ଗୁଳି ବିନିମୟ : ଜଣେ ମାଓବାଦୀ ନିହତ

June 11, 2021, ଓଡ଼ିଶା, , Anupambharat News Bureau


 ଗୁଳି ବିନିମୟ : ଜଣେ ମାଓବାଦୀ ନିହତ
Anupambharat News Bureau
June 11, 2021


ଭୁବନେଶ୍ୱର, ୧୧ା୬(ଅନୁପମ ମିଡ଼ିଆ): ବରଗଡ ଜିଲ୍ଲାରେ ସୁରକ୍ଷାକର୍ମୀ ସହ ଗୁଳିବିନିମୟରେ ଜଣେ କ୍ୟାଡର ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ପୋଲିସ ଡିଜି ଅଭୟ ଏହି ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳରେ ଏକ ଜଙ୍ଗଲରେ ମାଓବାଦୀ ରହିଥିବା ଗୁପ୍ତ ସୂଚନା ପାଇବାପରେ ଗତ ରାତିରେ ପୋଲିସ ଡିଭିଏଫ ଏବଂ ଏସଓଜି ଯବାନ ମିଳିତ ଅପରେସନ କରିଥିଲେ ଓ ସେଠାରେ ଗୁଳି ବିନିମୟରେ ଜଣେ ମାଓବାଦୀ ମୃତୁ୍ୟବରଣ କରିଥିବା ଜଣାପଡିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପଶ୍ଚିମ ଓଡ଼ିଶାରେ କୋଭିଡ ପରିଚାଳନା  : ଆଉ ୨୫ କୋଟିର ସହାୟତା

ପଶ୍ଚିମ ଓଡ଼ିଶାରେ କୋଭିଡ ପରିଚାଳନା : ଆଉ ୨୫ କୋଟିର ସହାୟତା

Read More...

ପଦ୍ମଶ୍ରୀ ରାଧାମୋହନଙ୍କ ପରଲୋକ

ପଦ୍ମଶ୍ରୀ ରାଧାମୋହନଙ୍କ ପରଲୋକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page