୨୦ରୁ ଯୁକ୍ତ ୩ ନାମଲେଖା ଆବେଦନ

August 17, 2021, ଓଡ଼ିଶା, , Anupambharat News Bureau


୨୦ରୁ ଯୁକ୍ତ ୩ ନାମଲେଖା ଆବେଦନ
Anupambharat News Bureau
August 17, 2021


ଭୁବନେଶ୍ୱର, ୧୭ ।୮ (ଅନୁପମ ମିଡିଆ): ଯୁକ୍ତ ୩ ନାମଲେଖା ପାଇଁ ଚଳିତ ମାସ ୨୦ ତାରିଖରୁ ଆବେଦନ ଆରମ୍ଭ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଗଷ୍ଟ ୨୦ ତାରିଖ ସକାଳ ୧୧ଟାରୁ ଛାତ୍ରଛାତ୍ରୀମାନେ ଅନଲାଇନ୍‌ ଆବେଦନ କରିପାରିବେ । ସେପେଫମ୍ବର ୪ ତାରିଖ ରାତି ୧୧ଟା ୪୫ ମିନିଟ୍‌ ଯାଏଁ ଆବେଦନ କରିହେବ । ଡବ୍ଲìଡବ୍ଲୁଡବ୍ଲì ଡଟ୍‌ ଡିଏଚଇ ଡଟ୍‌ ଓଡିଶା ଡଟ୍‌ ଜିଓଭି ଡଟ୍‌ ଇନ୍‌ ଓ ଡବ୍ଲìଡବ୍ଲୁଡବ୍ଲì ଡଟ୍‌ ସାମସ୍‌ ଓଡିଶା ଡଟ୍‌ ଜିଓଭି ଡଟ୍‌ ଇନ୍‌ ରେ ଲଗଇନ୍‌ କରି ଆବେଦନ କରିହେବ ।
ସେପେଫମ୍ବର ୯ ତାରିଖ ସକାଳ ୧୧ଟାରେ ପ୍ରଥମ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ । ସେପେଫମ୍ବର ୯ରୁ ୧୪ ତାରିଖ ରାତି ୧୧ଟା ୪୫ ମିନିଟ୍‌ ଯାଏଁ ଯାଏଁ ସାମ୍ସ ପୋର୍ଟାଲରେ ଅନଲାଇନ୍‌ ଫି ଦାଖଲ କରିପାରିବେ ଛାତ୍ରଛାତ୍ରୀ । ଏହାପରେ ପ୍ରଥମ ପର୍ଯ୍ୟାୟର ଆଡମିଶନ୍‌ ପ୍ରକ୍ରିୟା ସେପେଫମ୍ବର ୧୬ ତାରିଖରେ ଶେଷ ହେବ ।
ସେହିପରି ସେପେଫମ୍ବର ୨୧ରେ ଦ୍ୱିତୀୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ । ଦ୍ୱିତୀୟ ମେରିଟ୍‌ ଲିଷ୍ଟରେ ଯେଉଁ ଛାତ୍ରଛାତ୍ରୀମାନଙ୍କ ନାମ ଥିବ, ସେମାନେ ୨୧ରୁ ୨୪ ତାରିଖ ମଧ୍ୟରେ ସାମ୍ସ ପୋର୍ଟାଲ୍‌ ମାଧ୍ୟମରେ ଅନ୍‌ଲାଇନ୍‌ ରେ ଆଡ୍‌ମିଶନ୍‌ ଫି’ ଦାଖଲ କରିବେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୬୩,୫୦୦ ଶିକ୍ଷକ ପାଇବେ ପଦୋନ୍ନତି

୬୩,୫୦୦ ଶିକ୍ଷକ ପାଇବେ ପଦୋନ୍ନତି

Read More...

କାବୁଲ୍‌ରୁ ଫେରିଲେ ୧୨୦ଭାରତୀୟ

କାବୁଲ୍‌ରୁ ଫେରିଲେ ୧୨୦ଭାରତୀୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page