ଚୀନ୍‌ ଆପ୍‌ ପ୍ରତିବନ୍ଧକ ମଧ୍ୟରେ ଜିଓମି ଓ ବାଇଡୁ ସାମିଲ୍‌

August 06, 2020, ଦେଶ, , Anupambharat News Bureau


ଚୀନ୍‌ ଆପ୍‌ ପ୍ରତିବନ୍ଧକ ମଧ୍ୟରେ ଜିଓମି ଓ ବାଇଡୁ ସାମିଲ୍‌
Anupambharat News Bureau
August 06, 2020

ନୂଆଦିଲ୍ଲୀ:ଭାରତ ସରକାର ଚୀନ୍‌ ବିରୁଦ୍ଧରେ ଡିଜିଟାଲ୍‌ ଷ୍ଟ୍ରାଇକ୍‌ ସ୍ୱରୁପ ୫୯ଟି ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଅନେକ ଆପ୍‌ ମଧ୍ୟରେ ଜିଓମି ଓ ବାଉଡୁ ସାମିଲ୍‌ ହୋଇଛି । ୧୦୮ଟି ବିଭିନ୍ନ ଆପ୍ଳିକେସନ୍‌ରେ ଏହାର ତାଲିକା ରହିଛି । ଭାରତ ଓ ଚୀନ୍‌ ମଧ୍ୟରେ ଦେଖାଦେଇଥିବା ସମସ୍ୟା ମଧ୍ୟରେ ଭାରତ ସରକାର ଡିିଜିଟାଲ୍‌ ଷ୍ଟ୍ରାଇକ୍‌ ସ୍ୱରୁପ ଏହି ପଦପେକ୍ଷ ଗ୍ରହଣ କରିଥିଲେ । ସେହି ଆପ୍‌ ମଧ୍ୟରେ ଲୋକପି୍ରୟ ଟିକ୍‌ଟକ୍‌ ରହିଛି । ଏସମସ୍ତ ଆପ୍‌ ଚୀନ୍‌ ହୋଇଛି । ଆସନ୍ତା ମାସରେ ସରକାର ପୁଣିଥରେ ଅତିରିକ୍‌ ୪୭ଟି ଆପ୍‌ ବ୍ଳକ୍‌ କରାଯାଇଛି । ସେହି ଆପ୍‌ ଗୁଡିକ ମଧ୍ୟରୁ କେତେକ ତାଲିକାରେ ମଧ୍ୟରେ ପ୍ରତିବନ୍ଧକ ଲଗାଇବା ମଧ୍ୟରେ ଜିଓମି ଓ ବାଇଡୁ ରହିଛି । ଏଭଳି ସ୍ଥିତିରେ ସରକାର ଘୋଷଣା କରିବାରେ ଉଚିତ ମନେ କରିନାହାନ୍ତି । କୌଣସି ଆପ୍‌ ପ୍ରତିବନ୍ଧକ କରାଯାଇଛି ସେ ନେଇ କୌଣସି ସ୍ପଷ୍ଟ କରାଯାଇନାହିଁ । ଜିଓମି, ମାଇ ବ୍ରାଉଜ୍‌ ପ୍ରୋ ସହିତ ସର୍ଚ ଆପ୍‌ ବାଇଡୁ ପ୍ରତିବନ୍ଧକ ହୋଇଛି । ପ୍ରକୃତରେ ଅନେକ ଆପ୍‌ ଭାରତ ସରକାରଙ୍କ ପଦକ୍ଷେପରେ ପ୍ରଭାବିତ ହୋଇଛି । ସରକାର ଯେଉଁ ଦିନ ପର୍ଯ୍ୟନ୍ତ ସାଧାରଣ ଜନତା ଖୁସି ପାଇଁ ଆପ୍‌ ବ୍ୟବହାର କରିବେ ବୋଲି ମନେ କରାଯାଏ । ସରକାର ଚୀନ୍‌ ଆପ୍‌ ଉପରେ ସମ୍ପୂର୍ଣ୍ଣ ନଜର ରଖିବା ସହ ସେଗୁଡିକ ପ୍ରତିବନ୍ଧକ ଉପରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଚୀନ୍‌ ଅନ୍‌ଲାଇନ୍‌ ଉପସ୍ଥିତି ଦେଶରେ ଯେଭଳି ହେବନାହିଁ ସେଥିପ୍ରତି ଧ୍ୟାନ ଦେଇଛି । ଜିଓମି ବ୍ରାଉଜର୍‌ ଆପ୍‌ ନୂତନ ପ୍ରତିବନ୍ଧକ ଆପ୍ଳିକେସନ୍‌ ରହିଛି । କମ୍ପାନୀର କମ୍‌ଲୋକପି୍ରୟତା ଅଫରିଂ ମଧ୍ୟରେ ମି ଆପ୍‌ ଗତମାସରେ ପ୍ରତିବନ୍ଧକ ହେଇଛି । ଚୀନ୍‌ ଅବସ୍ଥାପିତ ଉତ୍ପାଦନକାରୀ ସବୁଠାରୁ ଲୋକପି୍ରୟ ସ୍ମାର୍ଟଫୋନ୍‌ କମ୍ପାନୀ ଦେଶରେ ହୋଇଛି । ଯାହାର ଆଳକନ ୯୦ ମିଲିୟନ୍‌ ୟୁଜର୍‌ ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାରତରେ ରହିଲେ ହିନ୍ଦୁ, ପାକିସ୍ତାନରେ ରହିଲେ ଇସ୍‌ଲାମ୍‌ ଧର୍ମ:  ଯେଉଁ ଦେଶରେ ରହିଲେ ସେହି ଫଳ ଖାଇବାକୁ ପଡିବ

ଭାରତରେ ରହିଲେ ହିନ୍ଦୁ, ପାକିସ୍ତାନରେ ରହିଲେ ଇସ୍‌ଲାମ୍‌ ଧର୍ମ: ଯେଉଁ ଦେଶରେ ରହିଲେ ସେହି ଫଳ ଖାଇବାକୁ ପଡିବ

Read More...

ଆର୍‌ବିଆଇ ମୁଦ୍ରାନୀତି : ରେପୋ ରେଟ୍‌ ଓ ସୁଧହାର ଅପରିବର୍ତ୍ତିର୍ତ

ଆର୍‌ବିଆଇ ମୁଦ୍ରାନୀତି : ରେପୋ ରେଟ୍‌ ଓ ସୁଧହାର ଅପରିବର୍ତ୍ତିର୍ତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page