ଆନ୍ଧ୍ରପ୍ରଦେଶର ମୁନିସପାଲ୍‌ଟି ନିର୍ବାଚନରେ ୱାଇଏସ୍‌ଆର୍‌ କଂଗ୍ରେସର ସଫଳତା

March 14, 2021, ଦେଶ, , Anupambharat News Bureau


ଆନ୍ଧ୍ରପ୍ରଦେଶର ମୁନିସପାଲ୍‌ଟି ନିର୍ବାଚନରେ ୱାଇଏସ୍‌ଆର୍‌ କଂଗ୍ରେସର ସଫଳତା
Anupambharat News Bureau
March 14, 2021


ଆନ୍ଧ୍ରପ୍ରଦେଶରେ ଚାଲିଥିବା ମୁନିସପାଲ୍‌ଟି ଓ ପଞ୍ଜାୟତ ନିର୍ବାଚନରେ ଜଗନ ରେzୀଙ୍କ ୱାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ଏକ ବଡ଼ ସଫଳତା ହାସଲ କରିଛି । ସମୁଦାୟ ୭୫ଟି ଆସନରୁ ୭୪ଟି ଆସନରେ ୱାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ବିଜୟଲାଭ କରିଥିବା ବେଳେ ଏହା ମଧ୍ୟ ୧୨ଟି ନିଗମରେ ବିଜୟ ଲାଭ କରିବ ବୋଲି ଦଳ ପକ୍ଷରୁ ଆଶା ପ୍ରକାଶ କରାଯାଇଛି । ଆନ୍ଧ୍ରପ୍ରଦେଶର ଅନନ୍ତପୁର, କାଡ଼ପା, କୁର୍ଣ୍ଣìଲ, ତିରୁପତି, ଆନଗୁଲ ଓ ଗୁଣ୍ଟୁର ନିଗମରେ ପ୍ରାର୍ଥୀମାନେ ବିଜୟଲାଭ କରିଛନ୍ତି । ବିଜୟୱାଡ଼ା ଏବଂ ବିଶାଖାପାଟଣାମ୍‌ରେ ଗଣତି ଚାଲିଛି ବୋଲି ସୂଚନାରୁ ପ୍ରକାଶ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏଲୁର କର୍ପୋରେସନର ଗଣତି କରାଯାଇନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଉଠିଲା ମଣ୍ଡି ସମସ୍ୟା: ଶାସକ, ବିରୋଧୀଙ୍କ ହଟ୍ଟଗୋଳ

ଉଠିଲା ମଣ୍ଡି ସମସ୍ୟା: ଶାସକ, ବିରୋଧୀଙ୍କ ହଟ୍ଟଗୋଳ

Read More...

କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ବିଧାନସଭା ଟିକେଟ୍‌

କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ବିଧାନସଭା ଟିକେଟ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page