ଭାରତରୁ ଟଙ୍କା ନେଇ ବ୍ରିଟେନ୍‌ର ଷ୍ଟୋକ୍‌ ପାର୍କକୁ ୫୯୩ କୋଟିରେ କିଣିଲେ ମୁକେଶ ଅମ୍ବାନୀ

April 23, 2021, ବିଦେଶ, , Anupambharat News Bureau


ଭାରତରୁ ଟଙ୍କା ନେଇ ବ୍ରିଟେନ୍‌ର ଷ୍ଟୋକ୍‌ ପାର୍କକୁ ୫୯୩ କୋଟିରେ କିଣିଲେ ମୁକେଶ ଅମ୍ବାନୀ
Anupambharat News Bureau
April 23, 2021


ନୂଆଦିଲ୍ଲୀ: ବିଦେଶରେ ନିଜର ସାମ୍ରାଜ୍ୟ ବିସ୍ତାର କରିଚାଲିଛନ୍ତି ଏସିଆର ଧନୀ ମୁକେଶ ଅମ୍ବାନୀ । ଏସିଆର ସବୁଠୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନୀ ଆଉ ଏକ ବ୍ରଟେନ୍‌ କମ୍ପାନୀ କିଣିଛନ୍ତି । ଏହି କମ୍ପାନୀ ପାଖରେ ଥିବା ହୋଟେଲ ଏବଂ ଗୋଲ®କୋର୍ସରେ ‘ଜେମ୍ସ ବଣ୍ଡ’ ସିରିଜ୍‌ରେ ଦୁଇଟି ଫିଲ୍ମ ଶୁଟ୍‌ ହୋଇଥିଲା ।
ତେବେ ଏନେଇ ଆସ;ୁ ବିସ୍ତୃତରେ ଜାଣିବା । ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ୫୯୩.୦୫ କୋଟି ଟଙ୍କା ଅର୍ଥାତ ୭.୯ କୋଟି ଡଲାରରେ ବ୍ରିଟେନ୍‌ରେ ଷ୍ଟୋକ୍‌ ପାର୍କକୁ କିଣିଛି । ଷ୍ଟୋକ୍‌ ପାର୍କ ବ୍ରିଟେନ୍‌ର ଏକ କମ୍ପାନୀ ହୋଇଥିବା ବେଳେ ଏହା ପାଖରେ ଗୋଟିଏ ହୋଟେଲ ଏବଂ ଗୋଲ®କୋର୍ସ ରହିଛି । ଏହି ହୋଟେଲ୍‌ ରିଲାଏନ୍ସର କଞ୍ଜ୍ୟୁମର ଏବଂ ହସ୍ପିଟାଲିଟି ଆସେଟ୍‌ର ଅଂଶବିଶେଷ ହେବ ବୋଲି ଜଣାପଡ଼ିଛି । ଷ୍ଟୋକ୍‌ ପାର୍କ ବ୍ରିଟେନ୍‌ର ଅନ୍ତର୍ଜାତୀୟ ଗ୍ରୁପ୍‌ର ପ୍ରଥମ କଣ୍ଟ୍ରି କ୍ଲବ । ଏହା ସହିତ ହଲିଉଡ୍‌ ଇଣ୍ଡଷ୍ଟ୍ରିର ଖାସ୍‌ ସମ୍ପର୍କ ରହିଛି । ଷ୍ଟୋକ୍‌ ପାର୍କରେ ‘ଜେମ୍ସ ବଣ୍ଡ’ ସିରିଜ୍ର ଦୁଇଟି ଫିଲ୍ମର ଶୁଟିଂ ହୋଇଛ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଯାତ୍ରିବାହୀ ଜିପ୍‌ ଓଲଟି, ୮ ମୃତ

ଯାତ୍ରିବାହୀ ଜିପ୍‌ ଓଲଟି, ୮ ମୃତ

Read More...

କରୋନା: ପୁଣି ଦୁଇ ମାସ ମାଗଣା ରାସନ ଦେବେ ମୋଦି ସରକାର

କରୋନା: ପୁଣି ଦୁଇ ମାସ ମାଗଣା ରାସନ ଦେବେ ମୋଦି ସରକାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page