରଦ୍ଦ, ଅଟକି ରହିଛି ହଜାର ହଜାର ଗାଡି

July 08, 2019, ଦେଶ, , Anupambharat News Bureau


ବର୍ଷାରେ ଜଳାର୍ଣ୍ଣବ ମୁମ୍ବାଇ, ବିମାନ ସେବା ରଦ୍ଦ, ଅଟକି ରହିଛି ହଜାର ହଜାର ଗାଡି
Anupambharat News Bureau
July 08, 2019

ନୂଆଦିଲ୍ଲୀ : ମୁମ୍ବାଇରେ ଏବେ ମୁଶଳଧାରାରେ ବର୍ଷା ଜାରୀ ରହିଛି । ଏହା ଦ୍ୱାରା ଛତ୍ରପତି ଶିବାଜୀ ଟର୍ମିନାଲର ସମସ୍ତ ବିମାନ ସେବା ରଦ୍ଦ କରିଦିଆଯାଇଛି । କେବଳ ସେତିକି ନୁହେଁ ସଡକରେ ମଧ୍ୟ ଲମ୍ବା ଟ୍ରାଫିକ୍‌ ଜାମ ଲାଗି ରହିଛି ।
ଗତ କିଛି ଦିନ ପୂର୍ବରୁ ମୁମ୍ବାଇରେ ହୋଇଥିବା ମୁଶଳଧାରା ବର୍ଷା କାରଣରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ଥିଲା । ତେବେ ବର୍ଷା ସହ ମୁକାବିଲା କରିବା ପାଇଁ ମୁମ୍ବାଇ ଅସଫଳ ସାବ୍ୟସ୍ତ ହୋଇଛି । ଆଜି ମଧ୍ୟ ବର୍ଷା କାରଣରୁ ଉଭୟ ସ୍ଥଳମାର୍ଗ ଏବଂ ଆକାଶ ମାର୍ଗରେ ପରିବହନ ବ୍ୟବସ୍ଥା ଠପ୍‌ ହୋଇଯାଇଛି । କିଛି ସ୍ଥାନ ଜଳାର୍ଣ୍ଣବ ଥିବା କାରଣରୁ ଲୋକମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।
କି;ୁ ଏନେଇ ପ୍ରଶାସନ କୌଣସୀ ପଦକ୍ଷେପ ନେଉ ନାହାଁନ୍ତି । ଏହି ବର୍ଷା କାରଣରୁ ଏପର୍ଯ୍ୟନ୍ତ ୨୭ଲୋକ ଜୀବନ ହାରିଲେଣି । କେବେ ଥମୁ ନଥିବା ସହର କୁହାଯାଉଥିବା ମୁମ୍ବାଇ ବର୍ଷା କାରଣରୁ ନିଜ ସ୍ପିଡରେ ବ୍ରେକ୍‌ ଦେଲାଭଳି ମନେ ହେଉଛି । ଏଭଳି ସ୍ଥିତିରେ ନୌସେନା ସହାୟତା ପାଇଁ ନିୟୋଜିତ ହୋଇଛନ୍ତି । ଚଳିତ ବର୍ଷ ଦଶକର ସବୁଠାରୁ ଅଧିକ ବର୍ଷା ହୋଇଥିବା କୁହାଯାଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚନ୍ଦ୍ରାୟନ-୨ର ପ୍ରଥମ ଫଟୋ ଜାରି କଲା ଇସ୍ରୋ, ଜୁଲାଇ ୧୫ରେ ହେବ ଲଞ୍ଚ୍‌

ଚନ୍ଦ୍ରାୟନ-୨ର ପ୍ରଥମ ଫଟୋ ଜାରି କଲା ଇସ୍ରୋ, ଜୁଲାଇ ୧୫ରେ ହେବ ଲଞ୍ଚ୍‌

Read More...

ଆତ୍ମ ବିଶ୍ୱାସରେ ଅଟଳ ଜଳେଶ୍ୱରର ଦିବ୍ୟାଙ୍ଗ ଜଗନ୍ନାଥ ଦାସ

ଆତ୍ମ ବିଶ୍ୱାସରେ ଅଟଳ ଜଳେଶ୍ୱରର ଦିବ୍ୟାଙ୍ଗ ଜଗନ୍ନାଥ ଦାସ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page