ଉପରାଷ୍ଟ୍ରପତିଙ୍କୁ ଭେଟିଲେ ବିଜେଡି ସାଂସଦ

August 20, 2022, ଓଡ଼ିଶା, , Anupambharat News Bureau


ଉପରାଷ୍ଟ୍ରପତିଙ୍କୁ ଭେଟିଲେ ବିଜେଡି ସାଂସଦ
Anupambharat News Bureau
August 20, 2022


ଭୁବନେଶ୍ୱର, ୨୦ା୮(ଅନୁପମ ମିଡ଼ିଆ): ନବ ନିର୍ବାଚିତ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି ବିଜେଡିର ଦୁଇ ସାଂସଦ । ବିଜେଡି ସାଂସଦ ପିନାକୀ ମିଶ୍ର ଓ ସସ୍ମିତ ପାତ୍ର ଉପରାଷ୍ଟ୍ରପତିଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ସଂସଦୀୟ ଦଳ ପକ୍ଷରୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ସମୟରେ ଉପରାଷ୍ଟ୍ରପତିଙ୍କୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋଚିତ୍ର ଓ ଉତ୍ତରୀୟ ପ୍ରଦାନ କରିଥିଲେ । ସୂଚନା ଯୋଗ୍ୟ ଯେ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡଙ୍କୁ ବିଜେଡି ସମର୍ଥନ ଜଣାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭୂସ୍‌ଖଳନ ନେଲା ୨୨ ଜୀବନ

ଭୂସ୍‌ଖଳନ ନେଲା ୨୨ ଜୀବନ

Read More...

ଫୁଲୁଛି ସୁବର୍ଣ୍ଣରେଖା, ବନ୍ୟା ସ୍ଥିତି ନାହିଁ , କାନ୍ଥ ପଡି ଚାରି ମୃତ

ଫୁଲୁଛି ସୁବର୍ଣ୍ଣରେଖା, ବନ୍ୟା ସ୍ଥିତି ନାହିଁ , କାନ୍ଥ ପଡି ଚାରି ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page