୧୫୦ସିସି ବାଇକ୍‌ ଓ ସ୍କୁଟର ନିଷିଦ୍ଧ

May 23, 2019, ଶିଳ୍ପ ବାଣିଜ୍ୟ, , Anupambharat News Bureau


୧୫୦ସିସି ବାଇକ୍‌ ଓ ସ୍କୁଟର ନିଷିଦ୍ଧ
Anupambharat News Bureau
May 23, 2019

ନୂଆଦିଲ୍ଲୀ:୧୫୦ସିସି ବାଇକ୍‌ ଓ ସ୍କୁଟର ସରକାର ନିଷିଦ୍ଧ କରିବେ । ଦେଶରେ ପ୍ରମୁଖ ନଗରୀ ଗୁଡିକରେ ବହୁଳମାତ୍ରାରେ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି,ଯାହ ସର କାର ପାଇଁ ଚାଲେଞ୍ଜ ହୋଇଛି । ଏଭଳି ସ୍ଥିତିକୁ ମୁକାବିଲା କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ।
ଯେଉଁ ଯାନ୍‌ ଗୁଡିକ ଅଧିକ ପ୍ରଦୂଷଣ ହେଉଛି, ସେଗୁଡିକ ସରକାର ନିଷିଦ୍ଧ କରିବେ ବୋଲି ଯୋଜନା କରିଛନ୍ତି । ଗ୍ୟାସ୍‌ଲାଇନ୍‌-ପାୱାର ଦୁଇଚକିଆ ଯାନ ୍‌ ରୁ ୧୫୦ ସିସି ଇଞ୍ଜିନ୍‌ କ୍ଷମତା ସମ୍ପୂର୍ଣ୍ଣ ବୃଦ୍ଧି ହୋଇଛି । ପ୍ରକାଶଥାଉକି ସରକାରଙ୍କ ରିପୋର୍ଟରେ ତିନିଚକିଆ ଯାନ୍‌ରେ ଇଲେକଫ୍ରିକ୍‌ ସୁବିଧା ନଥିଲେ ସେଗୁଡିକର ବିକି୍ର ବନ୍ଦ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ।
ଏପି୍ରଲ୍‌ ୨୦୨୩ ଏବଂ ଦୁଇଚକିଆ ଯାନ୍‌ରେ ଇଲେକଫି୍ରକ୍‌ ହୋଇନଥିବା ସହ ୧୫୦ସିସି ଇଞ୍ଜିନ୍‌ କ୍ଷମତା ଏପି୍ରଲ୍‌ ୨୦୨୫ ସୁଦ୍ଧା ରହିଛି । ଦୁଇଟି ସେଗ୍‌ମେଣ୍ଟ ବାର୍ଷିକ ବିକ୍ରି ଦୁଇ କୋଟି ୟୁନିଟ୍‌ ସହିତ ଆକାଉଣ୍ଟ ସର୍ବାଧିକ ତିନୋଟି କ୍ୱାର୍ଟରରେ ଶୁÂ ଭାରତୀୟ ରୋଡ୍‌ରେ ହୋଇଥିବା ଜଣାଯାଇଛି । ଯେଉଁ ଶୁÂ ଜାରି ହୋଇଛି,ତାହା ମାଲିକ ମାନଙ୍କ ପାଇଁ ସେଭଳି ପ୍ରଭାବ ପକାଇବ ନାହିଁଁ । ସରକାର ସମ୍ପୂର୍ଣ୍ଣ ଘୋଷଣା ଅନୁସାରେ ଏପି୍ରଲ୍‌ ୨୦୨୦ ବିଏସ୍‌ ଷଷ୍ଠ ନିୟମାବଳୀ ଜାରି ହେବ । ସରକାର ବିଏସ୍‌୫ ନିୟମାବଳୀ ବାଦ୍‌ ଦିଆଯିବା ସହ ଏହା ଅଧିକ ପରିମାଣରେ ବାୟୁ ପ୍ରଦୂଷଣ ଦେଶରେ ହୋଇଛି । ଦେଶରେ ପ୍ରମୁଖ ନଗରୀ ଗୁଡିକରେ ବ୍ୟାପକ ପରିମାଣରେ ବାୟୁ ପ୍ରଦୂଷଣ ହେବା ସହ ଶ୍ରେଷ୍ଠ ଦଶଟି ଦୁର୍ବିଶହ ନଗରୀ ଭାବେ ପରିଗଣିତ ହୋଇଛି । ଯାହା ବିଶ୍ୱ ପ୍ରଦୂଷଣ ଇଣ୍ଡକ୍ସ ମଧ୍ୟରେ ମଧ୍ୟରେ ଜାରି ହୋଇଛି । ଯଦି ଡ୍ରାଫଫ ଅନୁମୋଦନ ହେବା