ଶୂନ୍ୟ ଫଳାଫଳ ବିଶିଷ୍ଟ ୧୫ଟି କଲେଜକୁ ନୋଟିସ

August 13, 2020, ଓଡ଼ିଶା, , Anupambharat News Bureau


ଶୂନ୍ୟ ଫଳାଫଳ ବିଶିଷ୍ଟ ୧୫ଟି କଲେଜକୁ ନୋଟିସ
Anupambharat News Bureau
August 13, 2020

ଭୁବନେଶ୍ୱର, ୧୩ ଅଗଷ୍ଟ - ଯୁକ୍ତ -୨ ବିଜ୍ଞାନ ଫଳାଫଳ ପ୍ରକାଶ ପାଇବା ପରେ ରାଜ୍ୟରେ ଶୂନ୍ୟ ଫଳାଫଳ ଥିବା ୧୫ଟି କଲେଜକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ନୋଟିସ ଜାରି କରା ଯାଇଛି । ଏ ବର୍ଷ ସେମାନଙ୍କର ଆଡମିଶନ କାହିଁକି ରଦ୍ଦ ନ ହେବ ସେ ନେଇ କାରଣ ଦର୍ଶାଅ ନୋଟିସ ଜାରୀ କରା ଯାଇଛି । ସାତ ଦିନ ମଧ୍ୟରେ ଏହାର ଉତର ଦେବାକୁ କୁହା ଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କଟକ , ଭୁବନେଶ୍ୱରରେ ଗଣେଶ ପୂଜା ମନା

କଟକ , ଭୁବନେଶ୍ୱରରେ ଗଣେଶ ପୂଜା ମନା

Read More...

କୋଳାକୋଳି ହେଲେ ପାଇଲଟ୍‌ ଓ ଗେହଲଟ୍‌

କୋଳାକୋଳି ହେଲେ ପାଇଲଟ୍‌ ଓ ଗେହଲଟ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page