ସହ ବାଧ୍ୟତାମୂଳକ ଭାବରେ କେବଳ ଇଲେକଫି୍ରକ୍‌ ସ୍କୁଟର, ମୋଟରସାଇକେଲ୍‌ ଏବଂ ରିMା ଦେଶରେ ବିକି୍ର ହେବ । ପ୍ରକାଶ ଥାଉକି ରିପୋର୍ଟରେ ନିଷିଦ୍ଧ ହୋଇଥବା ଇଲେକଫି୍ରକ୍‌ଯାନ୍‌ରେ ସୁବିଧା ନଥିଲେ ବିକି୍ର ହୋଇପାରିବ ନାହିଁ । ସହରରେ ସିଟି ବସ୍‌ ଓ ସ୍କୁଲ୍‌ ବସ୍‌ ଉପରେ ମଧ୍ୟ ଆଲୋଚନା ହୋଇଛି । ସରକାର ଏବ ଅନ୍ୟ କମିଟି ଗୁଡିକ ବିଭିନ୍ନ ପ୍ରକି୍ରୟାରେ ଦେଶରେ ଅଟୋ ସ୍କିନ୍‌ ବିଶ୍ୱରେ ଇଲେକଫି୍ରକ୍‌ ଯାନ୍‌ ବଜାର ସୃଷ୍ଟି ହେବ । ସରକାର ବର୍ତ୍ତମାନ କୌଣସି ଅଫର୍‌ ଅନୁସାରେ ଟିକସ୍‌ କୋହଳ ଇଲେକଫି୍ରକ ଯାନ୍‌ରେ ହୋଇଛି । ଏହାର ଉତ୍ପାଦନ ଓ ଗୁରୁତ୍ୱ ଦେବା ସହ ଲାଭଦାୟକ ଭାବରେ ବ୍ୟାଟେରୀ ଉତ୍ପାଦନ ହୋଇଛି । ଫେମ୍‌ ଦ୍ୱିତୀୟ ନୀତି ଅନୁସାରେ ସମ୍ପୂର୍ଣ୍ଣ ଭାବରେ କୌଣସି ଟିକସ୍‌ ସଂସ୍କରଣ ବେସରକାରୀ ଇଲେକଫି୍ରକ୍‌ ଯାନ୍‌ ମାଲିକ ପାଇଁ ହେବନାହିଁ ।
ତୃଣମୂଳ ସ୍ତରରେ ଇଲେକଫି୍ରକ୍‌ ଦୁଇ ଚକିଆ ଯାନ୍‌ ସିନ୍‌ ଦେଶରେ କେବଳ କେତେକ ପ୍ଳେୟାର୍‌ ସହିତ ମାସିକ ବିକ୍ରି ହେବ । ଇଲେକଫି୍ରକ୍‌ ତିନିଚିକିଆ ଯାନ୍‌ ମଧ୍ୟରେ ଅଭିବୃଦ୍ଧି ହେବା ସହ ଗତ କିଛି ବର୍ଷ ମଧ୍ୟରେ ବଡ଼ ନଗରୀ ଗୁଡିକ ମଧ୍ୟରେ ଦେଶର ରାଜଧାନୀ ଇଲେକଫି୍ରକ୍‌ ଯାନ୍‌ ରାସ୍ତାରେ ଚଳାଚଳ ଦିଗରେ ଯୋଜନା ପ୍ରସ୍ତìତ ହୋଇଛି । ହିରୋ ଇଲେକଫି୍ରକ୍‌, ଓକିନାୱା ଏବଂ ଅଥେର୍‌ କେତେକ ବ୍ରାଣ୍ଡ୍‌ ଅଫରିଂ ଇଲେକଫି୍ରକ୍‌ ସ୍କୁଟର ଦେଶରେ ବିକି୍ରରେ ସହାୟକ ହୋଇଛି ।ଦେଶରେ ଇଲେ୍‌କଫି୍ରକ୍‌ ଭିତ୍ତିଭୂମି ପ୍ରତିଷ୍ଠା କରାଯାଇ ବାଇକ୍‌ ଆରୋହୀଙ୍କୁ ଇଲେକଫି୍ରକ୍‌ ଦୁଇଚକିଆ ଯାନ୍‌ କ୍ରୟ କରିବା ପାଇଁ ସୁଯୋଗ ସୃଷ୍ଟି କରିବା ଦିଗରେ ଯୋଜନା ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସମ୍ପତ୍ତି ଭାଗବଣ୍ଟାକୁ ନେଇ ଗଡ଼ିଲା ମୁଣ୍ଡ, ମହିଳା ମୃତ

ସମ୍ପତ୍ତି ଭାଗବଣ୍ଟାକୁ ନେଇ ଗଡ଼ିଲା ମୁଣ୍ଡ, ମହିଳା ମୃତ

Read More...

ନେଟ୍ସରେ ଝାଳ ବୁହାଇଲେ ଭାରତୀୟ ଖେଳାଳି

ନେଟ୍ସରେ ଝାଳ ବୁହାଇଲେ ଭାରତୀୟ ଖେଳାଳି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page